କ୍ୟାଟରିଂ ବ୍ୟବସାୟକୁ ଉଦ୍ୟୋଗ ମାନ୍ୟତା ଦାବି

0

ଭୁବନେଶ୍ୱର  : ଖୋର୍ଦ୍ଧା ଜିଲ୍ଲା କ୍ୟାଟରିଂ ଆସୋସିଏସନ୍ ର ଆଜି ବାର୍ଷିକ ସାଧାରଣ ସଭା ସହ ସାଧାରଣ ନିର୍ବାଚନ ସମ୍ପନ୍ନ ହୋଇଛି। ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ର ୧୫୦ ରୁ ଉର୍ଦ୍ଧ କ୍ୟାଟରିଂ ବ୍ୟବସାୟୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ତା ର ଯଥାବିଧି ସମାଧାନ  ଉପରେ ଆଲୋକପାତ କରିଥିଲେ। କ୍ୟାଟରିଂ ଆସୋସିଏସନ୍ ଅଫ ଓଡ଼ିଶା ର ଅଧକ୍ଷ, ଅନୁପ କୁମାର ବାଗାଇ, ସଭାପତି, ବିନୟ ଭୂଷଣ ପଟ୍ଟନାୟକ ଓ ସମ୍ପାଦକ,  ଦେବୀ ପ୍ରସାଦ ରଥ ପ୍ରମୁଖ ଅତିଥି ରୂପେ ଉପସ୍ଥିତ...

ଓମଫେଡ୍‍ ସଂଗ୍ରହ କରୁଛି ୫ଲକ୍ଷ ଲିଟର ଦୁଗ୍ଧ

0

ଭୁବନେଶ୍ୱର : ଓମଫେଡ୍‍ ଏବେ ଦୈନିକ ଦୁଗ୍ଧ ଚାଷୀଙ୍କ ଠାରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରୁଛି । ସବୁଠାରୁ ଅଧିକ ୭୨,୩୩୮ ଲିଟର ଦୁଗ୍ଧ ଜଗତ୍‍ସିଂହପୁର ଜିଲ୍ଲାରୁ ସଂଗ୍ରହ ହେଉଥିବାବେଳେ ଏହା ପଛକୁ କଟକ ଜିଲ୍ଲା ରହିଛି । ଓମଫେଡ୍‍ର ଦୁଗ୍ଧ ସଂଗ୍ରହ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓମଫେଡ୍‍ ରାଜ୍ୟରୁ...

ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ

0

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ବିଧାନସଭା ଘେରାଉ କରାଯାଇଥିଲା । ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ସରକାର ନେତୃତ୍ୱ ସୃଷ୍ଟି କରିବାପାଇଁ ଚାହୁଁ ନାହାନ୍ତି । ଛାତ୍ରମାନେ ହେଉଛନ୍ତି ଆଗାମୀ ଦିନରେ ଭବିଷ୍ୟତ । ଭବିଷ୍ୟତର ପୀଢ଼ିକୁ ଏ ସରକାର ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି । ବିଗତ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା...

Vedanta Kits For Students

0

Bhubaneswar: Adhering to its commitment towards promoting quality education in the remote areas of Odisha, Vedanta Aluminium, India’s largest aluminium producer, distributed school kits to more than 4,000 students across 50+ schools in areas surrounding Kuraloi and Sijimali mines in Odisha’s tribal-dominated Rayagada, Kalahandi and Jharsuguda districts. Each study kit includes a school bag, a water bottle, a notebook, a...

ଗ୍ରାମୀଣ ଶିକ୍ଷାକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ

0

ସିଜିମାଲି : ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତି ଅନୁଯାୟୀ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାର କୁରାଲୋଇ ଓ ସିଜିମାଲି ଖଣି ଆଖପାଖ ଅଞ୍ଚଳର ୫୦ରୁ ଅଧିକ ବିଦ୍ୟାଳୟରେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍କୁଲ କିଟ୍ ବଣ୍ଟନ କରିଛି। ପ୍ରତ୍ୟେକ ଅଧ୍ୟୟନ କିଟ୍ ରେ ଗୋଟିଏ ସ୍କୁଲ ବ୍ୟାଗ୍, ଗୋଟିଏ ପାଣି ବୋତଲ, ଏକ ନୋଟ୍ ବୁକ୍, ଏକ ଜ୍ୟୋମେଟ୍ରି ବକ୍ସ ଏବଂ ଅନ୍ୟାନ୍ୟ ପାଠ...

Urban Action For “Subhadra”

0

Bhubaneswar: Principal Secretary of the Housing and Urban Development, Usha Padhee has directed all Commissioners and Municipal Executive Officers of Urban Local Bodies (ULBs) to ensure proper dissemination of information regarding the flagship program “Subhadra” Scheme. She emphasized the importance of guiding applicants accurately, conducting the application process efficiently, and implementing the "Subhadra" scheme strictly in accordance with the guidelines....

DCM Opens Climate Resilience Cell

0

Bhubaneswar: The Climate Resilience Cell (CRC) was inaugurated today at Krushi Bhavan, by the Deputy Chief Minister, Kanak Vardhan Singh Deo. This event marks a key step towards enhancing the state’s efforts in building climate resilient agriculture in the state. Dr.Arabinda Kumar Padhee, Principal Secretary Agriculture and Farmers' Empowerment graced the occasion.The CRC of DAFE has been constituted for...

ଘରେ ଘରେ ପହଞ୍ଚାଅ ସୁଭଦ୍ରା ମାର୍ଗଦର୍ଶିକା

0

ଭୁବନେଶ୍ୱର : “ସୁଭଦ୍ରା” ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। “ସୁଭଦ୍ରା” ଯୋଜନାର ମାର୍ଗଦର୍ଶିକା ଜାରି ହେବା ପରେ ପରେ ରାଜ୍ୟସାରା ଏହି ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଅନୁଷ୍ଠିତ କରାଯାଉଛି। ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନରେ ଉଚ୍ଚସ୍ତରରୁ ଆରମ୍ଭ କରି ତୃଣମୂଳସ୍ତର ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉଛି। ଏହି କ୍ରମରେ ଆବେଦନକାରୀଙ୍କୁ ସଠିକ ସୂଚନା ପ୍ରଦାନ, ଆବେଦନ ପ୍ରକ୍ରିୟାକୁ ଠିକ ଭାବରେ ନିର୍ବାହ...

୪ବର୍ଷ ହେଲା ବସିନି ଚିଲିକା ଉନ୍ନୟନ ବୈଠକ

0

ଭୁବନେଶ୍ୱର : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଚାଢେ ଚାରିବର୍ଷ ହେଲା ବୈଠକଟିଏ ବସିନାହିଁ । ଶେଷ ବୈଠକଟି ବସିଥିବାବେଳେ ୨୦୨୦ ମସିହା ଜାନୁୟାରୀ ୧୦ ତାରିଖରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି ଯେ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ପଦବୀରେ ଜଙ୍ଗଲ, ପରିବେଶ...

୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି

0

ଭୁବନେଶ୍ୱର : ଓଡ଼ିଶାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରେ ଏବେ ପ୍ରାୟ ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି । ସ୍ୱାସ୍ଥ୍ୟ ବିଭାଗର ପାଖାପାଖି ୪୦ ହଜାର ବିଭିନ୍ନ କିସମର ପଦବୀ ଖାଲି ପଡିଥିବାବେଳେ ଏଥିମଧ୍ୟରୁ କେବଳ ଡାକ୍ତର ପଦବୀ ହେଉଛି ୯ ହଜାରରୁ ଅଧିକ । ସରକାରୀ ମେଡିକାଲ୍‍ କଲେଜ୍‍, ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍, ଆୟୁର୍ବେଦିକ ମେଡିକାଲ୍‍ କଲେଜ୍‍ ଏବଂ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ରଗୁଡ଼ିକୁ ହିସାବକୁ ନେଲେ ଖାଲି ଥିବା ଡାକ୍ତର ପଦବୀ ସଂଖ୍ୟା ପ୍ରାୟ ୧୦ ହଜାର ହୋଇଯିବ...