ଉତ୍କଳ ଦିବସ ପାଳନ
କୋଲକତା : ଓଡିଶା ଓ୍ୱେଲଫେୟାର ସୋସାଇଟି ପକ୍ଷରୁ ଭବାନୀପୁର ଠାରେ ୮୯ ତମ ଉତ୍କଳ ଦିବସ ପାଳନ କରାଯାଇଛି । ସଭାପତି ନିରଞ୍ଜନ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଓଡିଶା ସରକାରଙ୍କ ପୂର୍ବତନ ବରିଷ୍ଠ ଲୋକସଂପର୍କ ଅଧିକାରୀ ପ୍ରଭାକର ସାହୁ ଯୋଗଦେଇଥିଲେ । ପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସ , ଉତ୍କଳମଣି ଗୋପବନ୍ଧୁ ଦାସ , ମହାରାଜା ଗଜପତି କୃଷ୍ଣଚନ୍ଦ୍ର ଦେବ, ପଦ୍ମଭୂଷଣ ରାଧାନାଥ ରଥଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟତମ ଅତିଥିଭାବେ ବସନ୍ତମଞ୍ଜରୀ ସାହୁ , ଧରାଶ୍ରୀ ଭାନୁପ୍ରିୟା ,...
କଂଗ୍ରେସ ଛାଡିଲେ ଗଣେଶ୍ୱର
ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ନିର୍ବାଚନ ର କିଛି ଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଲୋକପ୍ରିୟ ଦଳିତ ନେତା ଶ୍ରୀ ବେହେରା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେବା ସହ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଓପିସିସି ମୁଖ୍ୟଙ୍କୁ ଅନୁରୋଧ କରିଥିଲେ। ତାଙ୍କୁ ଲୋକଙ୍କ ସେବା କରିବାର ସୁଯୋଗ...
ତୁରନ୍ତ ବଦଳି କର
ଭୁବନେଶ୍ୱର : ଓଡିଶାର ଦୁଇ ଜଣ ଜିଲ୍ଲାପାଳ, ୫ଜଣ ଏସ୍ପି ଓ ଜଣେ ପୁଲିସ୍ ଆଇଜିଙ୍କୁ ତତ୍କାଳ ବଦଳି କରିବାପାଇଁ ଭାରତର ନିର୍ବାଚନ କମିଶନ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଅଧିକାରୀମାନଙ୍କୁ ବଦଳି ପାଇଁ ନିର୍ବାଚନ କମିଶନ କହିଛନ୍ତି ସେମାନେ ହେଲେ କଟକ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ଜଗତ୍ସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, କେନ୍ଦ୍ରାଞ୍ଚଳ ପୁଲିସ୍ ଆଇଜି ଆଶିଷ କୁମାର ସିଂହ, ଅନୁଗୁଳ ଏସ୍ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍ପି ଶରଭଣା ବିବେକ, ଖୋର୍ଦ୍ଧା ଏସ୍ପି ଯୁଗଳ କିଶୋର ବାନୋଥ,...
Dora; New FISHCOPFED Chief
New Delhi: Eminent Co-operator T Prasad Rao Dora is the new President of The National Federation of Fishers Cooperatives Limited (FISHCOPFED). FISHCOPFED is a national level federation of fisheries cooperatives and the apex institution of Indian Fisheries Cooperative Movement. Shri Dora, President of Odisha State Co-operative Bank (OSCB) and Director of Odisha Fisheries Co-operative Corporation Limited (FISHFED) has been unanimously elected...
Migration At It’s Height
Bhubaneswar: As poll dates are nearing, the Odisha politicians cutting across party lines seem to have started practicing the jumping game. Hopping from one party to another has become name of the game that the present day politicians of Governing BJD, Opposition Congress and BJP have been engaged. Odisha politics has witnessed many “Aya Ram, Gaya Ram” syndromes many times...
Behera Resigns From Congress
Bhubaneswar: Congress Veteran and former Minister Ganeswar Behera today resigned from the grand old party, just few days ahead of the election for Lok Sabha and State Assembly. Shri Behera, a popular dalit leader from Kendrapara district, has submitted his resignation letter to Odisha Pradesh Congress Committee (OPCC) President Sarat Pattanayak. He quit from the primary membership of the party and...
ଘର ଖଣ୍ଡେ ମିଳିଲାନି
ଭୁବନେଶ୍ୱର : ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା, ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କଲେ, ଅଥଚ ୧୮ବର୍ଷରେ ପଦାର୍ପଣ କରିଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ନିଜସ୍ୱ ଘର ଖଣ୍ଡେ ତିଆରି ହୋଇ ପାରିଲା ନାହିଁ କିମ୍ବା ଏହି ପ୍ରତିଷ୍ଠାନକୁ ନିୟମିତ ନିର୍ଦ୍ଦେଶକ ଜଣେ ମିଳିଲେ ନାହିଁ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ବହୁ ଯୋଜନା ଘୋଷଣା କରାଯାଉଥିବାବେଳେ ବାର ଦ୍ୱାର ଶୁଣ୍ଢି ପିଣ୍ଡା ହେଉଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ନିୟମିତ କର୍ମଚାରୀ ନିଯୁକ୍ତ...
ଘର ତିଆରି ନିୟମ ମାନୁ ନାହାନ୍ତି
ଭୁବନେଶ୍ୱର : ଘର ଖଣ୍ଡେ କରିବାପାଇଁ ସରକାରଙ୍କ ଠାରୁ ରିହାତି ଦରରେ ପାଇଥିବା ଜମି ଏବଂ ନିଜସ୍ୱ ଜମି ଉପରେ ଘର ତିଆରି ପାଇଁ ଥିବା ସମୟ ଅବଧି କଟକଣାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଅଧିକାଂଶ ମାନୁନାହାନ୍ତି । ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଜଣେ ଜଣେ ବ୍ୟକ୍ତି ଏକାଧିକ ଜମି ଉପରେ ଘରନକରି ତାହାର ଦର କଷୁଛନ୍ତି । ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ପାଉଥିବା ଜମି ଉପରେ ଲୋକେ ତିନି ବର୍ଷ ମଧ୍ୟରେ ଘର କରିବାର ନିୟମ...
ହିସାବ ଦେଲେ ସମ୍ବିତ ପାତ୍ର
ଭୁବନେଶ୍ୱର : ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ରିପୋର୍ଟ କାର୍ଡ ଜାରି କରିଛନ୍ତି । ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ପାତ୍ର ହେଉଛନ୍ତି ପ୍ରଥମ । “ପୁରୀ ଲୋକସଭାବାସୀଙ୍କ ସେବାରେ ଡକ୍ଟର ସମ୍ବିତ ପାତ୍ରଙ୍କ ୫ ବର୍ଷ” ଶୀର୍ଷକରେ ପ୍ରସ୍ତୁତ ଏହି ରିପୋର୍ଟ କାର୍ଡରେ ଡକ୍ଟର ପାତ୍ର ତାଙ୍କର ୫ ବର୍ଷର ସେବା କାମ ବିଷୟରେ ଉଲ୍ଲେଖ କରିଛନ୍ତି । ରିପୋର୍ଟ୍ କାର୍ଡ ସମ୍ବନ୍ଧରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି...
GST Collection On Rise
Bhubaneswar: The progressive gross GST collection during the financial year 2023-24 was Rs 54747.97 crore with a growth of 10.73 percent over corresponding period of financial year 2022-23. According to official data, Odisha has recorded the second highest ever collection of Gross GST (CGST+ IGST+ OGST + Cess) with a collection of Rs 5109.33 crore during March 2024 against corresponding...










