ଇଓଏସ୍‌-୦୮ ଉପଗ୍ରହ ପଠାଇଲା ଇସ୍ରୋ

0

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଘୁ ଉପଗ୍ରହ ଉତକ୍ଷେପଣ ଯାନ (ଏସ୍‌ଏସ୍‌ଏଲ୍‌ଭି)-ଡି3 ଜରିଆରେ ନବୀନତମ ପୃଥିବୀ ଅବଲୋକନ ଉପଗ୍ରହ ‘ଇଓଏଲ୍-୦୮’କୁ ଉତ୍‌କ୍ଷେପଣ କରିଛି। ଇଓଏସ୍‌-୦୮ ମିଶନ୍‌ର ପ୍ରାଥମିକ ଉଦ୍ଦେଶ୍ୟଗୁଡ଼ିକ ମଧ୍ୟରେ ରହିଛି ଗୋଟିଏ ମାଇକ୍ରୋ ସାଟେଲାଇଟ୍‌ର ଡିଜାଇନ୍‌ ଓ ବିକାଶ, ମାଇକ୍ରୋ ସାଟେଲାଇଟ୍‌ ବସ୍‌ ସହ ସୁସଙ୍ଗତ ପେଲୋଡ୍ ଉପକରଣ ତିଆରି କରିବା ଏବଂ ଭବିଷ୍ୟତରେ କାର୍ଯ୍ୟକ୍ଷମ ଉପଗ୍ରହ ପାଇଁ ଆବଶ୍ୟକ ନୂତନ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରିବା। ମାଇକ୍ରୋସାଟ୍/ଆଇଏମ୍ଏସ୍-୧ ବସ୍ ରେ...

ଖୁରାନିଆ ନୂଆ ଡିଜିପି 

0

ଭୁବନେଶ୍ୱର: ବରିଷ୍ଠ ପୁଲିସ ଅଧିକାରୀ ଯୋଗେଶ ବାହାଦୁର ଖୁରାନିଆ ଅଗଷ୍ଟ ୧୬ତାରିଖରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚ୍ ର ଆଇପିଏସ୍ ଶ୍ରୀ ଖୁରାନିଆ ହେଉଛନ୍ତି ରାଜ୍ୟ ପୁଲିସ୍‍ର ନୂଆ ମୁଖିଆ । ଓଡ଼ିଶା ସରକାର ୟୁପିଏସସିର ସୁପାରିସ ପାଇବା ପରେ ତାଙ୍କୁ ଅଗଷ୍ଟ ୧୬ରେ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଶ୍ରୀ ଖୁରାନିଆ ୨୦୧୮ରୁ କେନ୍ଦ୍ରୀୟ ଡେପୁଟେସନରେ ଥିଲେ ଏବଂ ରାଜ୍ୟ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ତାଙ୍କୁ ବିଏସଏଫର...

Khurania New DGP

0

Bhubaneswar: Top Cop Yogesh Bahadur Khurania has taken over as Director General of Police of Odisha on 16 August. A 1990 Batch IPS Shri Khurania is the new DGP & Head of Police Force (HoPF). Odisha Government after receiving recomendation from UPSC and appointed him as DGP on 16 August, said a notification of Department of Home. Shri Khurania was...

Odisha Paribar Saves Life

0

Bhubaneswar: Odisha Paribar Directorate and Kendrapara District Administration have extended a “hand of support to a  poor Odia who is being treated for brain stroke in Kerala. The aforesaid Odia man was Basant Parida. Basant Parida of Gupti village under Rajnagar block of Kendrapara district was working for a farmer in Ernakulam district of Kerala and was residing with his...

Menstrual Leave For Women Employees

0

Cuttack:: Deputy Chief Minister Pravati Parida has announced one-day paid menstrual leave for state government and private sector women employees in the state.Shrimati Parida, who is handling women and child development department, announced this after attending the district-level Independence Day celebration in Cuttack.The women employees can avail the leave on the first or second day of the menstrual cycle....

ସହଯୋଗର ହାତ ବଢ଼ାଇଲା ଓଡ଼ିଶା ପରିବାର

0

ଭୁବନେଶ୍ୱର  : କେରଳରେ ବ୍ରେନଷ୍ଟ୍ରୋକରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଜଣେ ଓଡ଼ିଆଙ୍କୁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଛନ୍ତି । ଉକ୍ତ ଓଡ଼ିଆବ୍ୟକ୍ତି ଜଣକ ହେଲେ ବସନ୍ତ ପରିଡା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଗୁପ୍ତି ଗ୍ରାମର ବସନ୍ତ ପରିଡା କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାର ଜଣେ ଠିକଦାରଙ୍କ ପାଖରେ ଚାକିରି କରି ସ୍ୱଳ୍ପ ଆୟରେ ନିଜର ପତ୍ନୀ ଓ ଚାରି ଅବିବାହିତ ଝିଅଙ୍କୁ ପ୍ରତିପୋଷଣ କରୁଥିଲେ। ଗତ ଅଗଷ୍ଟ ମାସ ୧୦ ତାରିଖରେ ଶ୍ରୀ...

SRC Warns Fishermen

0

Bhubaneswar: Special Relief Commissioner (SRC) and ACS Revenue & Disaster Management, Satyabrata Sahu has advised the fishermen not to venture into the sea on 16-17 August in wake of the possible low pressure formation in the Bay of Bengal. Shri Sahu in a letter to the Principal Secretary Fisheries and Animal Sources Development and six District Magistrates of Coastal...

ପ୍ରତ୍ୟେକ ଖେଳାଳି ଚାମ୍ପିୟନ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ସେମାନଙ୍କୁ ଭେଟିବା ସମୟରେ ଶ୍ରୀ ମୋଦୀ ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ କହିଛନ୍ତି ଯେ ପ୍ୟାରିସ୍ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ। ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ...

CM Bats For Economic Progress

0

Bhubaneswar: The 78th Independence Day has been held at Mahatma Gandhi Marg in the Capital City of Bhubaneswar. Chief Minister Mohan Charan Majhi joined as the Chief Guest and hoisted the national flag and took salute in the joint parade.Chief Secretary Manoj Ahuja, Development Commissioner Anu Garg, DG Police Arun Kumar Sarangi, ACS Revenue & Disaster Management, Satyabrata Sahu,...

PM Lauds Olympians

0

New Delhi: Prime Minister, Narendra Modi today interacted with the Indian contingent that represented our nation in the Paris Olympics.While meeting them in New Delhi, Shri Modi heard their experiences from the games and lauded their feats on the sporting field. Shri Modi said that every player who went to Paris is a champion. The Government of India will continue...