ଭୁବନେଶ୍ୱର : ବିଜୁ ଜନତା ଦଳ କ୍ରମାଗତ ଭାବରେ ଦଳୀୟ ଚିହ୍ନ(ଶଙ୍ଖ)କୁ ସରକାରୀ କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ଗଣମାଧ୍ୟମର ବିଜ୍ଞାପନ, ରାସ୍ତାରେ ହୋର୍ଡଂ, ବସ୍ରେ ପୋଷ୍ଟରମାରି ପ୍ରଚାର ପ୍ରସାର କରୁଛି । ଏନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ୧୦ନଭେମ୍ବର ୨୦୨୩ରେ ଦିଲ୍ଲୀ ସ୍ଥିତ...
ଭୁବନେଶ୍ୱର : ୨୦୨୩ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ସରକାର ୨୪,୨୬୭.୫୫ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି, ଯାହା କି ବାର୍ଷିକ ବଜେଟ୍ ଆକଳନ (୪୫,୨୫୧ କୋଟି ଟଙ୍କା)ର ୫୩.୬୩ ପ୍ରତିଶତ ଅର୍ଥାତ୍ ଅଧାରୁ ଅଧିକ ।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବଙ୍କ ନିରନ୍ତର ତଦାରଖ ଯୋଗୁଁ ଆର୍ଥିକ ବର୍ଷର...
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)କୁ ଅଡୁଆ ହୋଇଛି ଭେଣ୍ଡିଂ ଜୋନ୍ । ରାସ୍ତା ପାଶ୍ୱର୍ରେ ଥିବା ଏହି ବ୍ୟବସାୟ କେନ୍ଦ୍ରଗୁଡିକ ଏବେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାବେଳେ ଏମାନଙ୍କୁ କିଭଳି କେଉଁଠାରୁ ସ୍ଥାନାନ୍ତର କରାଯିବ ବିଏମ୍ସି ଜାଣିପାରୁ ନାହିଁ ।
ସହର ପ୍ରମୁଖ ଅଞ୍ଚଳରେ ରାସ୍ତା ପାଶ୍ୱର୍ରେ ଆଖିବୁଜା ଭାବେ ଖୋଲା...
ଭୁବନେଶ୍ୱର : ବିଶେଷ ଗୁଣ ଯୋଗୁଁ ମିଲେଟସକୁ ଜଳବାୟୁ ସ୍ମାର୍ଟ ଫସଲ ଭାବରେ ସାଧାରଣରେ ଅଭିହିତ କରାଯାଏ ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଭୁବନେଶ୍ୱରଠାରେ ଆୟୋଜିତ ଅନ୍ତର୍ଜାତୀୟ ମିଲେଟସ ସମ୍ମିଳନୀ ଅବସରରେ କହିଛନ୍ତି ।
ଆଜି କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ...
ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ ଏକ "ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩" କୁ ଅନୁମୋଦନ କରିଛି । ବିକଶିତ ଗଣମାଧ୍ୟମ ପରିଦୃଶ୍ୟ...
ଭୁବନେଶ୍ୱର : ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ...
Bhubaneswar: Biju Swasthya KalayanYojana (BSKY), 765 super speciality and world-class hospitals from private sector partnered with State Government (as of now) for delivering clinical treatment services under the scheme. This was known from one recent review taken by Secretary...
ଭୁବନେଶ୍ଵର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍କେୱାଇ ) ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟସେବା ପ୍ରତିଶୃତି ସମିତି ସମୀକ୍ଷା ବୈଠକରୁ ଏହା ଜଣାପଡିଛି...
Bhubaneswar; To encourage participation of youth in the field of sports, culture, social work and make them active partners in the development of State, Government has launched a new scheme under “Integrated Youth Development Programme” (IYDP).
The new scheme...
Bhubaneswar: Odisha Mining Corporation (OMC) has embarked on implementing the international acclaimed European Foundation for Quality Management (EFQM) framework to further strengthen its transformational journey and achieve business & operational goals which will place the Corporation at global stage...










