Vaccination Plea For Servitors
Puri: After opening doors of Shree Jagannath temple for the devotees without COVID-19 Negative Report, Shree Jagannath Temple Administration (SJTA) Thursday urged Odisha Government...
Move To Promote Local Entrepreneurs
Boudh: Identify and promote the local entrepreneurs in potential sectors of success, directed Chief Advisor to Chief Minister and Chairman Western Odisha Development Council (WODC)...
44K Received Jabs
Bhubaneswar: More than 44,800 Health Care Workers (HCW) have been vaccinated in the State on Thursday.
By 6 PM of 21 January, 44,880 number of...
ମଣ୍ଡିରେ ଧାନ ପଡ଼ିରହିବା ମନୁଷ୍ୟକୃତ
ସମ୍ବଲପୁର : ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡିÿରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ...
Volunteers Get Urban Training
Bhubaneswar: Department of Housing and Urban Development together with Urban Management Centre (UMC), organized a day long orientation program for training of volunteers, to...
କିନ୍ନରଙ୍କ ହାତରେ ବିଏମସି ପାର୍କିଂ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳକୁ ଅଗ୍ରଣୀ କିନ୍ନର ସଂଗଠନକୁ ହସ୍ତାନ୍ତର କରାଯାଇଛିି । ଏହି ହସ୍ତାନ୍ତର କରିଛନ୍ତି ବିଏମସି କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧାରୀ ।...
କୋଣାର୍କ ବିକାଶର ଚିଠା ପ୍ରସ୍ତୁତ
ଭୁବନେଶ୍ୱର : ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟ କ୍ରମର ଅଶ ଭାବରେ...
ଓଡିଶାକୁ ନିଶାମୁକ୍ତ କରିବାକୁ ଆହ୍ୱାନ
ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନ ଓ ଉକ୍ରଳ କଂଗ୍ରେସର ୧୦୦ ବର୍ଷ ପୂର୍ତିକୁ ଧୁମ୍ଧାମରେ କଂଗ୍ରେସ ବର୍ଷ ତମାମ୍ ପାଳନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି...
ଯନ୍ତ୍ରଣା ଦେଉଛି ସ୍ମାର୍ଟ ଜନପଥ
ଭୁବନେଶ୍ୱର : ରାଜଧାନୀର ସ୍ମାର୍ଟ ଜନପଥ ଏବେ ସ୍ମାର୍ଟସିଟିବାସୀଙ୍କ ପାଇଁ ଯନ୍ତ୍ରଣା ପାଲଟିଲାଣି । ଗୋଟିଏ ପଟେ ଧାର୍ଯ୍ୟ ସମୟରେ ନିର୍ମାଣ ସରୁନଥିବାବେଳେ ଅନ୍ୟ ପଟେ ଗାଡିମୋଟର ରଖିବାକୁ ସ୍ଥାନଟିକେ ନପାଇ ଲୋକେ...
ଅପମିଶ୍ରଣ ମାମଲାରେ ଦଣ୍ଡ ହାର କମ୍
ଭୁବନେଶ୍ୱର : ଖାଦ୍ୟ ଅପମିଶ୍ରଣ, ନକଲି ଔଷଧ ପ୍ରସ୍ତୁତି ଓ ଚୋରା ନିଶା କାରବାର କ୍ଷେତ୍ରରେ ରାଜ୍ୟରେ ଦଣ୍ଡବିଧାନ ହାର ଢେର୍ କମ୍ ରହୁଥିବାରୁ ମୁନାଫାଖୋର୍ ଚୋରା ବେପାରୀମାନେ ବେଧଡ଼କ ଭାବେ ସେମାନଙ୍କ...










