Odisha Eyeing More FDI
Bhubaneswar: Odisha Government has sought support of the Union Government to attract International Investors and Foreign Direct Investment (FDI) for the State. Deputy Chief Minister K V Singh Deo has said that Prime Minister Narendra Modi has rightly recognized that Odisha can be the growth engine of the country in coming years and the State Administration will translate his vision...
ଆଇନ୍ ଅଧ୍ୟାପକଙ୍କୁ ନେଇ ଟଣାଓଟରା
ଭୁବନେଶ୍ୱର : ବାଣୀବିହାରରେ ଥିବା ବିଶ୍ୱବିଦ୍ୟାଳୟ ଆଇନ୍ କଲେଜ ଓ କଟକରେ ଥିବା ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଦୁଇଜଣ ଅଧ୍ୟାପକଙ୍କୁ ନେଇ ଏକ ସଂଘର୍ଷ ମୁଖର ବାତାବରଣ ସୃଷ୍ଟି ହୋଇଛି । ପର୍ଯ୍ୟାପ୍ତ ସଂଖ୍ୟକ ଅଧ୍ୟାପକ ନଥିବାରୁ ଏହି ଦୁଇଟି ଯାକ ଆଇନ୍ ଶିକ୍ଷା ପ୍ରତିଷ୍ଠାନରେ ଏକ ପ୍ରକାର ଅଚଳାବସ୍ଥା ଲାଗିରହିଛି । ବିଶ୍ୱବିଦ୍ୟାଳୟ ଆଇନ୍ କଲେଜର ଦୁଇଜଣ ଅଧ୍ୟାପକଙ୍କୁ କଟକ ମଧୁସୂଦନ ଆଇନ୍ କଲେଜକୁ ପଠାଯାଇଥିଲା । ମଧୁସୂଦନ ଆଇନ୍ କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହେବାପରେ ଏହି ଦୁଇଜଣ ଆଇନ୍ ଅଧ୍ୟାପକଙ୍କୁ...
ଇ-ଡେସ୍ପାଚ୍ର ନବକଳେବର
ଭୁବନେଶ୍ୱର : କିଛି ଦିନ ଧରି ଏକ ପ୍ରକାର ଅଚଳ ହୋଇ ପଡିଥିବା ରାଜ୍ୟ ସରକାରଙ୍କ ଇ-ଡେସ୍ପାଚ୍ର ଏବେ ନବକଳେବର ହେବାକୁ ଯାଉଛି । ଏଥିରେ କୃତ୍ରିମ ବୁଦ୍ଧିମତା (ଏଆଇ) ସଂଯୁକ୍ତ କରିବା ସହିତ ତାହାର ପୂର୍ବାବସ୍ଥା ଫେରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୦୮-୦୯ ମସିହାରେ ଓଡିଶା ସରକାର ଆରମ୍ଭ କରିଥିଲେ ଇ-ଡେସ୍ପାଚ୍ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପୋର୍ଟାଲରେ ଥିବା ଏହି ବ୍ୟବସ୍ଥାରେ ସମସ୍ତ ସରକାରୀ ଚିଠି ଅପଲୋଡ୍ କରାଯାଉଥିଲା । ଫଳରେ ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ...
ଆରମ୍ଭ ହେଲା ମା’ଙ୍କ ପାଇଁ ଗଛଟିଏ ଅଭିଯାନ
ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ମିଶନ ଶକ୍ତି ଭବନ ପରିସରରେ ‘ଏକ ପେଡ୍ ମା କେ ନାମ (ମା’ଙ୍କ ପାଇଁ ଗଛଟିଏ)’ ଅଭିଯାନ ଅଧୀନରେ ‘ବଉଳ’ ଚାରା ରୋପଣ କରିଛନ୍ତି । ଏହି ଅଭିଯାନର ଲକ୍ଷ୍ୟ ପ୍ରକୃତିର ସୁରକ୍ଷା ସହିତ ଏହାକୁ ନିଜ ମାତା ପରି ସମ୍ମାନ ଦେବା । ଚାରା ରୋପଣ ପରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ ଯେଉଁଥିରେ ମିଶନ ଶକ୍ତି ଜିଲ୍ଲା ତଥା ବ୍ଲକ ସ୍ତରୀୟ ମହାସଂଘର...
ନିଶା ନିବାରଣ ନିଷ୍ପତ୍ତିକୁ ଅପେକ୍ଷା
ଭୁବନେଶ୍ୱର : ଓଡିଶାରେ ନିଶା ଜନିତ ସମସ୍ୟା ଭୟଙ୍କର ରୂପ ନେଉଥିବା ପରିପ୍ରେକ୍ଷୀରେ ଏବର୍ଷର ବିଶ୍ୱ ନିଶା ନିବାରଣ ଦିବସ ପାଳନ ଅବସରରେ ରାଜ୍ୟ ସରକାର ଏ ପ୍ରସଙ୍ଗରେ ସକରାତ୍ମକ ବଡ ଘୋଷଣା କରିବାପାଇଁ ଓଡିଶା ମଦ ମୁକ୍ତି ଅଭିଯାନ, ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ସମେତ ବହୁ ସାମାଜିକ ଅନୁଷ୍ଠାନ ଦାବି କରୁଛନ୍ତି । ରାଜ୍ୟରେ ଶାସନ କ୍ଷମତାକୁ ଆସିଥିବା ବିଜେପି ତାହାର ନିର୍ବାଚନ ଇସ୍ତାହାର ପାଇଁ ଘୋଷଣା କରିଥିବା ସଙ୍କଳ୍ପପତ୍ରରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ମାନ ଦେଇ ନିଶା ନିୟନ୍ତ୍ରଣ...
ନିୟମିତ ହେଉନି ଜଳ ପରୀକ୍ଷା
ଭୁବନେଶ୍ୱର : ବର୍ଷା ଋତୁରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଥିବାବେଳେ ରାଜଧାନୀରେ ଘରକୁ ଘର ବୁଲି ପାନୀୟଜଳର ପରୀକ୍ଷା ଯେଭଳି ଭାବେ ହେବାକଥା ତାହା ହେଉନାହିଁ । ଏହି ପରୀକ୍ଷାପାଇଁ ନିୟୋଜିତ ଜଳସାଥୀମାନେ କେବଳ ଟିକସ ଆଦାୟ କରୁଥିବା ଦେଖିବାକୁ ମିଳୁଛି । ରାଜଧାନୀରେ ଏବେ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ହେଉଥିବା କର୍ତ୍ତୃପକ୍ଷ କହୁଛନ୍ତି । ତେବେ ଲୋକେ ନିୟମିତ ଭାବେ ଉନ୍ନତମାନର ଜଳ ପାଉଛନ୍ତି କି ତାହା ଜାଣିବା ସକାଶେ ଜଳସାଥୀମାନେ ନିୟୋଜିତ ହୋଇଛନ୍ତି । ଏମାନଙ୍କୁ ଜଳର ମାନ...
ଓଡିଶା ଦେଲା ସ୍ମାରକପତ୍ର
ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଯୋଗଦାନ କରିଥିଲେ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ଓଡ଼ିଶା ପକ୍ଷରୁ ରାଜ୍ୟର...
Demand For AIIMS@Sambalpur
New Delhi: The newly elected BJP Government today demanded the Central Government to set up an AIIMS in Sambalpur to cater the need of Western Odisha people. This demand was raised by Deputy Chief Minister Kanak Vardhan Singh Deo at the Pre-Budget Consultation meeting chaired by Union Finance Minister Niramal Sitharaman to take suggestions of Finance Ministers of all States...
ସୋଆକୁ ୭ଟି ସମ୍ମାନ
ଭୁବନେଶ୍ୱର : ପୂର୍ବ ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଓ ମ୍ୟାନେଜମେଂଟ କଲେଜ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)କୁ ବୁଧବାର କୋଲକାତା ଠାରେ ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି । ଆଇଟିସି ରୟାଲ ବେଙ୍ଗଲ ହୋଟେଲରେ ଆୟୋଜିତ ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ – ଇଷ୍ଟ ୨୦୨୪ କାର୍ଯ୍ୟକ୍ରମରେ ସୋଆର ଏହି ଦୁଇଟି ଶିକ୍ଷାନୁଷ୍ଠାନକୁ...
Panel For Exam Reform
New Delhi: In order to ensure transparent, smooth and fair conduct of examinations, Ministry of Education has set up a high level committee headed by K Radhakrishnan former ISRO Chief. MoE has notified to form the expert panel amid controversy over the alleged irregularities in the National Eligibility cum Entrance Test (NEET) exam 2024. “The committee will make recommendations on reforming...









