ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ କେତେକ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦୀଙ୍କ ହିଂସାକାଣ୍ଡରେ ସାଧାରଣ ଲୋକେ ବଳି ପଡୁଛନ୍ତି । ବିଶେଷକରି ଅବିଭକ୍ତ କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଏମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।
ସପ୍ତାହକ ମଧ୍ୟରେ ମାଓବାଦୀଙ୍କ ଭୂତଳ ବୋମା ବିସ୍ଫୋରଣରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଓ...
Bhubaneswar: After reviewing the situation, the Principal Secretary to Government, School & Mass Education Department, Bishnupada Sethi has directed concerned officials to resume physical classes for Class I to VII students from February 28 instead of February 14.
Sethi...
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼ା ବିଦ୍ୟାଳୟରେ ହେବାକୁ ଥିବାବେଳେ ତାହାକୁ ଆଜି ଫେବୃଆରୀ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ଜିଲ୍ଲାପାଳମାନଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ...
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ କୋଭିଡ୍-୧୯ ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ ସମୟ ସୃଷ୍ଟି କରିଛି ଏବଂ ଏହି ଆହ୍ୱାନଗୁଡ଼ିକୁ ଯଥା ସମ୍ଭବ ସମାଧାନ କରାଯିବ ।
ଶିକ୍ଷାଦାନର ପୁନରାରମ୍ଭ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଏବଂ ଶିକ୍ଷଣ ପ୍ରକ୍ରିୟାରେ ଥିବା ବ୍ୟବଧାନକୁ...
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ସ୍ଥାନୀୟ ତହସିଲଦାରମାନଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଗାଡ଼ି ଓ ଡାକବାଜି ଯନ୍ତ୍ରର ଅନୁମତି ପତ୍ର ପ୍ରଦାନ କରିବା ନିମନ୍ତେ ପ୍ରାଧିକୃତ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସବୁ ରାଜନୈତିକ ଦଳମାନେ ସହଜରେ ଅନୁମତି ପତ୍ର...
ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ପକ୍ଷରୁ ଗୁରୁବାର ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସହଯୋଗରେ ଆୟୋଜିତ ଏହି ଶିବିରରେ ସମ୍ମମ୍ର ଡାକ୍ତର ଓ କର୍ମଚାରୀ ରକ୍ତଦାନ କରିଥିଲେ ।
ପ୍ରାୟ ୩ ଘଣ୍ଟା ଧରି...
Bhubaneswar: State Election Commissioner (SEC) Aditya Prasad Padhi and his team on Thursday held a meeting with representatives of various political parties of the State for smooth conduct of the upcoming urban election.
Representatives from Governing BJD, Opposition BJP...
Bhubaneswar: Odisha Government has allowed reopening of classes for Class-VIII to XII from 7 February.2022.
Offline, Online and Hybrid Teachings are being conducted, thanks to the initiative of Bishnupada Sethi, Principal Secretary School and Mass Education.
Regarding conduct of Examination for...
ନୂଆଦିଲ୍ଲୀ : ଭାରତର ସମନ୍ୱିତ କୋଭିଡ-୧୯ ଟୀକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି ଓ ସୁସ୍ଥ ହାର ବର୍ତ୍ତମାନ ୯୬.୯୫% ରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି ।
ଏହି ସୂଚନା...
ଭୁବନେଶ୍ୱର : ଡାକ୍ତରଙ୍କ ବିନା ପରାମର୍ଶରେ ଆଖିବୁଜା ଅତ୍ୟଧିକ ଭିନାମିନ୍, ପ୍ରୋଟିନ୍, ରୋଗପ୍ରତିରୋଧକ ଶକ୍ତିବର୍ଦ୍ଧକ, ଆଣ୍ଟିବାୟୋଟିକ, ଷ୍ଟିରଏଡ୍ ଏବଂ ଅନ୍ୟାନ୍ୟ ଔଷଧ ସେବନ ଯୋଗୁଁ ବିଭିନ୍ନ ରୋଗବ୍ୟାଧି ବଢିବାରେ ଲାଗିଛି । ଏମିତିକି ଏଥିପାଇଁ ହୃଦ୍ଘାତ ଠାରୁ ଆରମ୍ଭକରି ବୃକକ୍, ଯକୃତ, ଫୁସ୍ଫୁସ୍ ସମେତ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଉଛି ଓ ଏହା...









