ଭୁବନେଶ୍ୱର : ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ୩୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷକ ପଦବୀ ଖାଲି ପଡିଛି । ଅନେକ ନିୟମିତ ଅଧ୍ୟାପକ ଅଧ୍ୟାପିକା ପଦବୀ ଖାଲି ପଡିଥିବାରୁ ଅଧିକାଂଶ କ୍ଷେତ୍ରରେ ଅତିଥି ଅଧ୍ୟାପକମାନଙ୍କ ଉପରେ ଭରସା କରିବାକୁ ହେଉଛି । ମା’ ରମାଦେବୀଙ୍କ ନାମରେ ନାମିତ ରାଜ୍ୟର ଏହି ପ୍ରଥମ ମହିଳା...
ଭୁବନେଶ୍ୱର : ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ଯେତିକି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ସେଥି ମଧ୍ୟରୁ ୨୦୧୩ରେ ଆସିଥିବା ବାତ୍ୟା ଫାଇଲିନ୍‍ରେ ରାଜ୍ୟର ସର୍ବାଧିକ କ୍ଷତି ହୋଇଛି । ଏହି କ୍ଷତିର ପରିମାଣ ୧୪ହଜାର କୋଟି ଟଙ୍କାରୁ ଅଧିକ ରହିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ...
ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଏଠାରେ ଓଡ଼ିଶା ସ୍ୱାସ୍ଥ୍ୟ ସଂଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ଜନସାଧାରଣଙ୍କ ଅଧିକ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ ହେଲେ...
ଭୁବନେଶ୍ୱର : ବର୍ତ୍ତମାନର ଦ୍ରୁତ ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତି ସମୟରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆବଶ୍ୟକତା । ସରଳ ଭାଷାରେ ଚକ୍ରାକାର ଅର୍ଥନୀତିର ଅର୍ଥ ହେଉଛି କୌଣସି ବସ୍ତୁର ପୁନଃବ୍ୟବହାର ବା ପୁନଃଚକ୍ରଣ ବୋଲି ମେକ୍‌ ଇନ୍‌ ଓଡ଼ିଶାର ଚକ୍ରାକାର ଅର୍ଥନୀତି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ...
Bhubaneswar : The State Government will come up with a policy to facilitate a circular economy with the value addition to waste generated in the State. This was informed by Director Environment and Member Secretary, State Pollution Control Board (SPCB),...
ଭୁବନେଶ୍ୱର : ଇଂଲଣ୍ଡର ଏମ୍‌ରାମ୍‌ ଓ ଏସ୍‌ରାମ କମ୍ପାନୀ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗରେ ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ୪୦ ଏକର ପରିମିତ ଜାଗାରେ ସେମିକଣ୍ଡକ୍ଟର ଫାବ୍ରିକେସନ ୟୁନିଟ୍‌ ସ୍ଥାପନ କରିବା ପ୍ରସ୍ତାବ ରହିଛି ବୋଲି ଗ୍ରୁପ୍‌ କର୍ତ୍ତୃପକ୍ଷ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି...
ଭୁବନେଶ୍ୱର : ମେକ୍‌ ଇନ୍ ଓଡିଶା କନକ୍ଲେଭରେ  ଆଜି  ମହିଳା  ଉଦ୍ୟୋଗୀ  ଅଧିବେଶନ ରେ  ଯୋଗଦେଇ  ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟନାୟକ  କହିଥିଲେ ଯେ 2001 ରେ ଆରମ୍ଭ  ହୋଇଥିବା ମିଶନ ଶକ୍ତି, ଆଜି  ଓଡ଼ିଶାର  ସତୁରି  ଲକ୍ଷ ସଶକ୍ତ ମା  ମାନଙ୍କର  ଏକ  ମହାଶକ୍ତି   ହୋଇଛି ।  ମୁଖ୍ୟମନ୍ତ୍ରୀ  କହିଥିଲେ  ଯେ ମୋର  ଦୃଢ ...
ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାରେ ଶିଶୁ ସାମ୍ବାଦିକ ଙ୍କ ତିନି ଦିନିଆ କର୍ମଶାଳା ର ଶୁଭାରମ୍ଭ ହୋଇଯାଇଛି । ଏହି କର୍ମଶାଳାରେ ଦେବଗଡ଼ ଓ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍ଚରାଲ ସେଣ୍ଟର୍ (ପିକକ୍) ର ସମ୍ପାଦକ ରଞ୍ଜନ କୁମାର...
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନାଙ୍କର ହୃଦ୍‍ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କ ୬୮ ବର୍ଷ ବୟସ ହୋଇଥିଲା । ଶ୍ରୀ ଜେନାଙ୍କର ଏଭଳି ଅକାଳନ ବିୟୋଗ ସାମ୍ବାଦିକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଚଳିତ ବିଧାନସଭାର ଅଧିବେଶନରେ ବିଧାନସଭାକୁ ଆସି ରିପୋର୍ଟିଂ କରୁଥିବା ଶ୍ରୀ ଜେନା...
ଭୁବନେଶ୍ୱର : ରାଜ୍ୟର ୧୩ହଜାରରୁ ଅଧିକ ପଡା ଗ୍ରାମକୁ ଏବେ ବି ବିଜୁଳି ଅପହଞ୍ଚ । ଆସନ୍ତା ବର୍ଷ ଜୁନ୍‍ ସୁଦ୍ଧା ଏହିସବୁ ପଡାଗ୍ରାମର ଲୋକଙ୍କୁ ବିଜୁଳି ଯୋଗାଇବାର ଲକ୍ଷ୍ୟ ରହିଥିବା ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ...