ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ବିଭ୍ରାନ୍ତିକର
ଭୁୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ମହାନଦୀ ଓଡିଶାର ୧୬ ଜିଲ୍ଲାର ଲୋକଙ୍କ ଜୀବନଧାରା । ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି । ହୀରାକୁଦର ଉପମୁଣ୍ଡରେ ଛତିଶଗଡ ସରକାର ଓ ତଳମୁଣ୍ଡରେ...
ରାଜ୍ୟରେ ବୁଲିବ କୌଶଳ ରଥ
ଭୁବନେଶ୍ୱର : ଜୁଲାଇ ୧୫ ତାରିଖରେ “ବିଶ୍ୱ ଯୁବ ଦକ୍ଷତା ଦିବସ’’ ଅବସରରେ କୌଶଳ ରଥ ଦୁଇଗୋଟି ବସ୍ ଦ୍ୱାରା ୩୦ଟି ଜିଲ୍ଲାକୁ ଅତିକ୍ରମ କରିବ। ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୌଶଳରଥ ଆରମ୍ଭ କରିବାକୁ ପ୍ରସ୍ତାବଅଛି ଯେଉଁଥିରେ ହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯତ୍ନ ଅନୁଷ୍ଠାନ, ପିଭିଟିଜି(ପ୍ରାଚୀନଜନଜାତି) ଅଞ୍ଚଳରେ (ବଣ୍ଡା ଓ ମାଙ୍କଡ଼ିଆ ଇତ୍ୟାଦି) ଏବଂ ଆଇଟିଆଇ ଓ ପଲିଟେକ୍ନିକ୍ ଉଚ୍ଚ ଶିକ୍ଷାଅନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି...
CM On Delhi Visit
Bhubaneswar: After taking oath as new Chief Minister of the State, Mohan Charan Majhi today went to New Delhi on a three-day official trip. Two Deputy Chief Ministers, Kanak Vardhan Singh Deo and Pravati Parida have also accompanied the CM in this official trip to the national capital. They left for Delhi this evening. The Chief Minister will meet President...
OSCSC On Fiscal Stress
Bhubaneswar: Odisha State Civil Supplies Corporation (OSCSC), the major procuring agency of the Government of Odisha is under financial stress as it is yet to receive Rs 9653 crore as provisional subsidy from Government of India. Further, advance subsidy due to the State for the quarter ending June, 2024 is Rs 495 crore, which is also yet to be released...
ଧାନ କିଣା ପାଇଁ ଅର୍ଥ ଚିନ୍ତା
ଭୁବନେଶ୍ୱର : ଆଗାମୀ ଖରିଫ ଋତୁରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯିବ ବୋଲି ନୂଆ ସରକାର ଘୋଷଣା କରିଥିବାବେଳେ ଧାନ କିଣୁଥିବା ଓଡିଶା ଯୋଗାଣ ନିଗମ ଏବେ ଏ ବାବଦ ଅର୍ଥ କେନ୍ଦ୍ରରୁ ନପାଇ ଋଣ ବୋଝରେ ବୁଡିଗଲାଣି । ଧାନ କିଣା ବାବଦରେ କେନ୍ଦ୍ରରୁ ପାଇବାକୁ ଥିବା ଟଙ୍କା ତୁରନ୍ତ ନମିଳିଲେ ଧାନ କିଭଳି କିଣାଯିବ ତାହାକୁ ନେଇ କର୍ତ୍ତୃପକ୍ଷ ଏବେ ଚିନ୍ତାରେ । ରାଜ୍ୟରେ ଚାଷୀଙ୍କ ଠାରୁ ଯୋଗାଣ ନିଗମ ଧାନ କିଣିଥାଏ ।...
ବନ୍ୟା ନିୟନ୍ତ୍ରଣ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ
ଭୁବନେଶ୍ୱର: ମାହାଙ୍ଗାର ମାନ୍ୟବର ବିଧାୟକ ଶ୍ରୀ ସାରଦା ପ୍ରଧାନ ଆଜି ସେଚ ସଦନ ଠାରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦ୍ଵିପାଞ୍ଚଳ, ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳ, ଗୋବରୀ ମଇଯୋରା ସମେତ ସମସ୍ତ ପାଟନାଳୀ ରୁ ଜଳ ନିଷ୍କାସନ ଓ ତତ୍ ସହିତ ପଟ୍ଟାମୁଣ୍ଡାଇ କେନାଲ , କେନ୍ଦ୍ରାପଡ଼ା କେନାଲ ଓ ସମସ୍ତ ଶାଖା କେନାଲକୁ ଲାଇନିଂ କରାଯାଇ ସମସ୍ତ ଚାଷଜମି କୁ କିପରି ଜଳ...
ଘର ପାଇଁ ନୂଆ ନେତା ହରବର
ଭୁବନେଶ୍ୱର : ନିର୍ବାଚନ ହାରିଥିବା ବହୁ ବିଧାୟକ ଓ ପୂର୍ବତନ ମନ୍ତ୍ରୀମାନଙ୍କ ମଧ୍ୟରୁ ଅନେକ ସରକାରୀ ବାସଗୃହ ଛାଡିବାକୁ କୁନ୍ଥୁ କୁନ୍ଥୁ ହେଉଥିବାରୁ ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କୁ ରାଜଧାନୀରେ ବଙ୍ଗଳାଟିଏ ମିଳିପାରୁ ନାହିଁ । ଆଗାମୀ ଅଗଷ୍ଟମାସ ସୁଦ୍ଧା ଏହି ମନ୍ତ୍ରୀ ଓ ବିଧାୟକମାନେ ସରକାରୀ ବଙ୍ଗଳା ପାଇବା ଘେନି ସନ୍ଦେହ ଉପୁଜିଛି । ବିଧି ବ୍ୟବସ୍ଥା ମୁତାବକ ମନ୍ତ୍ରୀତ୍ୱରୁ ବିଦା ହେବାପରେ ପୂର୍ବତନ ମନ୍ତ୍ରୀମାନେ ମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ବଙ୍ଗଳା ଖାଲି କରିଦେବାକଥା । କିନ୍ତୁ ବହୁ ପୂର୍ବତନ ମନ୍ତ୍ରୀ ବର୍ଷ...
ସୋଆ ଆଲିଶିପ୍ ++ରେ କର୍ପୋରେଟ ନେତୃତ୍ୱ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଶନିବାର ବେଙ୍ଗାଲୁରୁ ଠାରେ କର୍ପୋରେଟ ନେତୃବୃନ୍ଦଙ୍କୁ ନେଇ ‘ଆଲିଶିପ୍ ++’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ କର୍ପୋରେଟ ନେତୃବୃନ୍ଦ ଯୋଗ ଦେଇଥିଲେ । ଏଥିରେ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ୱାର୍ଲ୍ଡ ଚାମ୍ପିଅନ୍ସିପ ପଦକ ହାସଲ କରିଥିବା ଅଲିମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ ବକ୍ତା ଓ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ଜର୍ଜ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ଯୋଗ ଦେଇ...
PM Modi Lauds Om Birla
New Delhi: Prime Minister, Narendra Modi congratulated Shri Om Birla on being elected as the Speaker of the Lok Sabha for the second time. He expressed confidence that the house would greatly benefit from the newly elected speaker’s insights and experience. Shri Modi in a post on X wrote: "I would like to congratulate Shri Om Birla Ji on being elected...
ବଜେଟ୍ ପାଇଁ ପ୍ରସ୍ତାବ ଦିଅ
ଭୁବନେଶ୍ୱର : ନୂଆ ସରକାର ବିଧାନସଭାରେ ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସମସ୍ତ ବିଭାଗକୁ ଜୁନ୍ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ କହିଛନ୍ତି। ୨୦୨୩-୨୪ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୪-୨୫ ପାଇଁ ବଜେଟ୍ ଆକଳନ ପ୍ରସ୍ତୁତି ପାଇଁ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍), ବିଭିନ୍ନ ବିଭାଗର...










