ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନ ଭରା ହେମଗିରି ଅଞ୍ଚଳରେ ଚାଲିଥିବା ଅବରୋଧ ଓ ଆନ୍ଦୋଳନ ଯୋଗୁଁ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। ଯେହେତୁ ଏହି ଅନାବଶ୍ୟକ ବାଧା ସ୍ଥାନୀୟ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରୁଛି, ତେଣୁ ଖଣିରୁ କୋଇଲା ପରିବହନ ପ୍ରତି ଏଭଳି ପ୍ରତିରୋଧ ଜାରି ରହିଲେ ଆଗକୁ...
ଭୁବନେଶ୍ୱର : ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସଜାଡିବାପାଇଁ ନୂଆ ସରକାର ଏବେ ଶିକ୍ଷକ ନିଯୁକ୍ତି ଉପରେ ଜୋର ଦେଉଥିବାବେଳେ କମ୍ପ୍ୟୁଟର ଶିକ୍ଷାପାଇଁ ସମସ୍ତ ଭିତ୍ତିଭୂମି ଥିବା ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବାପାଇଁ ମତପ୍ରକାଶ ପାଉଛି । କଳା, ବିଜ୍ଞାନ ଆଦି ବିଷୟର ଶିକ୍ଷକଙ୍କ ଅଭାବକୁ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମ୍ଭାଳି ନେଉଥିବାବେଳେ କମ୍ପ୍ୟୁଟର...
ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଫିସରଙ୍କ ମଧ୍ୟରେ ଏକ ଛୋଟ ଧରଣର ଅଦଳ ବଦଳ କରାଯିବା ପରେ ଖୁବ୍ଶୀଘ୍ର ବ୍ଲକରୁ ସଚିବାଳୟ ପର୍ଯ୍ୟନ୍ତ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍, ଓଏଏସ୍, ଓପିଏସ୍ ଓ ଅନ୍ୟାନ୍ୟ ପଦ ପଦବୀରେ ଏକ ବଡ ଧରଣର ଅଦଳ ବଦଳ ହେବାର ପ୍ରାକ୍ ସୂଚନା ମିଳୁଛି ।
ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବିଭିନ୍ନ...
Bhubaneswar: The State Government has appointed Arabinda Kumar Padhee as new Chief Administrator of Shri Jagannath Temple Administration (SJTA).
In exercise of the powers conferred by sub-section (1) of section 19 of Shree Jagannath Temple Act, 1954 (Odisha Act, 11...
Bhubaneswar: Scheduled Tribes and Scheduled Castes Development, Minorities and Backward Classes Welfare, Minister, Nityananda Gond today chaired the two-day State Level Conference of District Welfare Officers (DWOs) and Project Administrator, Integrated Tribal Development Agency(PA-ITDA)s.
Secretary ST and SC Development, Minorities...
Bhubaneswar: Soon after receiving the letter from former CM and Leader of Opposition Naveen Patnaik on the incident during ‘Pahandi Bije’ of Lord Balabhadra, Chief Minister Mohan Charan Majhi promptly replied to Patnaik in a noble gesture and said...
ଭୁବନେଶ୍ୱର : ଶିକ୍ଷା ମାଧ୍ୟମରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ଏଥିପାଇଁ ୪୫୦ଟି ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବା, ଜନଜାତି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଶିକ୍ଷା ଯୋଗାଇଦେବା ପାଇଁ କାର୍ଯ୍ୟକାରୀ ହେଉଥିବା ଅନ୍ବେଷା ହଷ୍ଟେଲରେ ଘରୋଇ ଶିକ୍ଷକ ନିଯୁକ୍ତ କରିବା ସହ ଅନୁସୂଚିତ...
Bhubaneswar: Ace Administrator, Usha Padhee assumed charges as Principal Secretary of the Housing and Urban Development (H&UD) Department. After assuming charges She interacted with senior officers of the department to outline her vision for its future.
During the discussion, Shrimati...
ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ପଢ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଉପରେ ଗୁରୁତ୍ବ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ...
ଭୁବନେଶ୍ୱର : ଜିଏସଟି ଫେରସ୍ତ କରିବା ବଦଳରେ ଜନୈକ ଅଭିଯୋଗକାରୀଙ୍କଠାରୁ ୧୫,୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କେନ୍ଦ୍ରୀୟ ଜିଏସଟି ଏବଂ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ ଶ୍ରୀ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ ଗିରଫ କରିଛି।
ବ୍ରହ୍ମପୁରର କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଅଭିଯୋଗ ଆଧାରରେ ସିବିଆଇ...









