ଭୁବନେଶ୍ୱର : ଓଏଏସ୍‍ ଚାକିରିରେ ନିଯୁକ୍ତି ଲାଗି ଅଧିକ ନମ୍ବର ରଖିଥିବା ଜଣେ ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପ୍ରାର୍ôଥତ୍ୱକୁ ନାକଚ କରି ତାଙ୍କଠାରୁ ଢେର୍‍ କମ୍‍ ନମ୍ବର ରଖିଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବା ଘଟଣାକୁ ଓଡ଼ିଶା ହାଇକୋର୍ଟ ନାପସନ୍ଦ କରିଛନ୍ତି । ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମ ସେ ରଖିଥିବା ନମ୍ବର ଆଧାରରେ ଯୋଗ୍ୟତା ତାଲିକାରେ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (ପିଏମଏଜିୱାଇ) ଅଧୀନରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ମୋଟ ୧୩୯୮ଟି ଗାଁକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଏ. ନାରାୟଣସ୍ୱାମୀ ଆଜି ଲୋକସଭାରେ କହିଛନ୍ତି। ବିଜେଡିରୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅନୁସୂଚିତ...
Bhubaneswar : The State Heritage Cabinet, chaired by Chief Minister Naveen Patnaik, today decided to organize the first Ever World Odia Language Conference at the state capital Bhubaneswar for three days in February 2024. State Tourism, Odia Language, Literature and Culture...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ୨୦୨୪ ମସିହା ଫେବୃଆରୀ  ମାସରେ ତିନି ଦିନ ବ୍ୟାପି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରେ ପ୍ରଥମ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ” ଆୟୋଜନ କରାଯିବା ନିମନ୍ତେ ଆଜି ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ...
ଭୁବନେଶ୍ୱର : ବିରୋଧୀଙ୍କୁ ବିଲକୁଲ ଟାର୍ଗେଟ ନକରି ମୟୁରଭଞ୍ଜରେ ମାଷ୍ଟର ଷ୍ଟ୍ରୋକ ଖେଳିଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୁରଭଞ୍ଜବାସୀଙ୍କ ମନ । ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର । ଆପଣମାନେ ଯେତେବେଳେ...
New Delhi: A total of 1398 villages of all 30 districts of Odisha have been covered under Pradhan Mantri Adarsh Gram Yojana (PMAGY), Union Minister for Social Justice and Empowerment A. Narayanaswamy in Lok Sabha today. While replying to a...
Bhubaneswar: Odishan Culture and Educational Experts have demanded for early establishment of MERUs (Multidisciplinary Education and Research Universities) at Char Dhams including Puri. A seminar on this issue was organized here at BJP State Headquarters recently chaired by Culture Czar,...
Bhubaneswar: Students and researchers are facing a lot of problems as regular teachers are not being appointed in universities controlled by the state government due to the judicial wrangle. With no clarity as on when the disputes between the...
ଭୁବନେଶ୍ୱର : ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲର ହସ୍ତକ୍ଷେପ ଏବଂ ପରିବେଶପ୍ରେମୀଙ୍କ ଆନ୍ଦୋଳନ ଯୋଗୁ ରାଜଧାନୀ ଉପକଣ୍ଠରେ ଥିବା ପର୍ଯ୍ୟଟନସ୍ଥଳୀ ଶିଖରଚଣ୍ଡି ପାହାଡ ଧ୍ୱଂସ ମୁଖରୁ ବଞ୍ôଚଯାଇଥିବାବେଳେ ଏଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ନୀଳାଦ୍ରିବିହାରର ପାହାଡ ସତ୍ତା ହରାଇବାକୁ ଯାଉଛି । ନୀଳାଦ୍ରିବିହାର ପାହାଡ଼ ପାଦଦେଶରେ ସାଧାରଣ ପ୍ରଶାସନ ବିଭାଗ, ହାଉସିଂବୋର୍ଡ ଓ ବିଡିଏ...
ଭୁବନେଶ୍ୱର : ନ୍ୟାୟିକ ଲଢେଇ ଯୋଗୁ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତି ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ଓ ଗବେଷକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧିନ ବିଶ୍ୱବିଦ୍ୟାଳୟ ଅନୁଦାନ ଅୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦର କେବେ ସମାଧାନ...