ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ପାଇଁ ସର୍ବେଶେଷ ସର୍ବେକ୍ଷଣ କରାଯାଇଥିଲା । ସେହି ସର୍ଭେ ସମୟରେ ରାଜ୍ୟରେ ୨ଲକ୍ଷ ୧୫ ହଜାର ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ ।ବିଧାନସଭାରେ ବିଜପି ବିଧାୟକ ଟଙ୍କଥର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ...
ଭୁବନେଶ୍ୱର : ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ପୋତିହୋଇ ପଡୁଥିବା ସଂକ୍ରାନ୍ତରେ ରାଜ୍ୟ ସରକାର ଅବଗତ ଅଛନ୍ତି । ବିଧାନସଭାରେ ଏହା କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସଂଖୁଣ୍ଟିଆ । ଚିଲିକା ହ୍ରଦ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ...
ଭୁବନେଶ୍ୱର : ଓଡିଶାର ପ୍ରମୁଖ ସହରଗୁଡିକରେ ବାୟୁର ଗୁଣବତ୍ତା ବିପଦଜନକ ସ୍ତରରେ ରହୁଥିବାବେଳେ ଫୁସ୍‍ଫୁସ୍‍ ଜନିତ ସମସ୍ୟା ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କ ଠାରେ ପରିଲକ୍ଷିତ ହେଉଛି । ଚିକିତ୍ସା ବିଜ୍ଞାନୀମାନେ ଏହା ସ୍ୱୀକାର କରୁଛନ୍ତି । ଦେଶର ରାଜଧାନୀ ନୂଆଦିଲ୍ଲୀରୁ ବାୟୁର ଗୁଣବତ୍ତା ବା ଏୟାରୁ କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁୱାଇ) ଢେର ଅଧିକ ରହୁଥିବାରୁ...
ଭୁବନେଶ୍ୱର : ବିଶ୍ୱକପ୍‌ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି । ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିବା ପରେ ଏହି ଟିମର୍ ଫେରି...
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ଚାନାଲିମା ଗାଁର ଶାନ୍ତ ପରିବେଶର ଆଦିବାସୀ ଝିଅ ରଚନା ଆଜି ଜାତୀୟ ସ୍ତରର କ୍ରୀଡାବିତ୍‍ । ଏକଦା ବିଦ୍ୟାଳୟ, ଘର କାମ ଏବଂ ତାଙ୍କ ମାଆଙ୍କୁ ସେମାନଙ୍କର ଛୋଟ ଚାଷଜମିରେ ସାହାଯ୍ୟ କରିବା ଚାରିପଟେ ଘୂରି ବୁଲୁଥିବା ଏହି ୧୭ ବର୍ଷୀୟା ରଚନା ରାଜ୍ୟର ସବୁଠାରୁ ପ୍ରତିଭାବାନ ଯୁବ...
Bhubaneswar: The State of Odisha has been left out of the list of seven states selected for the establishment of PM Mega Integrated Textile Region and Apparel (PM MITRA) Parks, a flagship scheme of the central government aimed at...
New Delhi: To enhance safety and offer seamless travel experience on National Highways, NHAI has signed a Memorandum of Understanding (MoU) with Reliance Jio to introduce a telecom-based safety alert system across National Highway network. Using Jio’s existing 4G...
New Delhi: Aadhaar number holders executed 231Cr authentication transactions in November 2025, clocking a growth of almost 8.5% as against the same period last year. It is indicative of the growing usage of Aadhaar, as well as the growth...
Bhubaneswar: Chief Minister, Shri Mohan Charan Majhi, has addressed concerns raised by Balangir Lawmaker, Shri Kalikesh Narayan Singh Deo regarding the steps taken to improve the efficiency of district-level administrative services in Balangir. Chief Minister replied to a query...
ଭୁବନେଶ୍ୱର : ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ରୋଗୀସଂଖ୍ୟା ବର୍ଷକୁ ବର୍ଷ ବଢୁଥିବାବେଳେ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଡାକ୍ତରୀ ସାମଗ୍ରୀ ଔଷଧ ବାବଦୀୟ ଖର୍ଚ୍ଚ କିନ୍ତୁ ହ୍ରାସ ପାଉଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ରୋଗୀ...