ଭୁବନେଶ୍ୱର : ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ।  ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ବାରା ନିର୍ମିତ ସାରଳା ମନ୍ଦିର ସବୁବେଳେ ଭକ୍ତମାନଙ୍କ...
ଭୁବନେଶ୍ୱର : ଶ୍ରୀ ବିଶ୍ୱନାଥ ସିଂହ ଜାଡୋନ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (୨)ର ନୂତନ ମହାଲେଖାକାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।  ଏହା ପୂର୍ବରୁ ସେ ତାମିଲନାଡୁ ଓ ପଡ଼ୁଚେରି ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରୁଥିଲେ ।   ସେ ତାପଜ ଯାନ୍ତ୍ରିକ ଵିଭାଗରେ ଏମ. ଟେକ...
ଭୁବନେଶ୍ୱର : ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନିମନ୍ତେ ଟ୍ରାଇକୋକାର୍ଡ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ଏହା ପ୍ରସ୍ତୁତ କରିଛନ୍ତି । ଟ୍ରାଇକୋଗାମା ନାମକ ପରାଶ୍ରୟୀ କୀଟ ସାହାଯ୍ୟରେ ବିନା ରସାୟନିକ ସାର ବ୍ୟବହାରରେ ଅନିଷ୍ଟକାରୀ...
Bhubaneswar: The result of by-election to Brajrajnagar Assemblyconstituency in Jharsuguda district will be out tomorrow. Speaking about the preparedness made for the counting, Chief ElectoralOfficer (CEO) Sushil Kumar Lohani on Thursday said the counting ofpostal ballots at Jharsuguda Engineering College...
ଭୁବନେଶ୍ୱର : ଆସନ୍ତାକାଲି ସକାଳ ୮ ଘଟିକା ସମୟରେ ଝାରସୁଗୁଡ଼ା ବଢ଼େଇମୁୁଣ୍ଡାସ୍ଥିତ ଇଂଜିନିୟରିଂ ସ୍କୁଲ ପରିସରରେ ମତଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ନିୟମାନୁସାରେ ଠିକ୍‌ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପେପର ଗଣତି...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍‌ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ...
Bhubaneswar: Chief Minister Naveen Patnaik urged the newly elected members of Panchayati Raj Institutions (PRIs) to protect the rights of women, poor and vulnerable people of the society. Addressing the Orientation Programme of the newly elected PRI Members including ZP...
To ensure peaceful conduct of the Annual Rath Yatra of Lord Jagannath and his Siblings, the second Coordination meeting between all stakeholders was held here under the chairmanship of Law Minister Pratap Jena on Wednesday.   Vir Vikram Yadav, Chief...
ଭୁବନେଶ୍ୱର : କୁନି କୁନି ପିଲାଙ୍କ ପଠନ ପୁସ୍ତରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ଯେଉଁ ଚିତ୍ର ଦିଆଯାଇଛି ତାହା ଉପରେ ଆପତ୍ତି ଉଠାଇଛନ୍ତି ଏସ୍‍ସିଇଆରଟି କର୍ତ୍ତୃପକ୍ଷ । ପାଠପଢା ସମୟରେ ପିଲାଙ୍କୁ ଏହି ଚିତ୍ର ନଦେଖାଇବାପାଇଁ କହିଛନ୍ତି । ତୃତୀୟ ଶ୍ରେଣୀ ପିଲାଙ୍କ ପାଠନ ପୁସ୍ତକର ପ୍ରଥମ ପୃଷ୍ଠାରେ ଏଭଳି ଚିତ୍ର ରହିଥିବା କର୍ତ୍ତୃପକ୍ଷଙ୍କ...
ଭୁବନେଶ୍ୱର : ଆଧାର ରାଜ୍ୟ ସରକାରମାନଙ୍କ ପାଇଁ ବିଶେଷ ସହାୟକ ହେଉଛି ବୋଲି ୟୁଆଇଡିଆଇର ମୁଖ୍ୟ ସୌରଭ ଗର୍ଗ କହିଛନ୍ତି । ଓଡିଶା ସରକାର କାଳିଆ ଯୋଜନାରେ ଏହାକୁ ବେଶ୍‍ ସଦୁପଯୋଗ କରିପାରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଡକ୍ଟର ଗର୍ଗ ରାଜ୍ୟରେ କୃଷି ବିଭାଗର ପ୍ରମୁଖ ସଚିବ...