Singh Deo In GST Council
Bhubaneswar: Kanak Vardhan Singhdeo, Deputy Chief Minister has been nominated as Member of GST Council of India. GST Council has been formed by the Government of India to discuss and sort out issues of GST in the country. Finance Minister of different States and Union Territories in the country have been nominated as Members. While the Finance Ministers of other states are...
Harichandan Leads Grievance Redress
While the Governing Bharatiya Janata Party has started hearing grievances to share the happiness and sorrows of the people and solve their problems, Minister Law, Works and Excise Prithiviraj Harichandan is taking lead in this regard.. The Grievance Redressal Cell was closed during the BJD Government, while Chief Minister Mohan Charan Majhi has resumed hearing the grievances after taking oath...
ସ୍ମାର୍ଟ ଓଡ଼ିଶା ହାକାଥନ୍ ଆରମ୍ଭ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଷ୍ଟାରସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ମାର୍ଟ ଓଡ଼ିଶା ହାକାଥନ୍ ଓଡ଼ିଆ ପ୍ରିନ୍ୟୁର ୨.୦ ପ୍ରତିଯୋଗିତା ସମସ୍ତ ୩୦ ଗୋଟି ଜିଲ୍ଲାରେ ଆୟୋଜନ କରାଯାଉଛି । ଏହା ଆଗାମୀ ୭ ଦିନ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନେ ୧୦ଟି ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଛନ୍ତି । ଏହା ସହ ନୂତନ...
ବଢୁଛି ଅପରାଧ ଖସୁଛନ୍ତି ଅଭିଯୁକ୍ତ
ଭୁବନେଶ୍ୱର : ଓଡିଶା ସମେତ ସାରା ଦେଶରେ ଦୁର୍ନୀତି ଓ ଅନ୍ୟାନ୍ୟ ଆର୍ଥିକ ଅପରାଧ ବଢି ଚାଲିଥିବାବେଳେ ଧରାପଡୁଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତ୍ୱରିତ ଦଣ୍ଡବିଧାନ ହେଉନଥିବାରୁ ଏହି କିସମର ଅପରାଧମାନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏଥିଘେନି ଆଇନ୍ ଅଦାଲତ ଠାରୁ ସାମାଜିକ ସଂଗଠନମାନେ ବାରମ୍ବାର ଉଦବେଗପ୍ରକାଶ କରୁଥିଲେ ମଧ୍ୟ ଦୁର୍ନୀତିଖୋରମାନଙ୍କର ଏଥିପ୍ରତି ନିଘା ଥିବାଭଳି ମନେ ହେଉନାହିଁ । କେନ୍ଦ୍ର ସରକାରଙ୍କ ସର୍ବଶେଷ ଏନସିଆରବି ରିପୋର୍ଟର ତଥ୍ୟ ମୁତାବକ ଦେଶରେ ୭ଲକ୍ଷ ୪୨ହଜାରରୁ ଅଧିକ ଆର୍ଥିକ ଅପରାଧ ଓ ପ୍ରାୟ ୨୯ହଜାର...
୨୮୩ ଶିଶୁ ଶ୍ରମିକ ଉଦ୍ଧାର
ଭୁବନେଶ୍ୱର : ଶିଶୁ ଶ୍ରମିକ ପ୍ରଥାର ଅନ୍ତ ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଗତ ପାଞ୍ଚବର୍ଷରେ ସରକାରୀ ହିସାବରେ ୨୮୩ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥିବା ଅଭିଯୋଗରେ ୧୫୯ଟି ସଂସ୍ଥା ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଶିଶୁ ଶ୍ରମିକ ପ୍ରଥାର ବିଲୋପ ପାଇଁ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରିବା ସହିତ ଜିଲ୍ଲା ସ୍ତରରେ ମଧ୍ୟ ଟାସ୍କଫୋର୍ସ ମଧ୍ୟ ଗଠନ ହୋଇଛି । ଏଥି ସହିତ ପଞ୍ଚାୟତିରାଜ...
ଜନଜାତିଙ୍କ ବିକାଶ ପାଇଁ ବଦ୍ଧପରିକର
ଭୁବନେଶ୍ୱର : ରାଜ୍ୟର ଜନଜାତି ଓ ପଛୁଆ ବର୍ଗଙ୍କୁ ଶିକ୍ଷିତ ଓ ସଚେତନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଗକୁ ବଢ଼ିବାରେ ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ରାଜ୍ୟ ତଥା ଦେଶର ସନ୍ତୁଳିତ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଯୋଗ ଦେଇ...
ଅପରାଧିକ ମାମଲାରେ ଫଏସଲା ହାର କମ୍
ଭୁବନେଶ୍ୱର : ଓଡିଶାରେ ବିଭିନ୍ନ ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାବେଳେ ବ୍ୟାପକ ଅର୍ଥ ବରାଦ ସତ୍ୱେ ବିଭିନ୍ନ କିସମର ଅପରାଧିକ ମାମଲା ଫଏସଲା ହାର ବି ଜାତୀୟ ହାର ଠାରୁ ଢେର କମ୍ ରହୁଛି । ଫଳରେ ମାମଲା ବର୍ଷ ବର୍ଷ ଧରି ଗଡିବା ଫଳରେ ବିଳମ୍ବିତ ବିଚାର ଯୋଗୁଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ ଆମ ରାଜ୍ୟରେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ...
୧୦ ବର୍ଷରେ ୪୬୬୯ କିମି ରାଜପଥ
ଭୁବନେଶ୍ୱର : ଗତ ୧୦ ବର୍ଷ ମଧ୍ୟରେ ଓଡିଶାରେ ୪୬୬୯ କିଲୋମିଟର ଦୈର୍ଘ୍ୟର ରାଜପଥ ନିର୍ମାଣ ହୋଇଛି । ଏଥି ମଧ୍ୟରେ ଏକ ଲେନ୍ ଠାରୁ ଆରମ୍ଭ କରି ୪ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ରହିଛି । କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରି ଲୋକସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ଏପ୍ରିଲ୍ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ୪୬୬୯ କିଲୋମିଟର ଦୈର୍ଘ୍ୟର ଜାତୀୟ ରାଜପଥ ନିର୍ମାଣ ହୋଇଛି । ଏହି...
କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରଗୁଡିକରେ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ତେଣୁ ଏ ସବୁ କ୍ଷେତ୍ରରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେଥି ପ୍ରତି...
ସୋଆ ପରିଦର୍ଶନ କଲେ ଭିଏତନାମ ପ୍ରତିନିଧି
ଭୁବନେଶ୍ୱର : ଜୁଲାଇ ୩୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ୪ ଦିନିଆ ପରିଦର୍ଶନରେ ଆସିଥିବା ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳର ଗସ୍ତ ଶନିବାର ଶେଷ ହୋଇଛି । ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଡକ୍ଟର ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏହି ଅବସରରେ ସାଇଗନ୍...










