ଭୁବନେଶ୍ୱର : ରାଜ୍ୟରେ ସୃଷ୍ଟି ହୋଇଛି ୨୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି। ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫ ହେଲା । ସୂଚନାଯୋଗ୍ୟ...
ଭୁବନେଶ୍ୱର : ରାଜଧାନୀରେ ଥିବା ଓଡିଶାର ଏକମାତ୍ର ସରକାରୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୧୦ବର୍ଷ ହେବ ଜମି ଚିହ୍ନଟ ହୋଇପାରୁନଥିବାରୁ ଏହାର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ନିର୍ମାଣ କରାଯାଇ ପାରୁନାହିଁ । ଭିତ୍ତିଭୂମି ଅଭାବରୁ ତେଣୁ ନାକ୍‍ ମାନ୍ୟତାରେ ଖସି ଖସି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବେ ବି+ ରେ ସନ୍ତୁଷ୍ଟ ହେବାକୁ ପଡୁଛି । ୧୯୬୪...
ଭୁବନେଶ୍ୱର : ଓଡିଶାରେ ବର୍ଷକୁ ଯେତିକି ଡାଲିଜାତୀୟ ଶସ୍ୟ ଆବଶ୍ୟକ ତାହାଠାରୁ ୩/୪ ଗୁଣ ଅଧିକ ଉତ୍ପାଦନ ହେଉଛି । ହେଲେ ବର୍ଷସାରା ଡାଲି ପାଇଁ ଓଡିଶା କିନ୍ତୁ ଅନ୍ୟ ରାଜ୍ୟ ଉପରେନ ନିର୍ଭରଶୀଳ । ତେବେ ଓଡିଶାରୁ ଉତ୍ପାଦିତ ଡାଲି କୁଆଡେ ଯାଉଛି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ...
Sambalpur: Sambalpur City observed Shree Hanuman Jayanti with religious fervor, albeit under heightened security measures. This year's celebrations were particularly significant as they followed a period of restrictions due to past incidents of violence during the festival. Union Minister Dharmendra Pradhan...
Balasore: On the auspicious occasion of Pana Sankranti and the Odia New Year, the heritage initiative ‘Balasore Darshan’ was formally inaugurated, marking a significant step in reconnecting the people of Balasore with their own rich and layered cultural heritage. Spearheaded...
Bhubaneswar: Amidst internal discord within the Biju Janata Dal (BJD) over its shifting stance on the Waqf Bill, senior leader and eight-time MLA Ranendra Pratap Swain has issued a strong call to the party leadership to reaffirm its commitment...
Bhubaneswar: The State of Odisha on 14 April vibrantly celebrated the Odia New Year, also known as Pana Sankranti or Maha Bishuba Sankranti, marking the beginning of the traditional solar year in the Odia calendar. Across the State, people embraced...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ଓ ଭାରତର ସୋସାଇଟି ଅଫ୍ ପେରିଅପରେଟିଭ୍ ନର୍ସିଂ (ଏସ୍‌ପିଏନ୍‌)ର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଶୁକ୍ରବାର ଦିନ ଏସ୍‌ପିଏନ୍‌ର ୫ମ ଜାତୀୟ ସମ୍ମିଳନୀ ‘ଏସ୍‌ପିଏନ୍‌କନ୍ -୨୦୨୫’ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଥର ପାଇଁ ଓଡିଶାରେ ଏସ୍‌ପିଏନ୍ ଓ ସମ୍ ନର୍ସିଂ...
ଭୁବନେଶ୍ୱର : ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶା ସ୍ୱାବଲମ୍ବୀ ହେବ ବୋଲି ବର୍ଷ ବର୍ଷ ଧରି ତୁହାକୁ ତୁହା ଘୋଷଣା କରାଯାଉଥିବାବେଳେ ଏ କ୍ଷେତ୍ରରେ କିନ୍ତୁ ବିଶେଷ ଉନ୍ନତି ପରିଲକ୍ଷିତ ହେଉନାହିଁ । ପଶ୍ଚିମବଙ୍ଗ ଠାରୁ ଉତ୍ତରପ୍ରଦେଶ ଏମିତିକି ପଞ୍ଜାବ, ହରିଆନା ଆଦି ରାଜ୍ୟ ଉପରେ ଓଡିଶାକୁ ନିର୍ଭର କରିବାକୁ ପଡୁଛି । ଓଡିଶାପାଇଁ ବର୍ଷକୁ...
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରରେ ଚଳାଚଳ କରୁଥିବା ୫୨୦ଟି ଆମ ବସ୍‍ ନିୟମିତ ଭାବେ କ୍ଷତିରେ ଚାଲୁଛି । ଏହିସବୁ ବସ୍‍ଗୁଡିକରୁ ଯେତିକି ଆୟ ହେଉଛି ବ୍ୟୟ ପରିମାଣ ତାହାଠାରୁ ଯଥେଷ୍ଟ ଅଧିକ ରହିଛି । ତେଣୁ ବିଜ୍ଞାପନରୁ କିଛି ଆୟ କରି କ୍ଷତି ଭରଣା ପାଇଁ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି । ରାଜ୍ୟର...