Speed Up Spending; CM
Bhubaneswar : Chief Minister Charan Majhi advised Officials to speed up various development programs and increase the plan expenditure. Along with this, Chief Minister advised to accelerate the growth by spending more in various sectors. He said that if growth accelerates, employment opportunities will also increase. Chief Minister was addressing All Secretaries here in a meeting held at Lok Seva Bhawan...
Mamata Gets RS Ticket
Bhubaneswar: As expected, the BJP has nominated senior tribal leader Mamata Mohanta for the Rajya Sabha by-poll, scheduled to be held on September 3. The BJP National Headquarters has announced the name of Shrimati Mohanta for the lone RS seat lying vacant following her resignation last month. A day after resigning from Rajya Sabha and BJD, Mamata Mohanta had joined the...
ସମ୍ମମରେ ସଫଳ ପ୍ଲାଜ୍ମା ଏକ୍ସଚେଞ୍ଜ ଚିକିତ୍ସା
ଭୁବନେଶ୍ୱର : ଗୁରୁତର ଯକୃତ ଜନିତ ସମସ୍ୟା (ଲିଭର ଫେଲ୍ୟୁଅର)ରେ ପୀଡିତ ଥିବା ପଶ୍ଚିମବଙ୍ଗର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ସଫଳତାର ସହ ପ୍ଲାଜ୍ମା ଏକ୍ସଚେଞ୍ଜ ମାଧ୍ୟମରେ ସୁସ୍ଥ କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର । ହସ୍ପିଟାଲ୍ରେ ଭର୍ତି ହେବା ସମୟରେ ଯୁବତୀ ଜଣଙ୍କ ଜ୍ୱର ଏବଂ ଜଣ୍ଡିସ୍ରେ ପୀଡ଼ିତ ହେବା ସହ ତାଙ୍କ ଶରୀରରେ ଯକୃତର ଗୁରୁତର ସମସ୍ୟା ଓ ଅଲ୍ଟର୍ଡ ସେନ୍ସୋରିୟମ୍ ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ସମ୍ମମ୍ର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର କନ୍ସଲଟାଂଟ ଡାକ୍ତର ଗଦାଧର ପଣ୍ଡା କହିଛନ୍ତି...
ପୂର୍ଣ୍ଣାଙ୍ଗ ବଜେଟରେ ସରପଞ୍ଚଙ୍କ ପାଉଣା
ଭୁବନେଶ୍ୱର : ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କ ବର୍ଦ୍ଧିତ ପାଉଣା ପାଇଁ ଅର୍ଥ ବରାଦ ହୋଇଛି । ଏଥିରେ ଗ୍ରାମ ପଞ୍ଚାୟତ ପାଇଁ ୧୭୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଥିବା ଲୋକ ପ୍ରତିନିଧିମାନଙ୍କ ମାସିକ ପାଉଣା ବୃଦ୍ଧି ୨୦୦୪ ମସିହା...
Opposition Stalls House
Bhubaneswar: Opposition BJD and Congress created ruckus in the State Legislative Assembly over their separate issues on the first day of second phase of Budget Session today. Due to the difficult situation created by the Opposition members, Speaker Surama Padhy adjourned the House proceedings first an hour and then till 4 PM. The House first paid tribute to former Jashipur MLA...
ଛାତ୍ରସଂସଦ ନିର୍ବାଚନ ପ୍ରସଙ୍ଗରେ ଗୃହ ଅଚଳ
ଭୁବନଶ୍ୱର : ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବିଧାନସଭାର କାର୍ଯ୍ୟ ଅଚଳ ରହିଛି । ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରି ନାହିଁ । ବିରୋଧି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ଅଧିବେଶନ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ଗୃହ ମଧ୍ୟକୁ ଆସି ହଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ...
ଚାନ୍ଦା ଆଦାୟକାରୀ ସକ୍ରିୟ
ଭୁବନେଶ୍ୱର : ଗଣେଷ ପୂଜାରୁ ପାର୍ବଣଋତୁର ଶ୍ରୀଗଣେଶ ହେଉଥିବାବେଳେ ଏବେ ଚାନ୍ଦା ଆଦାୟକାରୀମାନେ ସକ୍ରିୟ ହୋଇ ଉଠିଲେଣି । ରଙ୍ଗ ବେରଙ୍ଗର ରସିଦ ବହି ଛପାଇବା ସହିତ ମୋଟାଅଙ୍କର ଚାନ୍ଦା ଆଦାୟପାଇଁ ଲାଗି ପଡିଛନ୍ତି । ତେବେ ଡିଜେ ଉପରେ କଟକଣା ଲଗାଇଥିବା କମିଶନରେଟ ପୁଲିସ୍ ତୁରନ୍ତ ଚାନ୍ଦା ଆଦାୟ ପାଇଁ କଟକଣା ଜାରି କରିବାକୁ ମତପ୍ରକାଶ ପାଉଛି । ଆସନ୍ତା ମାସ ୭ତାରିଖରେ ପଡୁଛି ଗଣେଶ ପୂଜା । ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ ଠାରୁ ରାଜ୍ୟରେ ଆରମ୍ଭ ହୋଇଯିବ ପାର୍ବଣଋତୁ । ଦୁର୍ଗାପୂଜା,...
କେନ୍ଦ୍ରୀୟ ଭତ୍ତା କମୁଛି
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଠାରୁ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଓଡିଶାରେ ହ୍ରାସ ପାଇଛି । ୨୦୨୩-୨୪ ବର୍ଷରେ କେନ୍ଦ୍ର ସରାକର ୧୪,୧୧,୦୪୩ ଜଣଙ୍କ ପାଇଁ ଭତ୍ତା ପ୍ରଦାନ କରିଛନ୍ତି ଯାହାକି ପୂର୍ବବର୍ଷ ତୁଳନାରେ ୭ହଜାର କମ୍ ରହିଛି । ସେହିଭଳି ରାଜ୍ୟ ପାଇଁ କେନ୍ଦ୍ର ଯୋଗାଉଥିବା ବିଧବାଭତ୍ତାଧାରୀଙ୍କ ସଂଖ୍ୟା ବି ହ୍ରାସ ପାଇଛି । ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ସଂକ୍ରାନ୍ତୀୟ ତଥ୍ୟରୁ ଜଣାପଡିଛି ଯେ ୨୦୨୦-୨୧ ବର୍ଷରେ...
SOA Chief Releases Agri Book
Bhubaneswar: A book exploring the state-of-the-art knowledge and innovation in agricultural waste management strategies and edited by Prof. Ramesh C. Ray, an Adjunct Professor of the Centre for Industrial Biotechnology Research (CIBR) run by Siksha ‘O’ Anusandhan (SOA), was released by SOA’s Founder President Prof. (Dr.) Manojranjan Nayak here on Saturday. Prof. Ray is one of the three co-editors of...
Mahendragiri Calling!
Mahendragarh: Mahendragiri Hills in Gajapati district is not less than a blessing of nature towards humankind as it has all attractions for nature-lovers and also for those interested in history. Mahendragiri Hills is also treated as treasure trove of biodiversity, housing rare and threatened species of flora and fauna apart from its immense mythological significance. Mentioned as Mahendra Parvata, the hill finds...









