ଭୁବନେଶ୍ୱର : କଡା ସୁରକ୍ଷା ବଳୟରେ ଥିବା ପୁରୀ ଶ୍ରୀମନ୍ଦିରରୁ ବିପୁଳ ପରିମାଣର ନିଷିଦ୍ଧ ଘିଅ ଜବତ କରାଯିବାପରେ ରାଜ୍ୟର ଅନ୍ୟ ମନ୍ଦିରଗୁଡିକରେ କିଭଳି ଘିଅରେ ପ୍ରସାଦ ତିଆରି ହେଉଛି ଓ ଦୀପ ଜଳାଯାଉଛି ତାହାର ଗୁଣବତ୍ତା ଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ମହାପ୍ରସାଦ ଓ...
ଭୁବନେଶ୍ୱର : ରାଜଧାନୀରେ ଭିକାରୀମାନେ ଛୋଟ ଛୋଟ ଛୁଆଙ୍କୁ କଫସିରପ ପିଆଇ ନିଶାଗ୍ରସ୍ତ କରିବାପରେ କାଖରେ ଧରି ଭିଗ ମାଗୁଛନ୍ତି । ପୁଲିସ୍ ଏମାନଙ୍କୁ ଗିରଫ କରୁନଥିବାରୁ ଭିକାରୀମାନେ ଭୁବନେଶ୍ୱର ଛାଡୁ ନାହାନ୍ତି ।
ରାଜଧାନୀକୁ ଶିଶୁ ଅନୁକୂଳ କରିବାପାଇଁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଏହା କହିଛନ୍ତି ମେୟର ସୁଲୋଚନା ଦାସ । ମେୟର...
ଭୁବନେଶ୍ୱର : ମୋହନ ସରକାରେ ପ୍ରଥମ ପ୍ରଶାସନିକ ବଡ ମୁଣ୍ଡ ଗଡିଛି । ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଓଏସଡି ଥିବା ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରିଛନ୍ତି ।
ନିକଟରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାକୁ ନେଇ...
ନୂଆଦିଲ୍ଲୀ : ଆସନ୍ତା ଜୁନ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଟ ପୁନଃ ପରୀକ୍ଷାରେ ସ୍ବଚ୍ଛତା, ଦକ୍ଷତା ଓ ସାଧୁତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରକ୍ରିୟାରେ ଜଡିତ ସବୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏ ସମ୍ପର୍କରେ ଜାତୀୟ...
Bhubaneswar: The State Administration is actively moving forward with its digital economic transition, steering away from centralized e-commerce setups to foster a more inclusive local marketplace.
Chief Secretary Smt. Anu Garg chaired a high-level strategic meeting to map out...
Bhubaneswar: Shri Dodda Venkata Swamy, a senior IAS officer of the 2001 batch from the Odisha cadre, has been appointed as the Principal Secretary of the Labour & Employees' State Insurance (ESI) Department by the Government of Odisha.
Shri Swamy...
Bhubaneswar: In a major push to eliminate digital divides in the state's remote pockets, the Government of Odisha is fast-tracking the installation of 4G mobile towers across 707 newly identified locations. Financed through the Digital Bharat Nidhi, this massive...
Bhubaneswar: In a decisive move to curb the rising number of tragic accidents across the state, a high-level review meeting was held at Lok Seva Bhawan under the chairmanship of Chief Secretary Anu Garg.
The meeting focused on Fire...
ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷକ ନିଯୁକ୍ତି କରି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଥିବା ନେଇ ବାହାସ୍ଫୋଟ ମାରୁଥିବା ବିଜେପି ସରକାରର ଅସଲ ମୁଖା ଖୋଲିଯାଇଛି । ଗତ ୨ ବର୍ଷରେ ୩୬ ହଜାର ଶିକ୍ଷକ ନିଯୁକ୍ତି ହୋଇଥିବା ନେଇ ବିଜେପିର ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ସମାଲୋଚନା କରିଛି ବିଜୁ ଜନତା ଦଳ...
ଭୁବନେଶ୍ୱର : ଏକ ସ୍ଥାୟୀ ଏବଂ ନାଗରିକ-କେନ୍ଦ୍ରିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ଭାବେ ଜାତୀୟ ସ୍ତରରେ ପରିବହନରେ ଏକ ମାପଦଣ୍ଡ ସାଜିଛି କମ୍ପ୍ରିହେନ୍ସିଭ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) । ପ୍ରଯୁକ୍ତିବିଦ୍ୟା-ଆଧାରିତ ଯାତ୍ରୀ ସେବା, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ତର୍ଭୁକ୍ତୀକରଣ କର୍ମଚାରୀ ବିକାଶ ମାଧ୍ୟମରେ ଏହା ସମଗ୍ର ଓଡ଼ିଶାରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ...










