ଦଳଡିଆଁ ନେତାଙ୍କ ଭିତରୁ ଜିତିବ କିଏ ?
ଭୁବନେଶ୍ୱର : ନିର୍ବାଚନ ଫଳାଫଳ ପ୍ରକାଶ ସମୟ ପାଖେଇ ଆସୁଥିବାବେଳେ ଏଥର ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିବା ଅଭିନେତା ଓ ଦଳଡିଆଁ ନେତାଙ୍କ ଭିତରୁ କିଏ ଜିଣିବ ଓ କିଏ ହାରିବ ସେଥିଘେନି ଚର୍ଚ୍ଚା ବଢିବାରେ ଲାଗିଛି । ବିଶେଷକରି ନବରଙ୍ଗପୁର, ବ୍ରହ୍ମପୁର, ବରଗଡ, ବଲାଙ୍ଗିର, କଟକ, ଭୁବନେଶ୍ୱର, ବାଲେଶ୍ୱର, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ବିଭିନ୍ନ ଦଳର ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟରମାନେ ବିଚିତ୍ର ଟିପ୍ପଣୀମାନ ଦେଉଛନ୍ତି । ଏଥର ନିର୍ବାଚନରେ କୌଣସି ଅଭିନେତା ଲୋକସଭା ନିର୍ବାଚନ ଲଢୁନାହାନ୍ତି । ବିଜେପିରୁ ଅନ୍ୟୁନ ତିନି ଜଣ ନାମୀ...
ସୋଆରେ ରୋଷେଇ ତାଲିମ
ଭୁବନେଶ୍ୱର : ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା । କେବଳ ଖାଦ୍ୟ ସୁସ୍ୱାଦ ହେବା ଜରୁରୀ ନୁହେଁ ସେତିକି ଶରୀର ପାଇଁ ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’...
ବିଧାନସଭା ଭଙ୍ଗ ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର : ବିଧାନସଭା ଭଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତ୍ତିକୁ ରାଜ୍ୟପାଳ ଗ୍ରହଣ କରିଛନ୍ତି । ତଦନୁଯାୟୀ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଆଜି ସଂସଦୀୟ ବ୍ୟାପାର ବିଭାଗ ଜାରି କରିଛି । ରାଜ୍ୟପାଳ ରଘୁବର ଦାସ ଉଲ୍ଲେଖ କରିଛନ୍ତି ଯେ ସମ୍ବିଧାନର ୧୭୪ (୨) (ଖ) ଧାରା ଅନୁଯାୟୀ ସେ ୨୦୧୯ ମଇ ୨୫ତାରିଖରେ ଗଢାଯାଇଥିବା ଓଡିଶା ବିଧାନସଭାକୁ ଭଙ୍ଗ କରୁଛନ୍ତି । ତେବେ ନିର୍ବାଚନ କମିଶନ ନୂତନ ଭାବେ ନିର୍ବାଚିତ ବିଧାୟକମାନଙ୍କ ନେଇ ଯେବେ ନୂଆ...
2 Blast Victims Discharged
Bhubaneswar: A major solace for family members, at least two victims, who sustained burn injuries in the Puri firecracker explosion incident, have been discharged from hospital today. Altogether 36 people were injured in the explosion of a stockpile of firecrackers that happened during Lord Jagannath's 'Chandan Yatra', a ritual, on the night of May 29 in Puri. Hundreds of people had...
Heatstroke Toll On Rise
Bhubaneswar: As many as 99 people died of suspected heatstroke in Odisha between May 31 and June 2 as a severe heatwave swept many parts of the state during the last few days. With this, the total suspected heatstroke death toll in Odisha during this summer season rose to 141, of which 26 cases have been confirmed to be sunstroke...
ମତଦାନ ପାଇଁ ଟିପ ଚିହ୍ନ
ଭୁବନେଶ୍ୱର : ସାଧାରଣତଃ ଲେଖା ପଢା ଜାଣିନଥିବା ବ୍ୟକ୍ତି ଟିପଚିହ୍ନ ଦେଇଥାନ୍ତି । ହେଲେ ଚଳିତ ନିର୍ବାଚନରେ ରାଜ୍ୟର ସଂଖ୍ୟାଧିକ ଶିକ୍ଷିତ ଓ ଉଚ୍ଚଶିକ୍ଷିତ ବ୍ୟକ୍ତି ସନ୍ତକ ଭାବେ ନିଜର ଟିପି ଚିହ୍ନ ଦେଇଛନ୍ତି । ମତଦାନ ପାଇଁ ମତଦାତାମାନେ ଭୋଟ କେନ୍ଦ୍ରରେ ନିଜର ପରିଚୟପତ୍ର ଦେଖାଇବା ସହିତ ସନ୍ତକ ଭାବେ ନିଜର ଦସ୍ତଖତ ଦେଇଥାନ୍ତି । ଯେଉଁମାନେ ଲେଖାପଢା ଜାଣିନଥାନ୍ତି ସେମାନେ ନିଜର ଟିପଚିହ୍ନ ଦେଇଥାନ୍ତି । ସନ୍ତକ ଦେବାପରେ ମତଦାତାଙ୍କୁ ଭୋଟ ଦେବାର ସୁଯୋଗ ମିଳିଥାଏ । ତେବେ ଚଳିତ ନିର୍ବାଚନରେ ସଂଖ୍ୟାଧିକ...
ତଳକୁ ତକଳୁ ଯାଉଛି କଂଗ୍ରେସ
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ନିର୍ବାଚନରେ ୧୯୯୫ ପରଠାରୁ କଂଗ୍ରେସର ଆସନ ସଂଖ୍ୟା ଓ ଭୋଟ ହାର କମୁଛି । ୧୯୮୫ରେ ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ବେଳେ ଏହା କମି କମି ୨୦୧୯ ବେଳକୁ ୧୬ ପ୍ରତିଶତରେ ପହଞ୍ôଚଛି । ଏଥର ଏହି ହାର ଆହୁରି କମୁଛି ନା ବଢ଼ୁଛି ତାହା ସ୍ପଷ୍ଟ ହୋଇଯିବ । ୧୯୬୧-୬୨ ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟରେ ଲଗାତାର ଭାବେ ସରକାର ଗଢ଼ୁଥିଲା । ତେବେ ୧୯୬୬ରେ ଦଳର ବିପର୍ଯ୍ୟୟ ଘଟିଲା,...
Puri Blast Toll 13
Bhubaneswar: Day by day the death toll in the explosion of a stockpile of firecrackers in Puri is increasing as the persons sustained serious burn injuries in the massive blast succumbed to their injuries. According to the latest report, another two persons undergoing treatment in different hospitals passed away. Now, the death toll mounts to 13. Out of 30 people were...
BJPYM Urges DGP Action
Bhubaneswar : Bharatiya Janata Party (BJP) Yuva Morcha President Abhilash Panda and several yuva morcha workers were allegedly attacked by BJD workers at Karanjmal village in Dhankuta panchayat of Chandbali constituency in Bhadrak district on June 30. Yuva Morcha Vice President Sangram Patra has condemned the violent incident.Addressing a press conference at the state office here, Shri Patra said State...
ଡିଜି ଅଫିସ ଘେରିିବ ବିଜେପି ଯୁବ ମୋର୍ଚ୍ଚା
ଭୁବନେଶ୍ୱର: ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଧାନକୁଟା ପଂଚାୟତ କରଞ୍ଜମାଲ ଗ୍ରାମରେ ଜୁନ୍ ୩୦ ତାରିଖରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଯୁବମୋର୍ଚ୍ଚାର କେତେଜଣ କର୍ମୀଙ୍କୁ ବିଜେଡିର ଭଡ଼ାଟିଆ ଗୁଣ୍ଡାମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଗଣତନ୍ତ୍ରରେ ଏଭଳି ଆଚରଣ ଜମା ଗ୍ରହଣୀୟ ନୁହେଁ । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସଂଗ୍ରାମ ପାତ୍ର କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ଅଭିଳାଷ...









