Tribal Youth Care@TYME
Bhubaneswar: Once migrated to Kerala and had worked in a shop as a sales assistant for over a year and half, business ideas were there within the mind of Subash Pidisika of Alanda village in Budaguda gram panchayat under Kalyansingpur block of Rayagada District. For this enterprising tribal youth, assistance under Tribal Youth Micro Entrepreneurship (TYME) by Integrated Tribal Development...
JSW Cares Cyclists
Barbail: JSW Foundation has distributed 40 bicycles to the young footballers being trained under its guidance. This is a noteworthy initiative aimed at enhancing accessibility to sports education. Recently, JSW distributed 20 bicycles at Jajang location and 10 each at Nuagaon and Narayanposhi areas. Mines managers and JSW Odisha Mines Division operational head were present during the distribution. There are 170...
Naveen Road Show
Bhubaneswar: BJD Supremo and Chief Minister Naveen Patnaik today embarked on a high-voltage roadshow in Bhubaneswar appealing the voters to repose faith in him and BJD candidates. The roadshow, which drew thousands of BJD supporters, people from various walks of life, passed through the main thoroughfares of the city with stepped up security. Thousands of people lined up on both sides...
Violence Hits Ganjam
Bhubaneswar: Ahead of twin elections to Lok Sabha and Assembly polls, pre-poll violence incidents including murder of a BJP worker has put Ganjam district on spot light in entire state. Soon after the violence, Chief Electoral Officer (CEO) Nikunja Bihari Dhal swung into action and asked Ganjam SP to take strong action against the persons who broke the rule of...
ନେତା, ସମର୍ଥକ କଲବଲ
ଭୁବନେଶ୍ୱର : ପ୍ରାୟ ୪୦ ଡିଗ୍ରୀ ତାପମାତ୍ରାରେ ସାରା ଓଡିଶା ଭାଜି ହେଉଥିବାବେଳେ ତାହା ସହିତ ନିର୍ବାଚନ ପ୍ରଚାରର ଉଷ୍ମତା ଯୋଡିହୋଇ ନେତା ଓ ସମର୍ଥକମାନଙ୍କୁ କଲବଲ କରୁଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଚାରିଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଲୋକମତ ଇଭିଏମ୍ରେ ସିଲ୍ ହୋଇ ରହିଥିବାବେଳେ ଆସନ୍ତା ୨୦ତାରିଖରେ ଆଉ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନପାଇଁ ମତଗ୍ରହଣ ହେବାକୁ ଥିବାରୁ ରାଜନୈତିକ ଦବ୍ଦବା ହାସଲ ଲାଗି ସବୁ ଦଳ ଏବେ କର ବା ମର...
ପରିବହନ ପୋର୍ଟାଲ ଅଚଳ
ଭୁବନେଶ୍ୱର : ପରିବହନ ସେବା ପୋର୍ଟାଲ ସର୍ଭର ଅଚଳ । ଜରୁରୀକାଳୀନ ମରାମତି ପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହା କାମ କରିବ ନାହିଁ ବୋଲି ସୂଚନା ଦିଆଯାଇଥିବାବେଳେ ଏଥିଯୋଗୁଁ ପରିବହନ ଦପ୍ତର କାର୍ଯ୍ୟ ଏକ ପ୍ରକାର ଅଚଳ ସହିତ ଲୋକେ ବି ନାହିଁନଥିବା ସମସ୍ୟା ଭୋଗିଲେଣି । ବର୍ତ୍ତମାନ ସମସ୍ତ ପ୍ରକାର ପରିବହନ ସେବା ଅନଲାଇନ୍ ଜରିଆରେ ହେଉଛି । ନୂଆ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଠାରୁ ଆରମ୍ଭକରି ଲାଇସେନ୍ସର ନବୀକରଣ, ଚାଲାଣ କାଟିବା, ଟିକସ ଆଦାୟ, ଫିଟ୍ନେସ୍ ପ୍ରଦାନ ଆଦି...
୨୮ ସାଂସଦ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ୬୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି । ବିଜେଡିର ସମସ୍ତ ୬ଜଣ ଯାକ ପ୍ରାର୍ଥୀ କୋଟିପତି ତାଲିକାରେ ଥିବାବେଳେ ବିଜେପି ଓ ବିଜେଡିର ୪ଜଣ କରି ପ୍ରାର୍ଥୀ କୋଟିପତି ଅଛନ୍ତି । ତେବେ କୋଟିପତି ତାଲିକାରେ ବିଏସ୍ପିର ୩ଜଣ ଥିବାବେଳେ ୮ଜଣ ସ୍ୱାଧୀନପ୍ରାର୍ଥୀ ବି କୋଟିପତି ତାଲିକାରେ ରହିଛନ୍ତି । ଏଡିଆର ଏବଂ ଓଡିଶା ଇଲେକ୍ସନ ୱାଚ୍ ପକ୍ଷରୁ ୬ଟି ଲୋକସଭା ଆସନର ୬୪ଜଣ ପ୍ରାର୍ଥୀ ଦାଖଲ...
Kharge Slams BJD, BJP
Bhubaneswar: Congress President Mallikarjun Kharge today slammed both BJD and BJP for allegedly destroying an important State like Odisha. Speaking to media persons here, Shri Kharge said both BJP and BJD have destroyed Odisha. There is no development in the State even as Chief Minister Naveen Patnaik ruled for 25 years. Odisha is rich in natural resources on which outside...
ଚାରିଟି ପର୍ଯ୍ୟାୟରେ ୬୬.୯୫% ମତଦାନ
ନୂଆଦିଲ୍ଲୀ : ମତଦାନ ହାର ବଢ଼ାଇବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନ ସମୟରେ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ଏବଂ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନର ପ୍ରଥମ ୪ଟି ପର୍ଯ୍ୟାୟରେ ପାଖାପାଖି ୪୫୧ ନିୟୁତ ଲୋକ ମତଦାନ କରିଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ଏପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପ୍ରାୟ ୬୬.୯୫% ମତଦାନ ହୋଇଛି। ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏହାର ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ବୃଦ୍ଧି...
କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟୁଛି
ଭୁବନେଶ୍ୱର : ରାଜ୍ୟରେ ଆଉ ତିନି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ଓଡିଶାକୁ ଏବେ କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଏହି ତାଲିକାର ଆଗରେ ରହିଛି ବିଜେପି । ଓଡିଶାରେ ନିର୍ବାଚନ ପ୍ରଚାର ଲାଗି ବିଜେପିର ଆଗଧାଡିର ନେତା ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଘନ ଘନ ଓଡିଶା ଗସ୍ତ କରିବାରେ ଲାଗିଛନ୍ତି । ଏମାନେ ର୍ନିବାଚନ ସଭା ସହିତ ରୋଡ୍ ସୋ...










