ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାଙ୍କ୍ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିବାବେଳେ ବ୍ୟାଙ୍କ୍ଗୁଡିକ ନିକଟରେ ଏବେ ପାଖାପାଖି ୭୩ହଜାର ଆବେଦନ ପଡି ରହିଛି । ବିଭିନ୍ନ ଯୋଜନାରେ ଋଣ ପ୍ରଦାନ ପାଇଁ ବ୍ୟାଙ୍କ୍ମାନେ କୁନ୍ଥୁ କୁନ୍ଥୁ ହେଉଥିବାରୁ ରାଜ୍ୟରେ ଏଭଳି...
ଭୁବନେଶ୍ୱର : ବୈଦ୍ୟୁତିକ ଯାନ ଖରିଦ କରୁଥିବା ଗ୍ରାହକଙ୍କୁ ରାଜ୍ୟ ସରକାରଙ୍କ ରିହାତି ଅର୍ଥ ମିଳିବା ନେଇ ଏବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଅବସ୍ଥା ଉପୁଜିଛି । ସେପ୍ଟେମ୍ବର ପହିଲାରୁ ରାଜ୍ୟ ସରକାର ଇ-ଯାନ ନୀତି ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଗାଡି ଖରିଦ କରୁଥିବା ଲୋକଙ୍କୁ ଅର୍ଥ...
ଭୁବନେଶ୍ୱର : ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱରସ୍ଥିତ ଡକ୍ଟର ରେଡ୍ଡିଜ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା।
ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ...
ଭୁବନେଶ୍ୱର : ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ କୋଣାର୍କ ଓ ଭୁବନେଶ୍ୱର ଠାରେ ଆୟୋଜନ ହେବ । ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ୨୫ରୁ ୨୬ ଫେବୃଆରୀ, ୨୦୨୨ରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି ।
ଆସନ୍ତା ୨୫ ତାରିଖ ଶୁକ୍ରବାର ଦିନ କୋଣାର୍କ ଠାରେ ମନ୍ତ୍ରୀସ୍ତରୀୟ...
ଭୁବନେଶ୍ୱର : ନ୍ୟାୟିକ ସେବା ଶିକ୍ଷାନବିଶମାନଙ୍କର ପ୍ରଶାସନିକ ବ୍ୟବସ୍ଥା ସହ ସିଧାସଳଖ ପରିଚୟ ନିମନ୍ତେ ରାଜ୍ୟ ଲୋକସେବା ଭବନକୁ ଦିନିକିଆ ପରିଦର୍ଶନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପରୀପ୍ରେକ୍ଷୀରେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ମୁଖ୍ୟ ଶାସନ...
ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କନ୍ଧମାଳ, ସହକାରୀ କୃଷି ଅଧିକାରୀ ରାଇକିଆ ଓ ବେସରକାରୀ ସଂସ୍ଥା ସ୍ଵାତି ତଥା ଓଡିଶା ମିଲେଟ ମିଶନ କନ୍ଧମାଳର ସହାୟତାରେ କନ୍ଧମାଳ ଜିଲ୍ଲାର...
ଭୁବନେଶ୍ୱର : ଡ଼ିଜିଟାଲ ପରିବର୍ତନର ବିଭିନ୍ନ ଦିଗ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗକୁ ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ବିଜନେସ ଆଣ୍ଡ କମ୍ପୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ଏକ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । "ଡ଼ିଜିଟାଲ ଟ୍ରାନ୍ସଫର୍ମେସନ : ଇସ୍ୟୁଜ୍ ଆଣ୍ଡ ଚ୍ୟାଲେଞ୍ଜେସ"...
Bhubaneswar: Different aspects of digital transformation and its application in various areas were discussed at a Faculty Development Program (FDP) held at the Institute of Business and Computer Studies (IBCS), faculty of management sciences of SOA, on Wednesday.
Around 100...
Malkangiri: Swabhiman Anchal (erstwhile cut-off area) in Malkangiri District, which is voting today after a gap of 10 years, has recorded 52 per cent polling till 12.30 PM.
Speaking to media persons here about the fifth phase of Panchayat election,...
ଭୁବନେଶ୍ୱର : ଖୁବ୍ଶୀଘ୍ର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡିକରେ ଖାଲି ପଡିଥିବା ପ୍ରଫେସର ପଦବୀଗୁଡିକ ପୂରଣ ହେବାକୁ ଯାଉଛି । ଏଥିପାଇଁ ବିଭାଗୀୟ ପଦୋନ୍ନତି କମିଟି (ଡିପିସି)ର ସୁପାରିଶ୍ ଉପରେ ସରକାର ନିଷ୍ପତ୍ତି ନେଇ ସାରିଥିବାବେଳେ କେବଳ ବିଜ୍ଞପ୍ତି ପ୍ରକାଶ ବାକି ରହିଛି । ଏଥିରେ କଟକ, ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗିର, ବାରିପଦା, ବାଲେଶ୍ୱର,...









