କଟକ : ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟର ଆଜି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଆଜିର ଉଦ୍‌ଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଭାରତର ବ୍ୟାଡ଼ମିଣ୍ଟନ ଖେଳାଳୀ ରିତ୍ଵିକ ସଞ୍ଜୀବୀ ସତୀଶ କୁମାର ଓ...
ଭୁବନେଶ୍ବର : ଓଡିଶା ଭିଜନ-୨୦୩୬ ଓ ୨୦୪୭ ଗଠନ ପାଇଁ ରେକର୍ଡ ୩ ଲକ୍ଷ ଲୋକକଙ୍କ ମତାମତ ହସ୍ତଗତ ହୋଇଛି। ଲୋକଙ୍କ ମତାମତ ଆଧାରରେ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ସାଧାରଣ ଲୋକଙ୍କ ମତାମତ ନେଇ ଭିଜନ ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ।ରାଜ୍ୟର ବିକାଶରେ ଏତେ ସଂଖ୍ୟକ ଲୋକଙ୍କ ସମୁହ...
ଭୁବନେଶ୍ୱର : ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତି ନକରି ଅତିଥି ଅଧ୍ୟାପକମାନଙ୍କ ମାଧ୍ୟମରେ ଯେଉଁ କାମଚଳା ପଦକ୍ଷେପ ଚାଲିଛି ସେଥିରେ ଛାତ୍ରଛାତ୍ରୀ ଓ ଗବେଷକମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଅଳ୍ପ କେତେଜଣ ଅତିଥି ଅଧ୍ୟାପକଙ୍କୁ ଛାଡିଦେଲେ ଅଧିକାଂଶ ଏହି ନିଯୁକ୍ତିକୁ ଥଇଥାନକେନ୍ଦ୍ର ଭାବେ ଗ୍ରହଣ କରିନେଇଥିବାରୁ ପିଲାଙ୍କ ପାଠପଢା ଉପରେ...
ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକତା ଠାରୁ ଢେର ଅଧିକ ଚାଉଳ ଉତ୍ପାଦନ ଏବେ ଅନ୍ୟ ଚାଷପାଇଁ କାଳ ହୋଇଛି । ଧାନ ଚାଷ କରୁଥିବାବେଳେ ଚାଷୀମାନେ ସରକାରଙ୍କୁ ଧାନ ବିକି ତତ୍କାଳ ଅର୍ଥ ପାଇଯାଉଥିବାରୁ ଅନ୍ୟ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଛି । ରାଜ୍ୟର ଆଗଧାଡିର ଚାଷୀମାନେ କହିଛନ୍ତି...
ଭୁବନେଶ୍ୱର : ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ଉଚ୍ଚ କ୍ଷମତାସମ୍ପନ୍ନ ରାଜ୍ୟସ୍ତରୀୟ  କମିଟିର ଦ୍ଵିତୀୟ ବୈଠକ ଗତକାଲି ଶୁକ୍ରବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟରେ ଆରଆଇଡିଏଫପାଣ୍ଠି ସହାୟତାରେ ଜଳସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ,...
Bhubaneswar: To ensure that no outside paddy transport into Odisha for sale, the State Government has deployed 40 enforcement teams in 9 districts to keep a tight watch on goods vehicles. The registered farmers are being provided Rs 2,300 as...
ନୂଆଦିଲ୍ଲୀ : ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ ବରଂ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି । ବିଦ୍ୟାଳୟ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍ଥାପିତ ସାମାଜିକ ପରିବର୍ତ୍ତନର ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ ବୋଲି ଶନିବାର “ଆରାଇଜ୍ ସ୍କୁଲ...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗ ପକ୍ଷରୁ ଶନିବାର ଦିନ ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍‌’ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍‌’ (ଏସ୍‌ଆର୍‌ଏସ୍‌) ର ପ୍ରସଙ୍ଗ ରହିଥିଲା ‘କମ୍ପ୍ରେହେନ୍ସିଭ୍ ଅପ୍‌ଡେଟ୍ସ ଇନ୍ ନେଫ୍ରୋଲୋଜି’...
ନୂଆଦିଲ୍ଲୀ : କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ ସୀମାକୁ ବର୍ତ୍ତମାନର ୧.୬ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ...
New Delhi: The National Statistics Office (NSO), Ministry of Statistics and Programme Implementation, Government of India organised an All India Workshop of Trainers (AIWOT) for the NSS 80th Round of its Socio-Economic Survey at Manekshaw Centre, New Delhi during...