ବାହୁଡ଼ାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଜୁଲାଇ ୧୫ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶୁକ୍ରବାର ସୋଆର ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୧୪ରେ ସେହି ଅଂଚଳରେ ଏକ ଅପର୍ ଏୟାର ସାଇକ୍ଲୋନିକ୍ ସର୍କୁଲେସନ୍ ର ସୃଷ୍ଟି ହେବା ଫଳରେ ଏହି ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା...
ସୋଆ ଏବଂ ଏଭିଏନ୍ଏଲ୍ ମଧ୍ୟରେ ବୁଝାମଣା
ଭୁବନେଶ୍ୱର : ଯୁଗ୍ମ ଗବେଷଣା, ପରାମର୍ଶ, ଶିକ୍ଷା, ପ୍ରଶିକ୍ଷଣ ଓ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ମୋର୍ଡ ଭେହିକିଲ୍ସ ନିଗମ ଲିମିଟେଡ୍ (ଏଭିଏନ୍ଏଲ୍) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ଶୁକ୍ରବାର ଏଠାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ସୋଆ ଏବଂ ଏଭିଏନ୍ଏଲ୍ ମଧ୍ୟରେ ପାଂଚ ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଅନୁଯାୟୀ ଗବେଷଣା ସଂକ୍ରାନ୍ତୀୟ ପ୍ରକଳ୍ପକୁ ନେଇ ଦୁଇ ଅନୁଷ୍ଠାନ କାର୍ଯ୍ୟ କରିବେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏଭିଏନ୍ଏଲ୍ର...
SJTA Chief Warns Servitors
Puri: Soon after assuming charge, Chief Administrator of the Shree Jagannath Temple Administration (SJTA) Arabinda Padhee swing into action and warned indiscipline Sevayats as a major untoward incident happened during the Adapa Mandap Pahandi Bije of Lord Balabhadra on Tuesday. Speaking to media persons here, Dr Padhee said “The smooth conduct of other rituals such as Bahuda Jatra, Adhara...
Chariots Turn Southward
Puri: Three day before the Bahuda Jatra, ‘Dakshina Moda’ (Southward) of chariots of Lord Jagannath and his siblings were made in the holy town Puri on Friday. The three chariots parked on the Saradhabali in front of Jay-Bijaya Dwara of Shree Gundicha Temple, facing north since Rath Jatra, are turned towards Jagannath Temple in the south. The rituals began after...
ଖଣି ଅବରୋଧ ବିଗାଡୁଛି ଆର୍ଥିକ ସ୍ଥିତି
ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନ ଭରା ହେମଗିରି ଅଞ୍ଚଳରେ ଚାଲିଥିବା ଅବରୋଧ ଓ ଆନ୍ଦୋଳନ ଯୋଗୁଁ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। ଯେହେତୁ ଏହି ଅନାବଶ୍ୟକ ବାଧା ସ୍ଥାନୀୟ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରୁଛି, ତେଣୁ ଖଣିରୁ କୋଇଲା ପରିବହନ ପ୍ରତି ଏଭଳି ପ୍ରତିରୋଧ ଜାରି ରହିଲେ ଆଗକୁ ସ୍ଥିତି ଆହୁରି ବିଗିଡିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଏହି ଅବରୋଧର ପ୍ରଭାବ କେବଳ ବଢୁଥିବା କୋଇଲା ପରିବହନ ବ୍ୟବସାୟରେ ନିୟୋଜିତ ଭାରିଯାନ ମାଲିକଙ୍କ ଉପରେ ପ୍ରତିକୂଳ ପ୍ରଭାବ...
କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କର
ଭୁବନେଶ୍ୱର : ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସଜାଡିବାପାଇଁ ନୂଆ ସରକାର ଏବେ ଶିକ୍ଷକ ନିଯୁକ୍ତି ଉପରେ ଜୋର ଦେଉଥିବାବେଳେ କମ୍ପ୍ୟୁଟର ଶିକ୍ଷାପାଇଁ ସମସ୍ତ ଭିତ୍ତିଭୂମି ଥିବା ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବାପାଇଁ ମତପ୍ରକାଶ ପାଉଛି । କଳା, ବିଜ୍ଞାନ ଆଦି ବିଷୟର ଶିକ୍ଷକଙ୍କ ଅଭାବକୁ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମ୍ଭାଳି ନେଉଥିବାବେଳେ କମ୍ପ୍ୟୁଟର ଶିକ୍ଷକ ଅଭାବ ଯୋଗୁଁ କିନ୍ତୁ ଭିତ୍ତିଭୂମି ନଷ୍ଟ ହେବାରେ ଲାଗିଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲାଗି ରାଜ୍ୟର ୪ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍ ପ୍ରତିଷ୍ଠା...
ବଡ ବଦଳି ଅପେକ୍ଷାରେ ଅଫିସର, ଯନ୍ତ୍ରୀ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଫିସରଙ୍କ ମଧ୍ୟରେ ଏକ ଛୋଟ ଧରଣର ଅଦଳ ବଦଳ କରାଯିବା ପରେ ଖୁବ୍ଶୀଘ୍ର ବ୍ଲକରୁ ସଚିବାଳୟ ପର୍ଯ୍ୟନ୍ତ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍, ଓଏଏସ୍, ଓପିଏସ୍ ଓ ଅନ୍ୟାନ୍ୟ ପଦ ପଦବୀରେ ଏକ ବଡ ଧରଣର ଅଦଳ ବଦଳ ହେବାର ପ୍ରାକ୍ ସୂଚନା ମିଳୁଛି । ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ମଧ୍ୟ ବଡ ଧରଣର ଅଦଳ ବଦଳ ପାଇଁ ଚିଠା ପ୍ରସ୍ତୁତି ଚାଲିଥିବା ଶୁଣିବାକୁ ମିଳୁଛି । ଏ ପରିପ୍ରେକ୍ଷୀରେ ବଦଳି ଲାଗି ବ୍ୟାପକ ଲବି...
Padhee New SJTA Chief
Bhubaneswar: The State Government has appointed Arabinda Kumar Padhee as new Chief Administrator of Shri Jagannath Temple Administration (SJTA). In exercise of the powers conferred by sub-section (1) of section 19 of Shree Jagannath Temple Act, 1954 (Odisha Act, 11 of 1955), the State Government do hereby appoint Shri Arabinda Kumar Padhi, IAS, as Chief Administrator, STA, Puri in addition...
Take Care Tribal Kids; Minister
Bhubaneswar: Scheduled Tribes and Scheduled Castes Development, Minorities and Backward Classes Welfare, Minister, Nityananda Gond today chaired the two-day State Level Conference of District Welfare Officers (DWOs) and Project Administrator, Integrated Tribal Development Agency(PA-ITDA)s. Secretary ST and SC Development, Minorities and Backward Classes Welfare, Roopa Roshan Sahoo, Director Tribal Affairs, Indramani Tripathy and other senior officials were present in the...
CM Replies To LoP
Bhubaneswar: Soon after receiving the letter from former CM and Leader of Opposition Naveen Patnaik on the incident during ‘Pahandi Bije’ of Lord Balabhadra, Chief Minister Mohan Charan Majhi promptly replied to Patnaik in a noble gesture and said he will accept all of his suggestions in future. In his reply letter to Shri Patnaik, the Chief Minister said...










