ଭୁବନେଶ୍ୱର : କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୫୯,୭୮,୪୮୧ ଜଣ ଚାଷୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧,୦୮,୯୫୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୧୮,୬୯,୫୨୯ଜଣ ଭୂମିହୀନ ଚାଷୀ ରହିଛନ୍ତି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା...
ନୂଆଦିଲ୍ଲୀ : ଭାରତ ସରକାର ଝୋଟ ବର୍ଷ ୨୦୨୨-୨୩ ଲାଗି ଚାଉଳ, ଗହମ ଓ ଚିନିର ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ମାନଦଣ୍ଡକୁ ମଞ୍ଜୁର କରିଛନ୍ତି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବାଧ୍ୟତାମୂଳକ ମାନଦଣ୍ଡ ଖାଦ୍ୟଶସ୍ୟର ପ୍ୟାକେଜିଂ ଲାଗି ସମ୍ପୂର୍ଣ୍ଣ ସଂରକ୍ଷଣ ପ୍ରଦାନ କରିଥାଏ। ଝୋଟ ବସ୍ତାରେ...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଜଡିତ ସକ୍ରିୟ ପ୍ରଶାସନ ଏବଂ ସଠିକ୍ ସମୟରେ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି ମୋଡାଲ୍ ପ୍ଲାଟଫର୍ମ ପ୍ରଗତି ର ୪୧ ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା...
ଭୁବନେଶ୍ୱର : ରାଜ୍ୟରେ ଗୂଣାତ୍ମକ ସ୍ୱାସ୍ଥ୍ୟ ସେବାର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୩୦ ଟି ଜିଲ୍ଲାର ୧୪୭ ଟି ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । । ଏହି ହସ୍ପିଟାଲ ଗୁଡ଼ିକୁ ୫-ଟି ଢାଞ୍ଚାରେ...
ଭୁବନେଶ୍ୱର : ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି । ସୁବିଧା ଅସୁବିଧାରେ ସେମାନଙ୍କ ସହିତ ରହିଛି ।...
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏବେ ଏଥିରେ ଆମେରିକାର ପ୍ରସିଦ୍ଧ ତଦନ୍ତକାରୀ ସଂସ୍ଥା ଏଫ୍‍ବିଆଇର ସହାୟତା ନେବାପାଇଁ ପାଇଁ ଆଗ୍ରହ କରିବା ସହିତ ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହିତ ଯୋଗାଯୋଗ କରିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ...
Bhubaneswar: Chief Minister Naveen Patnaik on Wednesday said the State Crime Branch is seeking the help of the Federal Bureau of Investigation (FBI) of the USA for behavioral analysis of accused in Minister Naba Kisore Das murder case. The Chief...
Bhubaneswar: Odisha Government seems determined to complete Red Corridor Connectivity with the timeline so that people living in the Left Wing Extremists (LWE) affected areas will avail hassle free movement facility. Accordingly the State Government has asked the officials of...
ଭୁବନେଶ୍ୱର : ମାଓ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ ଲାଗି ଧାର୍ଯ୍ୟ ସମୟରେ ବିଭିନ୍ନ ସଡକ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସ୍ଥିର ହୋଇଛି । ଏହା ଫଳରେ ଏହିସବୁ ଅଞ୍ଚଳରେ ବସବାସ କରୁଥିବା ଲୋବେ ସହଜରେ ଯାତାୟତ କରିପାରିବେ । ତଦନୁଯାୟୀ ରାଜ୍ୟ ସରକାର ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଅଧିକାରୀମାନଙ୍କୁ ମାଓ ପ୍ରଭାବିତ ଅଞ୍ଚଳରେ...
ଭୁବନେଶ୍ୱର : ଓଡିଶା ପୋଲିସ ଉପରେ ଅନାସ୍ଥା ପ୍ରକଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‍ଓ) ଫେରାଇ ଦେବାକୁ ଘୋଷଣା କରିଥିବାବେଳେ ତାଙ୍କ ଦଳର ଅନ୍ୟ ବିଧାୟକମାନେ କିନ୍ତୁ ରାଜ୍ୟ ପୁଲିସ ଯୋଗାଇଥିବା ସୁରକ୍ଷା ଅଧିକାରୀଙ୍କ ବଳୟ ମଧ୍ୟରେ ଆତଯାତ ହେଉଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ...