ବର୍ଷା ପାଇଁ ସତର୍କ କଲେ ଏସ୍ଆରସି
ଭୁବନେଶ୍ୱର : ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଆଜି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସଂପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ ଦିଗକୁ ଗତ କରିବା ସହିତ ମଧ୍ୟ-ଟ୍ରୋପୋସ୍ଫେରିକ୍ ସ୍ତର ପର୍ଯ୍ୟନ୍ତ ବିସ୍ତାରିତ ।...
SRC Issues Rain Alert
Bhubaneswar : With the formation of a low-pressure area over the Bay of Bengal, Special Relief Commissioner (SRC) and Additional Chief Secretary (ACS) Satyabrata Sahu has issued an advisory to the Collectors to remain prepared to meet any possibility in view of heavy rainfall. As predicted by IMD, the low pressure has formed over central and adjoining north Bay...
ରେଳପଥ ପାଇଁ ୯୯% ଜମି ଅଧିଗ୍ରହଣ ଶେଷ
ଭୁବନେଶ୍ୱର : ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଦୈର୍ଘ୍ୟ ମୋଟ ୩୦୧ କିମି ହୋଇଥିବାବେଳେ ଏଥି ମଧ୍ୟରୁ ୧୮୩ କିମି ରେଳପଥ କାମ ସମ୍ପୂର୍ଣ୍ଣ ହୋଇ ରେଳ ଚଳାଚଳ ଯୋଗ୍ୟ ହୋଇ ତା’ ମଧ୍ୟରୁ ୧୧୪ କିମିର କାର୍ଯ୍ୟ...
ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ
ଭୁବନେଶ୍ୱର: କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ‘ସଷ୍ଟେନେବୁଲ ଏଗ୍ରିକଲ୍ଚରାଲ ଡେଭଲେପ୍ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସିଂହଦେଓ । ଜଳବାୟୁ ପରିବର୍ତନ ଓ ଏଥି ନିମନ୍ତେ ଉପୁଜୁଥିବା ବିଭିନ୍ନ ସମସ୍ୟା ଆଜି ଆମ...
288 Cr For SMP Rail Flyover
Bhubaneswar: The Ministry of Railways has sanctioned Rs 288.61 crore for the construction of a railway flyover connecting Sambalpur station to Sambalpur city station covering a distance of 8.10 km. This significant infrastructure project aims to enhance train operations and alleviate congestion at these critical junctions, East Coast Railway (ECoR) officials said today. The flyover will facilitate simultaneous train movements from...
Minister Asks Quality ‘Aahar’
Bhubaneswar: Housing and Urban Development Minister Krishna Chandra Mahapatra paid a surprise visit to the food center at Capital Hospital premises today. Minister Mahapatra bought a coupon and ate the food along side the people. He engaged with diners, asking about the quality of the food and their overall experience at the food center. Dr. Mahapatra emphasized the importance of...
Jajpur MCH To Start Soon
Bhubaneswar: The newly built Medical College and Hospital (MCH) in Jajpur district is all set to start functioning from this year as the National Medical Commission (NMC) has approved 50 MBBS seats for the medical college for the academic session 2024-25. Sharing this news on X, Health and Family Welfare Department today said, “Happy to share that 50 MBBS seats...
ଜିଡିପି ଆକଳନ ୭%କୁ ବୃଦ୍ଧି
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ୨୦୨୪ - ୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୭ ପ୍ରତିଶତରେ ପହଞ୍ଚାଇଛି । ଏପ୍ରିଲ୍ ମାସରେ ପୂର୍ବ ଆକଳନ ୬.୮ ପ୍ରତିଶତ ରହିଥିବା ବେଳେ ଆଇଏମ୍ଏଫ୍ ଏହାର ପୂର୍ବାନୁମାନକୁ ସଂଶୋଧନ କରିଛି । ଆଇଏମଏଫର ସଦ୍ୟତମ ‘ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍’ ରିପୋର୍ଟ ସୂଚାଉଛି ଯେ ଚଳିତ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ମଧ୍ୟ ୭.୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।...
ବଦଳିପାରେ ଆହାର କେନ୍ଦ୍ରର ନାମ
ଭୁବନେଶ୍ୱର : ବଦଳି ପାରେ ଆହାର କେନ୍ଦ୍ରର ନାମ । ଏ ସଂକ୍ରାନ୍ତରେ ସରକାର ସମୀକ୍ଷା କରିବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଡାଃ ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ଆହାର କେନ୍ଦ୍ରରେ ପହଂଚିବା ପରେ ଧାଡିରେ ରହି କୁପନ କିଣି ଲୋକଙ୍କ ସହ ଭୋଜନ କରିଥିଲେ । ଏହି ଅବସରରେ ଭୋଜନ କରୁଥିବା ଲୋକମାନଙ୍କ ସହ ଖାଦ୍ୟର ଗୁଣବତା...
Ratna Bhandar Again Reopens
Puri: As per earlier decision, the Ratna Bhandar, the revered treasury of the Jagannath temple here, was reopened again today at 9.51 AM for shifting of the ornaments and valuables stored inside the inner chamber of the Bhandar. After offering prayers before the Lord Jagannath and his siblings on their chariots near the temple, the committee set up by the...










