ଭୁବନେଶ୍ୱର : ନୂଆବର୍ଷରୁ ଅବକାରୀ ବିଭାଗ ଧରପଗଡ ଜୋରଦାର କରିବା ଫଳରେ ଜାନୁୟାରୀ ମାସର ପ୍ରଥମ ଦଶ ଦିନରେ ୮୮୦ଜଣ ଗିରଫ ହେବା ସହିତ ହଜାରେରୁ ଅଧିକ ଅବକାରୀ ମାମଲା ରୁଜୁ ହୋଇଛି । ଏହି ସମୟରେ ପ୍ରାୟ ୩କୋଟି ୭୮ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ବି ଜବତ ହୋଇଛି । ଅବକାରୀ ବିଭାଗ ସୂତ୍ରରୁ...
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ମଙ୍ଗ ମହିଳାଙ୍କ ହାତରେ ରହିବ । ଆଗାମୀ ପୌର ନିର୍ବାଚନରେ ବିଏମ୍‍ସିର ମେୟର ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଯଦି ଏହା ଉପରେ କୌଣସି ଆପତ୍ତି ଅଭିଯୋଗ ନଆସେ ତେବେ ବିଏମ୍‍ସି ମୁଖିଆ ପଦରେ ଜଣେ ମହିଳା ବସିବା ନିଶ୍ଚିତ । ସେହିଭଳି ବ୍ରହ୍ମପୁର...
ଭୁବନେଶ୍ୱର : ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସରକାରୀ ଦପ୍ତର ଓ ସର୍ବସାଧାରଣ ସ୍ଥାନରେ ଲାଗି ଥିବା ସରକାରଙ୍କ ସଫଳତାର ହୋର୍ଡିଂ ଓ ପୋଷ୍ଟର ଆଦି ହଟାଇବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ କମିଶନର ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ଉଲ୍ଲେଖ କରାଯାଇଛି ଯେ...
 Bhubaneswar: The State has detected 67 fresh Omicron cases on Wednesday taking the total tally to 170.     The Institute of Life Science (ILS), Bhubaneswar, has informed the Health and Family Welfare Department about detection of new Omicron cases after...
ନୂଆଦିଲ୍ଲୀ : ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପୁଳ ଭାବେ ସେମାନଙ୍କ ପୋର୍ଟାଲ ମାଧ୍ୟମରେ ପ୍ରସାର କରାଯାଉଅଛି ବୋଲି ରେଳବାଇ ପ୍ରଶାସନ ନଜରକୁ ଆସିଛି | ରେଳବାଇ ଏବଂ ପ୍ରେସ ଇନଫରମେସନ୍...
ଭୁବନେଶ୍ୱର : ଶତ ପ୍ରତିଶତ ଟିକାଦାନ ଲକ୍ଷ୍ୟ ହାସଲ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲୁଥିବାବେଳେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରଥମ ଡୋଜ୍‍ କୋଭିଡ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୮୫ ପ୍ରତିଶତରୁ କମ୍‍ ରହିଛି । ସେହିଭଳି ୧୨ଟି ଜିଲ୍ଲାରେ ପ୍ରଥମ ଡୋଜ୍‍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୮୫ରୁ ୯୦ ପ୍ରତିଶତ...
ଭୁବନେଶ୍ୱର : କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ ପଞ୍ଚାୟତ ନିର୍ବାଚନ ରାଜନେତାମାନଙ୍କ ହୋସ୍‍ ଉଡାଇ ଦେଇଛି । ଗୋଟିଏ ପଟେ ନିର୍ବାଚନ ପ୍ରଚାର ଅଭିଯାନରେ ନମାତିଲେ ଦଳର ତଥା ନିଜର ପତିଆରା କ୍ଷୁର୍ଣ୍ଣ ହେବାର ଆଶଙ୍କା ଓ ଅନ୍ୟ ପଟେ ଲଗାମଛଡା ପ୍ରଚାର ଅଭିଯାନରେ ମାତିଲେ କରୋନା ସଂକ୍ରମଣ ଭୟ ସେମାନଙ୍କୁ...
Bhubaneswar: J. Lavanya, a student of BSc Microbiology won a gold medal in health and social care in India Skills 2021 organized by the National Skill Development Corporation. She has acknowledged her success as the mentor and state of art...
Bhubaneswar: The State Election Commission has issued detailed guidelines for smooth and safe conduct of the three-tier Panchayat Elections with strict adherence to the Covid-19 protocols.   “I am directed to request you to ensure that the instructions of the Commission...
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ତିନି ସ୍ତରୀୟ ପଞ୍ଚାୟତ ର୍ନିବାଚନ ପାଇଁ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍‍ଇସି) ଆଜି କାର୍ଯ୍ୟସୂଚୀ ଘୋଷଣା କରିଛି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟ ର୍ନିବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ରେ ପାଞ୍ଚଟି...