ଭୁବନେଶ୍ୱର : ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ନୀଳାଦ୍ରିବିହାରର ବୁଦ୍ଧଜୟନ୍ତୀ ପାର୍କ ଓ ଡିଫେନ୍ସ କଲୋନୀ ମଧ୍ୟରେ ଥିବା ପାହାଡ଼କୁ ଡିନାମାଇଟ୍‍ରେ ଫଟାଇ ଏବଂ ବୁଲ୍‍ଡୋଜର ଲଗାଇ ତାଡି ଦିଆଯିବା ଫଳରେ ଭରତପୁର ଅଭୟାରଣ୍ୟ ନିକଟରେ ଥିବା ଏହି ସୁନ୍ଦର ପାହାଡ଼ଟି ତାହାର ପରିଚିତି ହରାଇବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ଭୂତଳ...
Bhubaneswar: Just a day after release of the report on Association for Democratic Reforms (ADR) on analysis of income of different political parties of India, politics hots up in the state over BJD’s income.   Opposition BJP and Congress criticized...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ ଓଡିଶାରେ ୮୦୦୦ କୋଟି ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବା ସହିତ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ବନ୍ଦେ...
ଭୁବନେଶ୍ୱର : ସରକାରଙ୍କ ୫ଟି ପଦକ୍ଷେପ ଅନୁଯାୟୀ ଆଜି ସହରାଞ୍ଚଳ ରୂପାନ୍ତରଣ ଉପରେ ପୌର ସଂସ୍ଥାଗୁଡ଼ିକର ର୍ନିବାଚିତ ପ୍ରତିନିଧୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବାଭବନରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ପୌରସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରମାନେ ଯୋଗ ଦେଇଥିଲେ । ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ହେଉଛି ପୌରାଞ୍ଚଳରେ...
ପୁରୀ  : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ ଆଜି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଚଳିତବର୍ଷ ରଥଯାତ୍ରା ନିମନ୍ତେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ନବଯୌବନ ଦର୍ଶନ ଠାରୁ ଶ୍ରୀଗୁଣ୍ଡିଚା ଏବଂ ବାହୁଡା ସରିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଣ ନିଶ୍ଚିତ କରାଇବା ପାଇଁ ଆଗୁଆ ପୂର୍ଣ୍ଣ...
ଭୁବନେଶ୍ୱର : ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାକ୍ସଫୋର୍ସ ବୈଠକ ଆସନ୍ତା ୧୮ ଓ ବ୯ ତାରିଖ ଦୁଇ ଦିନ ଧରି ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଆୟୋଜିତ ହେବ । ଦେଶରେ ଟିବି ଭଳି ବ୍ୟାଧିକୂ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା...
Bhubaneswar: Prime Minister Narendra Modi will flag off the first Vande Bharat Express (VB) Train from Puri to Howrah route on May 18.  Shri Modi will launch the high-speed train service through videoconferencing mode from New Delhi while Governor Ganeshi...
Bhubaneswar: Ahead of beginning of the Kharif crop season, Principal Secretary Co-operation, Sanjeev Kumar Chadha on Wednesday asked all his Divisional Deputy Registrar of Cooperative Societies (DRCSs) and Assistant Registrar of Cooperative Societies (ARCSs) to make field visits to...
କଟକ : ଜମା ଅର୍ଥ ଫେରିପାଇବା ଆଶାରେ ବାରଦ୍ୱାର ଶୁଣ୍ଢିପିଣ୍ଡା ହୋଇ ଅନେକ ଚିଟ୍‍ଫଣ୍ଡ ଜମାକାରୀଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇ ସାରିଥିଲେ ବି ସୁଧ ତ ଦୂରର କଥା ବହୁ ଜମାକାରୀ ମୂଳଅର୍ଥ ମଧ୍ୟ ଫେରସ୍ତ ପାଇପାରିନାହାଁନ୍ତି । ଅର୍ଥନୈତିକ ଅପରାଧ ଶାଖା, କ୍ରାଇମ୍‍ବ୍ରାଞ୍ଚ, ଓଡ଼ିଶା ପୁଲିସ ସମେତ ସିବିଆଇ ଭଳି ସଂସ୍ଥା ଚିଟ୍‍ଫଣ୍ଡ କେଳେଙ୍କାରୀର...
ଭୁବନେଶ୍ୱର : ରାଜ୍ୟର ୬୯୭୪ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ‘ସ୍ମାର୍ଟ’ ହେବ । ହାଇସ୍କୁଲ ରୂପାନ୍ତରଣ ପରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ସହାୟତାରେ ୬୯୭୪ ବିଦ୍ୟାଳୟର...