ଭୁବନେଶ୍ୱର : ଖଣିଜ ସମ୍ପଦ ଭରା ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମଏଫ୍) ରୁ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୧୩,୪୭୮ କୋଟି ଟଙ୍କା ବ୍ୟୟ ହୋଇଛି । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି...
New Delhi: For bringing in sustained social and infrastructural development of mineral-rich regions, District Mineral Foundation (DMF) funds of Rs 13, 478 crores have been utilised in the State, till June last.
This was informed by Union Coal and Mines...
ଭୁବନେଶ୍ୱର : ଆତ୍ମ ଅଧ୍ୟୟନ ହିଁ ଆଧ୍ୟାତ୍ମିକତା । ନିଜ ଅଭ୍ୟନ୍ତରକୁ ଯାତ୍ରାର ମହିମ୍ନ ଉପଲବ୍ଧି ଚେତନାକୁ ଊଦ୍ଧ୍ୱର୍ମୁଖୀ କରାଏ । ସକଳ ଆବରଣ ତଳେ ଶେଷରେ ଯେ ଉପସ୍ଥିତ, ତା’ର ଅନୁଭବ ହିଁ ସାଧନାର ଶୀର୍ଷ ସ୍ତର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଆଜି ରାଜଭବନର ନୂତନ ଅଭିଷେକ...
Bhubaneswar: Odisha tourism conducted a strategic meeting with key tourism industry stakeholders of Singapore on the fourth leg of their international tourism promotion campaign today.
The official delegation from Odisha, led by Tourism Minister Aswini Kumar Patra, held discussions with...
Bhubaneswar: Expressing deep grief over the loss of five lives in collapse of an under-construction culvert in Rayagada district, Chief Minister Naveen Patnaik today announced Rs 4 lakh ex-gratia for family members of each of the deceased.
The Chief...
Bhubaneswar: Ram Lal, All India Sampark Pramukh of the RSS, on Monday called on Prof. (Dr.) Manojranjan Nayak, Founder President of Siksha ‘O’ Anusandhan (SOA).
This move is a part of the All India organization’s outreach to eminent persons of...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ । ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ ସମ୍ପର୍କ ପ୍ରମୁଖ ଶ୍ରୀ ବିଦ୍ୟୁତ ମୁଖାର୍ଜୀ ମଧ୍ୟ...
ଭୁବନେଶ୍ୱର : ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି । ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି । ସେହିପରି ଲଘୁ...
ଭୁବନେଶ୍ୱର : ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ ନିୟମିତ ବ୍ୟବଧାନରେ ପୁରଣ କରାନଯାଇ ଠିକା ଓ ଅତିଥି ଶିକ୍ଷକଙ୍କ ଉପରେ ନିର୍ଭର କରିବା ଯୋଗୁ ଶିକ୍ଷା ଓ ଗବେଷଣା କାର୍ଯ୍ୟ ବ୍ୟାହାତ ହେଉଛି । ଏହି ଧାରା ଅବ୍ୟାହତ ରହିଲେ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି...
ଭୁବନେଶ୍ୱର : ରାଜଧାନୀକୁ ପରିଷ୍କାର ପରିଚ୍ଛନ ସହିତ ମଶା ଦାଉରୁ ରକ୍ଷା କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏବେ କନଜରଭେନ୍ସିରେ ଟାଇଲ୍ ବିଛାଉଥିବାବେଳେ ଏଠାରେ ଥିବା ଜବରଦଖଲକୁ କିଏ ହଟାଇବ ତାହା ନିଷ୍ପତ୍ତି ହୋଇପାରୁ ନାହିଁ । କନଜରଭେନ୍ସିରେ ବେଆଇନ୍ ଭାବେ ଗଢି ଉଠିଥିବା ଏହି ଘରକୁ ଉଚ୍ଛେଦ କରି ଟାଇଲ ବିଛାଇବାପାଇଁ...









