ଭୁବନେଶ୍ୱର : ମୋ ଘର ଯୋଜନାରେ ହିତାଧିକାରୀଙ୍କୁ ଋଣ ଦେବାକୁ ବ୍ୟାଙ୍କ୍‍ମାନେ ଅମଙ୍ଗ । ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଯୋଜନାରେ ଯେତିକି ଲୋକଙ୍କ ଆବେଦନ ବ୍ୟାଙ୍କ୍‍ ନିକଟକୁ ପଠାଯାଇଛି ସେମାନଙ୍କ ମଧ୍ୟରୁ ଏକ ପ୍ରତିଶତଙ୍କ ପାଇଁ ଋଣ ମଞ୍ଜୁର ହୋଇନାହିଁ । ଗରିବ ଲୋକେ କିଭଳି ନିଜର ଘର ମରାମତି କରିବା ସହିତ ନୂଆ...
ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ଭିଡ ଦିନକୁ ଦିନ ବଢୁଥିବାବେଳେ ସ୍ୱୟଂକ୍ରିୟ ଇଲେକଟ୍ରୋନିକ ଟ୍ରାଫିକ ବ୍ୟବସ୍ଥା କିନ୍ତୁ ବିଗିଡିବାରେ ଲାଗିଛି । ଖୋଦ୍‍ ପୁଲିସ୍‍ କମିଶନରଙ୍କ ଦପ୍ତର ନିକଟରେ ଥିବା ପାୱାରହାଉସ ଛକରେ ଅଚଳ ହୋଇପଡିଥିବା କିଛି ଟ୍ରାଫିକ ଲାଇଟ୍‍ ମରାମତି ହୋଇପାରୁ ନାହିଁ । ସ୍ମାର୍ଟ ସିଟିର ବିଭିନ୍ନ ଛକରେ ଲାଗିଥିବା ସ୍ୱୟଂକ୍ରିୟ ଇଲେକଟ୍ରୋନିକ୍ସ...
ଭୁବନେଶ୍ୱର: ଭିଜୁଆଲ୍ କାହାଣୀର ଅସୀମିତ ସମ୍ଭାବନା ଅପେକ୍ଷା ସଡକ ସୁରକ୍ଷା ବାର୍ତ୍ତା ବିସ୍ତାର କରିବାର ଏକ ଭଲ ଉପାୟ । ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ୨୦୨୩ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଦାଖଲ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଲା, ପ୍ରବେଶ ଦାଖଲର ଶେଷ ତାରିଖ ୧୭ ନଭେମ୍ବର, ୨୦୨୩ ।...
ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଥିବା ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ମୁଖ୍ୟତଃ ମହିଳା ନେତୃତ୍ୱାଧୀନ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକର ସାମାଜିକ ଏବଂ ଆର୍ଥିକ ବିକାଶ, ଉତ୍ପାଦକ ସଦସ୍ୟାମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ, ଉତ୍ପାଦ ପ୍ରସ୍ତୁତି ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ଓରମାସ ତରଫରୁ ଏକ କର୍ମଶାଳା ଏବଂ...
ଭୁବନେଶ୍ବର : ଜନଜାତି ସମୁଦାୟର ସଂସ୍କୃତି ଓ ଖାଦ୍ୟପେୟ ସହିତ ଗଭୀର ଭାବେ ଜଡିତ ପୃଷ୍ଟିସାରଯୁକ୍ତ ଶସ୍ୟ ମିଲେଟ୍ ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହ ବର୍ତ୍ତମାନ ଆମ ଖାଦ୍ୟ ପ୍ରଣାଳୀରେ ସୁପର ଫୁଡ୍ ର ଭୂମିକା ବହନ କରୁଛି । ଏହା ଓଡିଶା ପାଇଁ ଗର୍ବର ବିଷୟ ଯେ ଆମ ଜନଜାତି ସମ୍ପ୍ରଦାୟ...
ଭୁବନେଶ୍ୱର : ରାଜ୍ୟ ଶକ୍ତି ବିଭାଗର ତତ୍ତ୍ୱାବଧାନରେ ଗ୍ରୀଡକୋ ପକ୍ଷରୁ ଓଡ଼ିଶା ଏନର୍ଜି ଟ୍ରାଞ୍ଜିସନ୍ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଆଇ-ଫରେଷ୍ଟ ଓ ଶକ୍ତି ଫାଉଣ୍ଡେସନର ମିଳିତ ସହୋଯୋଗରେ ଅନୁଷ୍ଠିତ ଏହି କର୍ମଶାଳାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉଦଘାଟନ କରିଥିଲେ । ଏହି କର୍ମଶାଳାରେ ମୁଖ୍ୟତଃ ରାଜ୍ୟର...
Bhubaneswar: As per the direction of the Supreme Court, the State Government has added a new clause for bidders to participate in the auction of mineral blocks. As per an order of Steel and Mines (S&M) Department(DoSM), the clause….“No tender...
ଭୁବନେଶ୍ୱର : ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଖଣି ନିଲାମରେ ଅଂଶଗ୍ରହଣକାରୀଙ୍କ ପାଇଁ ନୂଆ ନିୟମ ଯୋଡିଛନ୍ତି । ଇସ୍ପାତ ଏବଂ ଖଣି ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ନୂଆ ନିୟମ “ଯେଉଁ ଲିଜ୍‍ଧାରୀଙ୍କ ଉପରେ ବକେୟା ରାଶି ରହିଥିବ କିମ୍ବା ସେମାନେ କମ୍ପାନୀଗୁଡିକ ପାଇଁ ଆଗ୍ରହୀ ଥିବେ ସେହିମାନେ ଖଣି ନିଲାମରେ ଅଂଶଗ୍ରହଣ...
ଭୁବନେଶ୍ୱର : ଏବେ ଯେଉଁ ହାରରେ କ୍ୟାନସର, କିଡ୍‍ନୀ, ଲିଭର, ହାର୍ଟ ରୋଗୀଙ୍କ ସଂଖ୍ୟା ବଢି ଚାଲୁଛି ତାହା ଅବ୍ୟାହତ ରହିଲେ ଆଗାମୀ ଦିନରେ ଲୋକଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡିବ । ଏଭଳି ବ୍ୟୟବହୁଳ ମାରାତ୍ମକ ରୋଗ କାହିଁକି ବଢୁଛି ତାହାର କାରଣ ଖୋଜି ନିରାକରଣ ଉପାୟ ନକାଢିଲେ କେବଳ ଡାକ୍ତରଖାନାର କଳେବର ବୃଦ୍ଧି...
ଭୁବନେଶ୍ୱର : ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରୀ ଚାଳିତ ବୋଟ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ  ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍‌ ଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି...