ଭୁବନେଶ୍ୱର : ସ୍ୱାଧୀନତା ଦିବସ ୨୦୨୨ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନ ସହିତ ସବୁଦିନ ଦେଶର ସବୁ ଡାକ ଘର ଖୋଲା ରହିବ । ହର ଘର ତିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକ ଘର...
ଛତ୍ରପୁର : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ ନିକଟସ୍ଥ କାଲିପଲ୍ଲୀ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ।
ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ...
ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଗୁଣାତ୍ମକ ପାନୀୟଜଳ ଯୋଗାଣ ପାଇଁ ୱାଟକୋ ପକ୍ଷରୁ ରାଜଧାନୀରେ ୧୨୧ ଜଣ ଜଳସାଥୀ ନିଯୁକ୍ତ ହୋଇଛନ୍ତି । ଏମାନେ ଘରକୁ ଘର ବୁଲି ଜଳର ମାନ ପରୀକ୍ଷା କରିବା ସହିତ ଜଳକର ଆଦାୟ କରୁଥିବା ନେଇ ୱାଟ୍କୋ ପକ୍ଷରୁ ସୂଚନା ଦିଆଯାଇଛି ।
ଜଳଯୋଗାଣ କ୍ଷେତ୍ରରେ ଉପୁଜୁଥିବା ଅଭିଯୋଗଗୁଡିକର ସମାଧାନ ନେଇ...
ଭୁବନେଶ୍ୱର : ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଢେର କମ୍ ରହୁଛି । ଏଭଳି ସମ୍ବେଦନଶୀଳ ମାମଲାର ବିଚାରପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ସତ୍ୱେ ବର୍ଷକରେ ମୋଟ୍ ମାମଲାର ୪ ପ୍ରତିଶତ ବି ଫଏସଲା ହୋଇପାରୁ ନାହିଁ ଏବଂ ଯେତିକି ଟି ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ...
ଭୁବନେଶ୍ଵର : ରାଜ୍ୟର ସମସ୍ତ ପୌର ସଂସ୍ଥାରେ ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ପ୍ରକଳ୍ପକାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ହୋଇଥିବାରୁ ନିଜର ପୂର୍ଣ୍ଣ ଦକ୍ଷତା ଓ ପାରଦର୍ଶିତା ସହ ବୈଦ୍ୟୁତିକ ଯନ୍ତ୍ରୀମାନେ ଦାୟିତ୍ଵ ତୁଲାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଗୃହ ନିର୍ମାଣ ଓ ନଗର...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରେ ଖାଲିଥିବା ପଦବୀ ପୁରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅନୁଷ୍ଠିତ ଏହି ବୈଠକରେ ...
ନୂଆଦିଲ୍ଲୀ : ଦେଶରେ ତମାଖୁ ନିୟନ୍ତ୍ରଣ ଆଇନ୍କୁ କଡାକଡି କରିବାପାଇଁ ବିଜେଡି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଆଇନ) କୋଟପାରେ ସଂଶୋଧନ ପାଇଁ ବିଲ୍ ଆଗତ କରିଛନ୍ତି । ଘରୋଇ ବିଲ୍ଟି ଆଲୋଚନା ପାଇଁ ବହୁମତରେ ଗ୍ରହଣ କରାଯାଇଛି ।
କୋଟପା ଆଇନ୍ରେ ସଂଶୋଧନ ଲାଗି ଦୁଇ...
ଭୁବନେଶ୍ୱର : ମାଓବାଦୀମାନେ ପାଳନ କରିଥିବା ଶହୀଦ ସପ୍ତାହ ପ୍ରଥମ ଥର ପାଇଁ ବିନା ହିଂସାକାଣ୍ଡର ସହ ସମାପ୍ତ ହୋଇଛି । ପୂର୍ବ ବର୍ଷ ପରି ଚଳିତବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ସିପିଆଇ (ମାଓବାଦୀ) ପକ୍ଷରୁ ଦେଶରେ ଶହୀଦ ସପ୍ତାହ ପାଳନ ହୋଇଥିଲା । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏଥର...
Bhubaneswar:About 90 per cent of land acquisition for the much-talked Coastal Highway has been completed so far, Union Minister for Road Transport and Highways, Nitin Gadkari told Lok Sabha, recently.
In a written reply to a question raised by Puri...
Bhubaneswar: The Central Bureau of Investigation (CBI) on Friday arrested four persons including a chief mechanical engineer of Paradip Port Trust in a case related to bribery.
According to a statement of the CBI, the arrest was made under a...










