Bhubaneswar: Robotic-assisted knee replacement surgery, which ensures greater precision and better result and is seen as the future of joint replacement, was conducted for the first time in Odisha at the Institute of Medical Sciences and SUM Hospital here...
Jharsuguda: Mahanadi Coalfields Limited (MCL), the premier CPSE under the Ministry of Coal is constantly attaining new heights in coal production and off take through environ-friendly and sustainable mining practices.
The latest achievement of MCL in this direction is...
Bhubaneswar: In an aim to infuse more capital on development of mega infrastructure projects, the State Government has drafted a new Public Private Partnership (PPP) Policy.
For economic development of the country or State, emphasis on its infrastructure up-gradation and...
ଭୁବନେଶ୍ୱର : ବୃହତ ଭିତ୍ତିଭୂମି ପ୍ରକଳ୍ପକୁ ଅଧିକ ପୁଞ୍ଜି ଯୋଗାଣ ଲକ୍ଷ୍ୟରେ ରାଜ୍ୟ ସରକାର ନୂତନ ସରକାରୀ ଘରୋଇ ସହଭାଗିତା (ପିପିପି) ନୀତି ପ୍ରସ୍ତୁତ କରିଛନ୍ତି । ରାଜ୍ୟ କିମ୍ବା ଦେଶର ଆର୍ଥିକ ସ୍ଥିତିର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଓ ଉନ୍ନତ ସେବା ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ଅଭିବୃଦ୍ଧିର...
ଭୁବନେଶ୍ୱର : ଯୁବ ସମାଜ ଭିତରେ ନିଶାର ଭୟଙ୍କର ପ୍ରସାର ଘଟୁଥିବା ପରିପ୍ରେକ୍ଷିରେ ଏହାର ନିରାକରଣ ପାଇଁ ଗାଁ ଗୁଡିକୁ ଅଲ୍କହଲ୍ମୁକ୍ତ କରିବା ଲାଗି ୨୦୧୩ ମସିହାରେ ଓଡିଶା ରାଜ୍ୟ ଯୁବନୀତିରେ ଘୋଷଣା କରାଯାଇଥିଲେ ବି ୯ବର୍ଷ ଭିତରେ ଗ୍ରାମାଞ୍ଚଳରେ ନିଶା କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।
ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟ...
Hyderabad: Former Chief Minister and nine-time MP Giridhar Gamang, his wife Hema, son Sishir along with a dozen of political, farmer and social leaders have joined the newly floated Bharat Rashtra Smaithi (BRS) party in here on Friday.
Several others...
ଭୁବନେଶ୍ୱର : ଆଜି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ ଭୁବନେଶ୍ୱର ଠାରୁ ଆଲ୍ଲାବାଦ (ପ୍ରୟାଗରାଜ)-ବାରଣାସୀ ଅଭିମୁଖୀ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାର ଶୁଭାରମ୍ଭ ହୋଇଛି । ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ଲକ୍ଷ୍ୟ ନେଇ ଯାତ୍ରା କରୁଥିବା ଏହି ତୀର୍ଥଯାତ୍ରା ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ...
New Delhi: Adoption of Aadhaar based e-KYC is witnessing a continuous progress, and in the October-December quarter (Q3) of FY 2022-23, more than 84.8 crore e-KYC transactions were executed using Aadhaar, a growth of 18.53% over the Q2 (July-Sept)...
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ସର୍ବଦା ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ସର୍ବଦା ଓଡିଶାର ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରି ଆସୁଛନ୍ତି । ସେମାନଙ୍କର ଆଭିମୁଖ୍ୟ ଆଦିବାସୀ ବିରୋଧି, ଗରିବ ବିରୋଧି ଓ...
New Delhi: MeitY Startup Hub (MSH), an initiative of the Ministry of Electronics & Information Technology (MeitY), and Meta have announced the list of 120 startups and innovators for the XR Startup Program, here today. As announced in September 2022,...










