ଯୁବବର୍ଗଙ୍କ ପାଇଁ କୌଣସି ରୋଡମ୍ୟାପ୍ ନାହିଁ
ଭୁବନେଶ୍ୱର : ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ୧୫ ମାସ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ଯୁବ ବର୍ଗର ବିକାଶ ପାଇଁ କୌଣସି ରୋଡମ୍ୟାପ ନାହିଁ ଯାହା ଯୋଗୁ ଯୁବବର୍ଗ ସଂପୂର୍ଣ୍ଣ ଅବହେଳିତ...
ନିଶାମୁକ୍ତ ଭାରତ ଅଭିଯାନ ପାଇଁ ଗଣ ଦୌଡ଼
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପି ଜାରି ରହିଥିବା ସେବା ପର୍ବ ଅନ୍ତର୍ଗତ "ନିଶାମୁକ୍ତ ଭାରତ ଅଭିଯାନ" ରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରୁ ଏକ...
୧୩ଜଣଙ୍କୁ ମିଳିଛି ବିବାହ ସହାୟତା
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଝିଅ ବାହାଘର ପାଇଁ ୧୩ଜଣଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଗତ୍ସିଂହପୁର ଜିଲ୍ଲାର ୭ଜଣ ହିତାଧିକାରୀ ରହିଥିବାବେଳେ...
ନିଶା ବ୍ୟବହାର ବୃଦ୍ଧି ଯୋଗୁଁ ବିଗୁଡ଼ୁଛି ବ୍ୟବସ୍ଥା
ଭୁବନେଶ୍ୱର : ଓଡ଼ିଶାରେ ନିଶା କାରବାର ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଏଥିରେ ବିଶେଷକରି ମହିଳା, ଶିଶୁ, ଯୁବପିଢ଼ି, ଶ୍ରମିକ ଓ ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟରେ...
ବିଶ୍ୱ ବୈଜ୍ଞାନିକ ତାଲିକାରେ ସୋଆର ୪୧
ଭୁବନେଶ୍ୱର : ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୪୧ ଜଣ ଗବେଷକ ସ୍ଥାନ ପାଇଛନ୍ତି । ୨୦୨୫...
SOA Scientists In Stanford List
Bhubaneswar: Siksha 'O' Anusandhan (SOA) Deemed to be University has reaffirmed its position as a leading research institution with 41 of its researchers making...
ଦେଢ ବର୍ଷରେ ବଢିଛି ୭୦ଟି ଅଙ୍ଗନବାଡି
ଭୁବନେଶ୍ୱର : ରାଜ୍ୟରେ ଗତ ଦେଢ ବର୍ଷ ମଧ୍ୟରେ ୭୦ଟି ଅଙ୍ଗନବାଡି କେନ୍ଦ୍ର ବଢିଛି । ବର୍ତ୍ତମାନ ରାଜ୍ୟରେ ୭୪,୧୫୪ଟି ଅଙ୍ଗନବାଡି ଥିବାବେଳେ ଏଥିୋର ୪,୮୬,୬୮୫ ଜଣ ମହିଳା ଓ ୨୯,୧୪,୭୬୬ ଜଣ...
ଅବକାରୀ ମାମଲାରେ ୨୧୨ ଦୋଷୀ ସାବ୍ୟସ୍ତ
ଭୁବନେଶ୍ୱର : ଅବକାରୀ ମାମଲାରେ ଗତ ୫ବର୍ଷ ମଧ୍ୟରେ ୨୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨୦ ହଜାରରୁ ଅଧିକ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ...
ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି
ଭୁବନେଶ୍ୱର : ଓଡିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ୫୩ ହଜାରକୁ ଅତିକ୍ରମ କରିଯାଇଛି । ସେହିଭଳି ଅନ୍ୟ ରାଜ୍ୟରୁ ବି ଓଡିଶାକୁ ପ୍ରାୟ ୪୪ଲକ୍ଷ ପର୍ଯ୍ୟଟକ ଆସିଛନ୍ତି । ବିଜେପି...
ଏସସିଡି ଚିହ୍ନଟ ପାଇଁ ହାତ ମିଳାଇଲା ବେଦାନ୍ତ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, କଳାହାଣ୍ଡି ଜିଲ୍ଲାରେ ସିକଲ୍ ସେଲ୍ ରୋଗ (ଏସସିଡି) ଏବଂ ଥାଲାସେମିଆ ସ୍କ୍ରିନିଂର ପ୍ରାରମ୍ଭିକ ଚିହ୍ନଟକୁ ସୁଦୃଢ଼ କରିବା ପାଇଁ ଜାତୀୟ ସିକଲ୍...









