ପୁରୀ : ପୁରୀ ଦଳଚକଟା ମୃତ୍ୟୁ ଘଟଣାରେ ଗଭୀର ମର୍ମାହତ ହେବା ସହିତ ଘଟଣାର ତୁରନ୍ତ ବ୍ୟାପକ ତଦନ୍ତ ପାଇଁ ଦାବି କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ଏକ ପ୍ରେସ ରିଲିଜ ଜାରି କରି ଗଜପତି କହିଛନ୍ତି ଯେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଗତକାଲି ରାତିରେ ଦଳାଚକଟା ଘଟି ତିନି...
ଭୁବନେଶ୍ୱର : ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚା ରଥଯାତ୍ରାର ଚରମ ବିଶୃଙ୍ଖଳତା ଓ ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ସମ୍ବାଦ ମୋତେ ଭୀଷଣ ଆଘାତ ଦେଇଛି । ଯେଉଁ ଶ୍ରଦ୍ଧାଳୁମାନେ ମୃତ୍ୟୁବରଣ କଲେ, ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ମୋର ଭାଷା ନାହିଁ । ଭକ୍ତମାନେ କାହିଁ କେତେ ଦୂରରୁ କଷ୍ଟ ସ୍ବୀକାର କରି ରଥରେ...
ଭୁବନେଶ୍ୱର : ପୁରୀରେ ଦଳାଚକଟା ଘଟଣାରେ ତିନିଜଣଙ୍କ ପ୍ରାଣହାନିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାହୁଳ ଗାନ୍ଧୀ । ଟୁଇଟ କରି ରାହୁଳ କହିଛନ୍ତି ଯେ ପୁରୀରେ ରଥଯାତ୍ରା ସମୟରେ ଦଳାଚକଟା ଅତ୍ୟନ୍ତ ଦୁଃଖଦ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଏବଂ ଆହତ ଭକ୍ତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।
ଓଡ଼ିଶା ସରକାରଙ୍କୁ...
ଭୁବନେଶ୍ୱର : ପୁରୀରେ ଦଳାଚକଟା ଘଟଣାରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଛି । ଏଥି ସହିତ ଡିସିପି ଓ କମାଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି ।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ...
Bhubaneswar: Chief Minister, Mohan Charan Majhi, today expressed his profound grief and offered a public apology for the tragic stampede that occurred in the early hours of Sunday near the Shree Gundicha Temple in Puri, during the ongoing Rath...
ଭୁବନେଶ୍ୱର : ପୁରୀରେ ଘଟିଥିବା ଦଳଚକଟା ଜନିତ ମୃତ୍ୟୁ ପାଇଁ ସରକାର ତରଫରୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥି ସହିତ ସୁରକ୍ଷାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ...
ଭୁବନେଶ୍ୱର : ଶରଧାବଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟାକୁ ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ମୁମ୍ବାଇରେ ଚିକିତ୍ସାଧିନ ଥିବା ନବୀନ ଟୁଇଟ୍ କରି କହିଛନ୍ତି ଯେ ଦଳାଚକଟାରେ ପ୍ରାଣ ହରାଇଥିବା ତିନି ଭକ୍ତଙ୍କ ପରିବାର ପ୍ରତି ମୁଁ ମୋର ହୃଦୟରୁ ସମବେଦନା ଜଣାଉଛି ଏବଂ ଏହି ଭୟଙ୍କର ଘଟଣାରେ ଆହତ ହୋଇଥିବା ଭକ୍ତମାନଙ୍କ...
ପୁରୀ: ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆଜି ସକାଳେ ଏକ ଦୁଃଖଦ ଦଳାଚକଟା ଘଟି ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ୫୦ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହି ଘଟଣାଟି ଜୁନ୍ ୨୯, ୨୦୨୫ ଶନିବାର ଭୋର ପ୍ରାୟ ୪:୦୦...
ଭୁବନେଶ୍ୱର : ରାଜ୍ୟକୁ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର କରିବାପାଇଁ ସରକାର ଅଣ୍ଟା ଭିଡିଥିବାବେଳେ ଏଥିପାଇଁ ଆବଶ୍ୟକ ଚାରଣ ଭୂମି କିନ୍ତୁ ଦିନକୁଦିନ ହ୍ରାସ ପାଇବାରେ ଲାଗିଛି । ଗାଁ ଗହଳରେ ଯେଉଁସବୁ ଗୋଚର ଓ ଅନାବାଦି ଜମିରେ ଗାଈଗୋରୁମାନେ ଘାସ ଚରୁଥିଲେ ତାହା ଧିରେ ଧିରେ ଜବରଦଖଲ ହେବାରେ ଲାଗିଛି । ଏଭଳି...
ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଶିଳ୍ପ ସଂସ୍ଥା ମଧ୍ୟରୁ ଚୌଦ୍ୱାରର ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ଓ ବଡ଼ବିଲ୍ର କଳିଙ୍ଗ ଆଇରନ୍ ୱାର୍କ୍ସ ବିଜୁ ଜନତା ଦଳ ସରକାର ସମୟରୁ ବନ୍ଦ ହୋଇଯାଇଛି । ଏ ଦୁଇଟିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
୧୯୪୬ ମସିହାରୁ...










