Bhubaneswar:  In an aim to make the ambitious renovated and beautified Taladanda Canal in the millennium city Cuttack, the State Government is going to start water sports activities at the canal soon. According to official sources, the Tourism Department has...
Bhubaneswar: Holding a high-level meeting on the possible cyclone in Bay of Bengal, ACS Revenue & Disaster Management & Special Relief Commissioner (SRC) Satyabrata Sahu on Tuesday asked concerned District Collectors to remain alert.   In view of the India...
Mumbai: Pankaj Lochan Mohanty, President of Odisha Cricket Association felicitated 1983 World Cup Winner, Roger Binny, who  has become the 36th President of the Board of Control for Cricket in India (BCCI). The World Cup-Winning Player for India, who replaced...
ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଓ ମିଡିଆ ସେଲର ଆବାହକ ସତ୍ୟ ପ୍ରକାଶ ନାୟକ ଆଜି ଦଳର ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ରକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସର ଓଡିଶା ପ୍ରଭାରୀ ଚେଲା କୁମାରଙ୍କୁ ପଠାଇ ଦେଇଛନ୍ତି ।...
ଭୁବନେଶ୍ୱର : ସରକାରୀ ଚାକିରିରେ ନିଯୁକ୍ତି ପାଇଥିବା ଠିକା କର୍ମଚାରୀମାନଙ୍କୁ ରାଜ୍ୟ ସରକାର ନିୟମିତ କରିବାପରେ ଏବେ ବିଭିନ୍ନ ଦପ୍ତରରେ ଅସ୍ଥାୟୀ, ଚୁକ୍ତିଭିତ୍ତିକ, ଆଉଟସୋର୍ସିଂ, ଏନଏମଆର, ଡିଏଲଆର, ୱାର୍କଚାର୍ଜଡ୍‍ ଆଦି କର୍ମଚାରୀମାନେ ଅନୁରୂପ ଭାବେ ନିୟମିତ ହେବାଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବିଶେଷକରି ଯେଉଁମାନେ ୧୫/୨୦ ବର୍ଷ ଧରି ଖୁବ୍‍ କମ୍‍ ପାରିଶ୍ରମିକରେ...
ଭୁବନେଶ୍ୱର : ରାଜଧାନୀରେ ବାଣ ବିକ୍ରି ସ୍ଥାନ ସଂଖ୍ୟା ୨୮ରେ ପହଞ୍ଚିଥିବାବେଳେ ଆସୁଥିବା ଲଘୁଚାପ କିନ୍ତୁ ବାଣବ୍ୟବସାୟୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଦୀପାବଳୀରେ ସମଗ୍ର ଉପରେକୂଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସେମାନଙ୍କ ବାଣ ବେପାର ବୁଡିଯିବ ବୋଲି ଆଶଙ୍କା କଲେଣି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତବର୍ଷ ବାଣ ବିକ୍ରିକୁ...
ଭୁବନେଶ୍ୱର : ସମ୍ଭ।ବ୍ୟ ବ।ତ୍ୟ। ପ।ଇଁ ର।ଜ୍ୟ ସରକ।ର ପୂର। ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଦ।ୟିତ୍ୱରେ ଥିବ। ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ସତ୍ୟବ୍ରତ ସ।ହୁ ଆଜି ପ୍ରଭ।ବିତ ଆଶଙ୍କ। ଥିବ। ଜିଲ୍ଲ। ପ୍ରଶ।ସନ ସହିତ ଆଲୋଚନ। କରିଛନ୍ତି । ଏଥି ସହିତ କ୍ଷେତ୍ର ସ୍ତରର ଅଧିକ।ରୀମ।ନଙ୍କୁ...
ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ସମ୍ବେଦନଶୀଳ ଥିବା ଗ୍ରାମଗୁଡିକ ପାଇଁ ସ୍ଥାନୀୟ ମହିଳା, ପୁରୁଷ, ଶିଶୁ ଓ ସମ୍ବେଦନଶୀଳ ଗୋଷ୍ଠିଙ୍କୁ ନେଇ ଗ୍ରାମ ବିପର୍ଯ୍ୟୟ ପରିଚାଳନା ଯୋଜନା (ଭିଡିଏମ୍‍ପି) ଜରୁରୀ ହୋଇପଡିଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଚନ୍ଦ୍ର ଶେଖର କୁମାର ପ୍ରତ୍ୟେକ ଗ୍ରାମ ପାଇଁ ବିପର୍ଯ୍ୟୟ ପରିଚାଳନା...
ଭୁବନେଶ୍ୱର : ଓଡିଶାର ସମସ୍ତ ଗ୍ରାମକୁ ଡିଜିଟାଲ ସଂଯୋଗ ପାଇଁ କେନ୍ଦ୍ର ସରକାର ରାଜ୍ୟ ପାଇଁ ୧୦,୦୦୦ ମୋବାଇଲ୍‍ ଟାୱାର ମଞ୍ଜୁର କରିଛନ୍ତି । ଏହା ଦେଶର ଅନ୍ୟ କୌଣସି ରାଜ୍ୟ ପାଇଁ ମଞ୍ଜୁର ଟାୱାର ତୁଳନାରେ ସର୍ବାଧିକ ବୋଲି କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରାଜ୍ୟରେ ବିଏସ୍‍ଏନଏଲ୍‍ର...
New Delhi: The Unique Identification Authority of India (UIDAI) has once again topped amongst all Group A Ministries, Departments and Autonomous Bodies for resolving public grievances in the rankings report published by Department of Administrative Reforms and Public Grievances...