ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଦ୍ରୁତ ବେଗରେ ହ୍ରାସ ପାଇବା ସହିତ ଦୁଇ ହଜାର ନିକଟରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୩୨୪ଜଣ ଶିଶୁ ରହିଛନ୍ତି ।
ଚିହ୍ନଟ ହୋଇଥିବା ନୂଆ ୨୧୦୬ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ...
ଭୁବନେଶ୍ୱର : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ମୃତ୍ୟୁବେଳକୁ ଲତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତ...
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ନଜର ଏବେ ଗାଁ ଗହଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍ଏଚ୍ଜି) ଉପରେ । କାରଣ ଏହି ଗୋଷ୍ଠିରେ ଥିବା ୭୦ଲକ୍ଷ ମହିଳାଙ୍କ ଭୋଟ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ହେବ ।
ରାଜ୍ୟରେ ଏବେ ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠି ଥିବାବେଳେ...
ଜଗତସିଂହପୁର : ସ୍ୱାଧୀନତା ସଂଗ୍ରାମର ସ୍ମାରକୀଗୁଡିକୁ ସଂରକ୍ଷିତ କରି ରଖାଗଲେ ତାହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ । ଯେଉଁମାନେ ସ୍ୱାଧୀନତା ହାସଲ ପାଇଁ ସହିଦ ହୋଇଛନ୍ତି ଏବଂ ନିର୍ଯାତନା ଓ କାରାବରଣ କରିଛନ୍ତି ସେମାନଙ୍କ ବଳିଦାନ, ସଂଗ୍ରାମ, ସେବା ଓ ତ୍ୟାଗର ଇତିହାସକୁ କୃତଜ୍ଞତାର ସହ ଅନୁଶୀଳନ କଲେ ସେଥିରୁ...
Bhubaneswar: There should be no doubt that the Union Budget, 2022-23 has focused on infrastructure development and capital expenditure whereas the social sector has not received so much attention from the Budget makers. This has been rightly pointed out...
Bhubaneswar: After rains, the winter chill has returned to the State with the Bhubaneswar Meteorological Centre on Saturday issuing a cold wave warning for two days.
The minimum temperature is set to dip by 2 to 3 degrees Celsius in...
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଫେବୃଆରୀ ୬ ତାରିଖ ଦିନ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଓଡ଼ିଶାର ଭୂମିଜ ଜନଜାତିଙ୍କ...
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପରେ ରାଜ୍ୟ କଂଗ୍ରେସର ସାଂଗଠନିକ ନିର୍ବାଚନ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଛନ୍ତି ଯେ ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ...
ଭୁବନେଶ୍ୱର: କଳାହାଣ୍ଡିର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଯୁବ ସାମ୍ବାଦିକଙ୍କର ଏଭଳି ଅକାଳ ମୃତ୍ୟୁ ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମୃତ ସାମ୍ବାଦିକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ୧୩ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
ଏହି ଦୁଃଖଦ ଘଟଣାଟି...
ନୂଆଦିଲ୍ଲୀ : ରେଳଗାଡିରେ ମାଲ ପରିବହନ ପାଇଁ ରାଜ୍ୟ ନିକଟରେ ପର୍ଯ୍ୟାପ୍ତ ସଂଖ୍ୟକ ରେକ୍ ରହିଛି । କେବଳ ଇସ୍ପାତ ଉତ୍ପାଦନକାରୀଙ୍କ ପାଇଁ ନୁହେଁ, ଅନ୍ୟ ରେଳ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ଏହା ଚାହିଦା ମେଣ୍ଟାଇ ପାରିବ ।
ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ...










