Bhubaneswar: Ahead of the Panchayat Polls, the State Government has amended three Panchayat Laws to punish the candidates, who give false information in the affidavit filed for the rural polls.
Department of Law has issued an Ordinance amending the Odisha...
New Delhi: When the Centre gave green signal for disinvestment in the Neelachal Ispat Nigam Limited (NINL), senior BJP leader and former Union Minister Pratap Sarangi has urged Union Minister of Commerce & Industry, Piyush Goyal for merger of...
ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଚଢଉ କରି ୧୦୩୭କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରିସାରିଲେଣି । ରାଜ୍ୟର ୭ଟି ଜିଲ୍ଲାରେ ୮୬୮୬ ଏକର ଜମିରେ ଥିବା ଏହି ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।
ରାଜ୍ୟରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବକାରୀ...
କଟକ : ଉତ୍କଳୀୟ ପ୍ରଜ୍ଞାର ଆଦି ପୀଠ ରେଭେନ୍ସା ବିଶ୍ଵବିଦ୍ୟାଳୟର ଗାରିମାମୟ ପୂର୍ବ ଛାତ୍ରାବାସର ଶତ ସାମ୍ବତ୍ସରିକ ମହୋତ୍ସବ 'ଶତାରୁଣ୍ୟ' ମହା ସମାରୋହରେ ବିଶ୍ୱବିଦ୍ୟାଳୟ ପରିସରସ୍ଥ 'Seven Pillars of Wisdom' ସଭା କକ୍ଷରେ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଅନ୍ଲାଇନ୍ ଯୋଗେ...
Bhubaneswar:To ensure quality power supply in many rural and urban pockets of Odisha, the State Cabinet on Friday approved power infrastructure projects worth Rs 1796.73 crore.
The Cabinet has decided to execute Phase-IV of the Odisha Distribution System Strengthening Project...
ଭୁବନେଶ୍ୱର : ଭାରତର ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ ବୋଲି ବିଶିଷ୍ଟବକ୍ତାମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଓଡିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଓ ଆଞ୍ଚଳିକ କ୍ଷେତ୍ରପଚାର ବ୍ୟୁରୋ ପକ୍ଷରୁ ଆଜି ଆୟୋଜିତ ୱେବିନାରରେ ଏହି ମତ ପ୍ରକାଶ...
ଭୁବନେଶ୍ୱର : ଶିଶୁଙ୍କୁ ଯୌନ ଶୋଷଣ ଓ ନିର୍ଯାତନା ଏକ ସ୍ପର୍ଶକାତର ଏବଂ ଜଘନ୍ୟ ଅପରାଧ। ଏହା ଆମର ସାମାଜିକ ବାତାବରଣକୁ କଳୁଷିତ କରୁଛି। ଗଣମାଧ୍ୟମ, ଅଦାଲତ, ପୁଲିସ ପ୍ରଶାସନ ଓ ନାଗରିକ ସମାଜର ମିଳିତ ସହଯୋଗରେ ଏହାର ମୂଳୋତ୍ପାଟନ ସମ୍ଭବ ବୋଲି ଏଠାରେ ଆୟୋଜିତ ଏକ କର୍ମଶାଳାରେ ମତପ୍ରକାଶ ପାଇଛି।
ପିପୁଲ୍ସ କଲଚରାଲ ସେଣ୍ଟର(ପିକକ)...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ଡାକଟିକଟ “ମାଇ ଷ୍ଟାମ୍ପ” ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି । ୫ ଟଙ୍କା ମୂଲ୍ୟର ଏହି ଡାକ ଟିକଟରେ ଉଭୟ ସୋଆର ଲୋଗୋ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର...
Bhubaneswar: Following Orissa High Court’s order, the State Government has revised its seat reservation list for the post of Zilla Parishad chairperson in all 30 districts for the upcoming three tier Panchayat elections.
The Government has reserved 12 seats for...
ଭୁବନେଶ୍ୱର: କରୋନା ଜୀବାଣୁର ଚାରିଟି ଓମିକ୍ରନ୍ ପ୍ରଜାତି ଚିହ୍ନଟ ହେବା ପରେ ବଡଦିନ ଏବଂ ନୂଆ ବର୍ଷ ପାଳନ ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ଶୁକ୍ରବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ରାଜ୍ୟ ସରକାର...










