ପାଞ୍ଚବର୍ଷ ପରେ ମିଳିଲା ଓଏଏସ୍‍ ଚାକିରି

ଭୁବନେଶ୍ୱର : ନିଜର ଯୋଗ୍ୟତା, ଦକ୍ଷତା ଓ ଅଧିକାର ସପକ୍ଷରେ ୫ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଫୋରମ୍‍ରେ ସଂଘର୍ଷ ଚଳାଇଥିବା ଜଣେ କୃତୀ ପ୍ରାର୍ଥୀଙ୍କୁ ଶେଷରେ ଓଏଏସ୍‍ ଅଧିକାରୀ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଏ ସଂକ୍ରାନ୍ତୀୟ ଐତିହାସିକ ରାୟକୁ ଅନୁପାଳନ କରାଯିବାରୁ ଏହି ପ୍ରାର୍ଥୀ ଜଣକ ଏବେ ପୁରୀ ଜିଲ୍ଲାରେ ଅବସ୍ଥାପିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି, ଓଡ଼ିଶା ଲୋକସେବା ଆୟୋଗଙ୍କ ସ୍ପଷ୍ଟୀକରଣ ଏବଂ ହାଇକୋର୍ଟଙ୍କ ରାୟରୁ ଜଣାପଡିଛି ଯେ ରାଉରକେଲାସ୍ଥିତ ନିଟ୍‍ରୁ କୃତିତ୍ୱର...

ପ୍ରଭାବିତ କଲା ଓଡ଼ିଶାର ସୁବାହକ ଯୋଜନା

ଭୁବନେଶ୍ୱର : ତେଲେଙ୍ଗାନା ଓ ପଞ୍ଜାବର ପରିବହନ ବିଭାଗୀୟ ପ୍ରତିନିଧିମଣ୍ଡଳୀ ଗତ ଦୁଇ ଦିନ ଧରି ଓଡ଼ିଶାର ପରିବହନ ସେବା କ୍ଷେତ୍ରର ବିଭିନ୍ନ ଦିଗ ଓ କାର୍ଯ୍ୟପ୍ରଣାଳୀ ବାବଦରେ ରାଜ୍ୟ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ବିସ୍ତୃତ ଭାବେ ଅବଗତ ହୋଇଛନ୍ତି । ପରିବହନ ସେବା କ୍ଷେତ୍ରରେ ଓଡ଼ିଶାର ବ୍ୟବସ୍ଥା ସେମାନଙ୍କୁ ଖୁବ୍‌ ପ୍ରଭାବିତ କରିଛି । ସେମାନେ ନିଜ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦେବେ ବୋଲି ମତ ଦେଇଛନ୍ତି । ପ୍ରତିନିଧି ମଣ୍ଡଳୀ ଯାଜପୁର ଜିଲ୍ଲା ଛତିଆସ୍ଥିତ ସରକାରୀ...

କୃଷି ବିଭାଗରେ କେବଳ ଓଡିଆରେ କାର୍ଯ୍ୟ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଏଥି ପାଇଁ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଅଧସ୍ତନ କାର୍ଯ୍ୟାଳୟଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିବାକୁ ଡ. ପାଢୀ ଉଲ୍ଲେଖ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ...

ରେଳ ମଣ୍ଡଳ ପ୍ରତିଷ୍ଠା ପାଇଁ ୭୦ କୋଟି

ରାୟଗଡା : ରାୟଗଡା ରେଳ ମଣ୍ଡଳ ପ୍ରତିଷ୍ଠା ପାଇଁ ଆବଣ୍ଟିତ ୭୦ କୋଟି ଟଙ୍କା ପ୍ରଦାନ ସହିତ ରାୟଗଡା ରେଳ ମଣ୍ଡଳର ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ମାନ୍ୟବର ରେଳମନ୍ତ୍ରୀ ଆଜି ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ଏହା କହିଛନ୍ତି । ଏହି ପ୍ରକଳ୍ପ ପାଇଁ ଡିଜାଇନ୍ ଏବଂ ଯୋଜନା ପ୍ରସ୍ତୁତି ଚାଲିଥିବା ଶ୍ରୀ ବୈଷ୍ଣବ କହିଛନ୍ତି ।  ଡିଜାଇନ୍ ଏବଂ ଯୋଜନା ସମାପ୍ତ ହେବା ପରେ, ପରବର୍ତ୍ତୀ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ କରାଯିବ ବୋଲି...

SOA Pacts With CAU

0

Bhubaneswar: Siksha ‘O’ Anusandhan Deemed to be University (SOA) on Thursday signed a Memorandum of Understanding (MoU) with Central Agricultural University (CAU), Imphal, for undertaking academic, research and outreach collaborations including in the area of climate resilient farming. As per the agreement, SOA and CAU will promote cooperation in exchange of students, researchers and faculty members, exchange of methodology and...

UP Potato Soon For Odisha

0

Bhubaneswar: To fulfill the need of consumers of Odisha, the State Government has planned to procure the tuber from Uttar Pradesh as supply from neighboring West Bengal was stopped.   The potato price has reached Rs 50 a kg in local markets in Bhubaneswar and Cuttack. To monitor the situation on ground, Food Supplies and Consumer Welfare Minister Krushna Chandra Patra...

Training On Human Wildlife Conflict Mitigation

0

Bhubaneswar: Though the state of Odisha is home to rich biodiversity, it is witnessing conservation challenges in the form of acute human-wildlife conflict. These conflicts manifest in various forms of wildlife related depredation like human kill, human injury, house damage, crop damage and livestock depredation. In last five years the state has faced 785 human death cases, 1866 human injury...

ଇମ୍ଫାଲ କୃଷି ବିଶ୍ୱବିଦ୍ୟାଳୟ ସହିତ ରାଜିନାମା

0

ଭୁବନେଶ୍ୱର : ଶିକ୍ଷା ଓ ଗବେଷଣା ସମେତ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ), ଇମ୍ଫାଲ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ ସୋଆ ଏବଂ ସିଏୟୁ ପରସ୍ପର ମଧ୍ୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟି ସଦସ୍ୟଙ୍କର ବିନିମୟ ସହ ବିଭିନ୍ନ ପ୍ରକ୍ରିୟା ଏବଂ ଜ୍ଞାନକୌଶଳ, ବୈଜ୍ଞାନିକ ତଥ୍ୟ ଓ ସୂଚନାର ଆଦାନପ୍ରଦାନ ସମେତ ଗବେଷଣାଗାରର ସାମୁହିକ ସୁବିଧା ଉଠାଇପାରିବେ । ଏ ଦୁଇ ବିଶ୍ୱବିଦ୍ୟାଳୟ ଜଳବାୟୁ ପ୍ରଭାବିତ...

98 Cr Rise In Sports Budget

0

 Bhubaneswar: The BJP Government has enhanced the allocation made for Sports and Youth Services Department by nearly 98 crores in its budget 2024-25 in comparison to provision made by previous BJD government for the year 2023-24.   “I propose an allocation of Rs.1,315 crore for Sports and Youth Services that includes Rs.1,210 crore under programme budget,” Chief Minister Mohan Charan...

More New Schemes Unveiled

0

Bhubaneswar: The newly elected BJP Government, in its maiden Budget, has named several new schemes while modifying the existing popular schemes.   During his Budget Speech, Chief Minister Mohan Charan Majhi, who also holds the Finance portfolio, announced new schemes like Mukhya Mantri Swasthya Seva Mission, Surendra Sai Divya Drushti Yojana, Godabarisha Mishra Adarsha Prathamika Vidyalaya, Panchasakha Sikhya Setu Abhiyan,...