ଭୁବନେଶ୍ୱର : ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ଯୋଗୁଁ ବନ୍ଦହୋଇ ଯାଇଥିବା ବିଦ୍ୟାଳୟଗୁଡିକୁ ପୁଣିଥରେ ଖୋଲିବାପାଇଁ ଥିବା ପ୍ରସ୍ତାବ ଶୀତଳଭଣ୍ଡାରରେ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସତ୍ୱେ ଏହିସବୁ ବିଦ୍ୟାଳୟ ସବୁ ଖୋଲୁନଥିବାବେଳେ ସ୍କୁଲଘରଗୁଡିକ ଏବେ ଭୂତକୋଠି ପାଲଟିଛି । ଯେଉଁସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ରୁ କମ୍‍ ରହିଲେ ତାହାକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ...
ଭୁବନେଶ୍ଵର :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ  ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏଥି ସହିତ ବିଜେଡି ସରକାର ଅମଳରେ କିଭଳି ଦୁର୍ନିତୀ ହେଉଥିଲା ତାହାକୁ ଇଙ୍ଗିତ କରିଛନ୍ତି...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା  ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଏମ୍‌ବିବିଏସ୍ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି...
ଭୁବନେଶ୍ୱର: ଭାରତରେ ବ୍ୟବହୃତ କପାର ମୋଟ ୪୦ ପ୍ରତିଶତ କପା ଓଡ଼ିଶାରେ ଚାଷ ହେଉଛି ଏବଂ ଆଜି ଏହା ୧୧ ଟି ଜିଲ୍ଲାର ୨ ଲକ୍ଷ ୩୯ ହଜାର ହେକ୍ଟର ଜମିକୁ ସମ୍ପ୍ରସାରିତ ହୋଇପାରିଛି। କେବଳ ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ହିଁ ଓଡ଼ିଶାର ୮୫ ପ୍ରତିଶତ କପା ଉତ୍ପାଦନ ହେଉଛି। ଆଜି କୃଷିଭବନସ୍ଥିତ...
Bhubaneswar: With Ace Wildlife Conservator, Susanta Nanda is at helm, Odisha has added another plume to its fledging cap of Wildlife Conservation. PCCF Wildlife, Shri Nanda has been actively trying hard for addition of a healthy tigress to the...
Bhubaneswar: Chief Minister Mohan Charan Majhi today strongly criticized the previous BJD government accusing corruption was rampant during its last 24 years rule. While attending the state level observation of Vigilance Awareness Week, 2024 here, Shri Majhi said there was...
Bhubaneswar: Technology-driven, citizen friendly Mo Bus and Mo-E Ride service of The Capital Region Urban Transport (CRUT), an Odisha government initiative has been adjudged as the ‘City with the Best Public Transport system’ in the country at 17thUrban Mobility...
ଭୁବନେଶ୍ୱର : ଜୋରରେ ଶବ୍ଦ କରୁଥିବା ବାଣ ଫୁଟାଇବା ବାରଣ ହୋଇଥିବାବେଳେ ଆଉ କେତେକ ବାଣ ଉପରେ କଟକଣା ଲଗାଯାଇଛି । ତେବେ କଟକଣା ଲାଗିଥିବା ଏହି ବେଆଇନ୍‍ ବାଣ ଏବେ ରାଜଧାନୀରେ ଲୁଚାଛପାରେ ବିକ୍ରି ଚାଲିଛି । ମୁଣ୍ଡ ଉପରେ ଦୀପାବଳୀ ଥିବାବେଳେ ସହରରେ ଦୁଇ ଦିନ ପାଇଁ ବାଣଦୋକାନ ଖୋଲିବାକୁ ଅନୁମତି ମିଳିବ...
ଭୁବନେଶ୍ୱର : ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାର ଇସ୍ତଫା ଦେବାର ୫୦ ଦିନରୁ ଅଧିକ ସମୟ ବିତି ଯାଇଥିବାବେଳେ ଏଯାବତ୍‍ ଏହି ଆସନ ଲାଗି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଫଳରେ ଓଡିଶାର ୧୦ଟି ରାଜ୍ୟସଭା ଆସନରୁ ଗୋଟିଏ ଦୀର୍ଘଦିନ ଧରି ଖାଲି ପଡିଛି । ଏଠାରେ ଉଲ୍ଲେଖନୀୟ ଯେ ସୁଜିତ...
ନୂଆଦିଲ୍ଲୀ : ଗୁଜୁରାଟରେ ଅନୁଷ୍ଠିତ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏହି ପୁରସ୍କାର...