ବିଳମ୍ବିତ ରେଳ ଚଚଳାଚଳ ପାଇଁ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ଲଗାତାର ଭାବେ କିଛିମାସ ଧରି ରେଳ ଚଳାଚଳରେ ସମୟାନୁବର୍ତ୍ତିତା ରହୁନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଖଡଗପୁର ଦେଇ ଓଡିଶାକୁ ଯାତାୟତ କରୁଥିବା ଯାତ୍ରୀବାହୀ ରେଳଗୁଡିକ ମଧ୍ୟରୁ ଅଧିକାଂଶ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଥିବାରୁ ଏଭଳି ସମସ୍ୟା ଉପୁଜୁଛି । ପୁରୀ, ଭୁବନେଶ୍ୱର ପଟୁ ଖଡଗପୁର ଆଡକୁ ଯାତାୟତ କରୁଥିବା ଅନେକ ଏକ୍ସପ୍ରେସ୍‍ ରେଳରେ ଏହି ଦୁରବସ୍ଥା ଦେଖାଯାଉଥିବାବେଳେ ପାସେଞ୍ଜର ଗାଡିଗୁଡିକର ସମସ୍ୟା କହିଲେ ନସରେ । ଏହି କାରଣ ଯୋଗୁଁ ବାଲେଶ୍ୱରରୁ ଭୁବନେଶ୍ୱର...

ମାଓ ଅପରେସନରେ ରୋଲୋ ସହିଦ

0

ଛତିଶଗଡ: ଛତିଶଗଡ଼-ତେଲେଙ୍ଗାନା ସୀମାରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ଏକ ସାହସୀ ସିଆରପିଏଫ କୁକୁର ସହିଦ ହୋଇଛି। କେ-ନାଇନ ରୋଲୋ ନାମକ ଏହି କୁକୁର, ଯିଏ ବିସ୍ଫୋରକ ଚିହ୍ନଟ ଏବଂ ଆକ୍ରମଣ କରିବାରେ ପାରଙ୍ଗମ ଥିଲା । ସହିଦ ରୋଲୋକୁ ସମ୍ମାନ ଜଣାଇବା ପାଇଁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ଏହି ସାହସୀ କୁକୁରକୁ ପୂର୍ଣ୍ଣ ସମ୍ମାନର ସହିତ ଶେଷ ବିଦାୟ ଦେଇଥିଲେ ସିଆରପିଏଫ। ରୋଲୋକୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ଏବଂ ମରଣୋତ୍ତର ଭାବରେ ସିଆରପିଏଫ ମହାନିର୍ଦ୍ଦେଶକଙ୍କ ଠାରୁ ଏକ ମାନପତ୍ର...

ବଜ୍ରପାତ ନେଲା ୧୨ ଜୀବନ

0

ଭୁବନେଶ୍ବର : କାଳବୈଶାଖୀ ବର୍ଷାରେ ବଜ୍ରପାତ ଯୋଗୁଁ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଓଡ଼ିଆ ପେଣ୍ଠ ପଞ୍ଚାୟତର ପରଡିଗୁଡା ଗ୍ରାମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦ୍ବିପ୍ରହର ବେଳେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମୟରେ ବିଲ ନିକଟରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲା ପୁରା ପରିବାର । ବଜ୍ରାଘାତରେ ଆଈ, ନାତୁଣୀଙ୍କ ସହ ଯୁବକ ମୃତ୍ୟୁ ହୋଇଛି ।...

ଜଳ ନିଷ୍କାସନ ନେଇ ମୁଖ୍ୟ ସଚିବ ସମୀକ୍ଷା

ଭୁବନେଶ୍ୱର : ଅଧିକ ବର୍ଷା ହେଲେ ଭୁବନେଶ୍ୱର ସହରର ବିଭିନ୍ନ ଅଂଚଳରେ ଦେଖାଦେଉଥିବା  ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ସମୀକ୍ଷା କରିଥିଲେ ।  ଆଗାମୀ ବର୍ଷା ଦିନ ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଅଂଚଳରେ ରହୁଥିବା ଜଳ ନିଷ୍କାସନ ସମସ୍ୟା ପ୍ରତି ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।  ବୈଠକରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ...

State Sets TG Welfare Board

0

Bhubaneswar: In a significant step towards mainstreaming the transgender community, the State Government has established the State Transgender Welfare Board to champion the rehabilitation and welfare of transgender persons. The Department of Social Security & Empowerment of Persons with Disabilities (SSEPD) has formally announced this crucial initiative through an official notification. The department stated, "With the aim of developing comprehensive...

OMC On High Growth Mode

0

Bhubaneswar: Chief Minister Mohan Charan Majhi today lauded Odisha's significant mineral wealth, accounting for over 41.9% of India's total, during the 70th foundation day celebration of the Odisha Mining Corporation (OMC). He highlighted OMC's remarkable growth from a ₹1 crore turnover in the 1960s to ₹23,600 crore in FY 2024-25, positioning it among the top 5 mineral producers nationally...

CM Lauds Manoj Mohanty

Bhubaneswar: Chief Minister Mohan Charan Majhi publicly lauded IAS officer Manoj Kumar Mohanty for his principled approach to administration and his respect for grassroots-level elected representatives. Speaking at a meeting of Chief Development Officers (CDOs) and Block Development Officers (BDOs) held at Lok Seva Bhawan, the Chief Minister shared his personal experiences with Shri Mohanty. Shri Majhi fondly recalled his time...

Blood Donation Camp In NIC

0

Bhubaneswar: The National Informatics Centre (NIC) State Headquarters in Bhubaneswar has observed the birth anniversary of Padma Bhushan Dr. N. Seshagiri, the visionary founder and first Director General of NIC, by organizing a successful blood donation camp. The initiative saw enthusiastic participation from NIC officers and staff, resulting in the collection of 65 units of blood. The blood donation drive...

Yellow Warning For Malkangiri

Bhubaneswar: The India Meteorological Department (IMD) has issued a Yellow Warning for Malkangiri district. Residents should brace for light to moderate thunderstorms accompanied by gusty surface winds reaching speeds of 30-40 kilometers per hour. There is also a significant risk of lightning and light to moderate rainfall expected to affect some parts of Malkangiri within the next three hours. People...

ଚାରି ମାସରେ ୩୭ ଦୁର୍ଘଟଣା

ଭୁବନେଶ୍ୱର : ଆମ ବସ୍‍ ଦୁର୍ଘଟଣାକୁ ରୋକିବାପାଇଁ କ୍ରୁଟ୍‍ କର୍ତ୍ତୃପକ୍ଷ ଯେତେ ପ୍ରକାର ଉଦ୍ୟମ କଲେ ବି ଦୁର୍ଘଟଣାରେ ବ୍ରେକ୍‍ ଲାଗିପାରୁ ନାହିଁ । ଗତବର୍ଷର ଶେଷ ତିନିମାସରେ ଏହି ବସ୍‍ ୨୫ଟି ଦୁର୍ଘଟଣା ଘଟାଇଥିବାବେଳେ ଚଳିତ ବର୍ଷର ପ୍ରଥମ ଚାରିମାସରେ ଦୁର୍ଘଟଣା ସଂଖ୍ୟା ୩୭ରେ ପହଞ୍ଚିଛି । ଭୁବନେଶ୍ୱର ଓ କଟକରେ ଚଳାଚଳ କରୁଥିବା ଆମ ବସ୍‍ ସର୍ବାଧିକ ଦୁର୍ଘଟଣା ଘଟାଉଛି । ତେବେ ଏହି ବସ୍‍ ୨୦୨୪ ଅକ୍ଟୋବରରେ ମାତ୍ର ୨ଟି ଦୁର୍ଘଟଣା ଘଟାଇଥିବାବେଳେ ନଭେମ୍ବର ମାସରେ ୧୨ଟି ଓ ଡିସେମ୍ବର...