Naveen Alerts Lawmakers

0

Bhubaneswar: BJD Supremo and Leader of Opposition today asked party MLAs to always remain vigilant and active to hold the BJP government accountable.   The BJD has organized an orientation and training programme for its newly elected first timer MLAs after the party boycotted the training programme organised by the Assembly on July 17 and 18.    “The training program organised...

Tight Security In Kandhamal

0

Phulbani: The State Police has made tight security arrangements in Kandhamal district for Sunday and Monday, in view of Church praying day and Janmashtami to ensure peace and harmony in the district, which witnessed communal tension in the past. The death anniversary of VHP leader Laxmanananda Saraswati passed peacefully today with Bajrang Dal taking out a procession and also holding...

ଆର ଜି କର ମେଡିକାଲ କଲେଜର ସୁଦୀର୍ଘ ଇତିହାସ

0

ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଭଳି ନିନ୍ଦନୀୟ ଘଟଣା ପାଇଁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କୋଲକାତାର ଆର ଜି କର ମେଡିକାଲ କଲେଜ ହସ୍ପିଟାଲର ଇତିହାସ ବେଶ୍‍ ସୁଦୀର୍ଘ । ଏକଦା ସୁନାମରେ ପୋତିହୋଇ ପଡୁଥିବା ଏହି ମର୍ଯ୍ୟାଦାଜନକ ସଂସ୍ଥା ଏବେ ନିନ୍ଦା ଓ ଅପବାଦର ଦୁର୍ଗନ୍ଧରେ ସଢୁଛି । ଆର ଜି କରଙ୍କ ପୂରା ନାମ ହେଉଛି ଡାକ୍ତର ରାଧା ଗୋବିନ୍ଦ କର । ଏହି ବଙ୍ଗାଳି ଡାକ୍ତରଙ୍କ ଜନ୍ମ ୧୮୫୨, ଅଗଷ୍ଟ ୨୩ ତାରିଖରେ...

କମିଶନରଙ୍କ ମାର୍ଗଦର୍ଶିକା ପାଳନ କରୁନି ପୁଲିସ୍‍

0

ଭୁବନେଶ୍ୱର : ଚୋରା ମଦ ବେପାରୀଙ୍କ ଉପରେ କମିଶନରେଟ ପୁଲିସ୍‍ ବୁଲଡୋଜର ଚଢାଉଥିବାବେଳେ ମଦ ଦୋକାନୀଙ୍କ ପାଇଁ ଖୋଦ୍‍ ପୁଲିସ୍‍ କମିଶନର ଜାରି କରିଥିବା ମାଗଦର୍ଶିକାକୁ କିନ୍ତୁ ପାଳନ କରୁନାହିଁ । ଫଳରେ ମଦ ଦୋକାନ ଆଖପାଖ ସମେତ ସହରର ରାଜରାସ୍ତାରେ ମଦୁଆମାନେ ଉତ୍ପାତ କରୁଛନ୍ତି । ସହରରେ ମଦୁଆଙ୍କ ଉତ୍ପାତକୁ ଦେଖି ପୂର୍ବତନ ପୁଲିସ୍‍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦଦୋକାନୀଙ୍କ ପାଇଁ ଗୋଟିଏ ମାର୍ଗଦର୍ଶିକା ଜାରି କରିଥିଲେ । ଏଥିରେ ସ୍ପଷ୍ଟଭାବେ ଦର୍ଶାଯାଇଥିଲା ଯେ କୌଣସି ମଦ ଦୋକାନ ଆଖପାଖରେ ଚାଖଣା...

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ

0

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମ ସମୟରେ ନବରଙ୍ଗପୁରର ପାପଡ଼ାହାଣ୍ଡିର ତୁରୀ ନଦୀଠାରେ ବ୍ରିଟିଶ ପୋଲିସଙ୍କ ବର୍ବରୋଚିତ ଗୁଳିକାଣ୍ଡ ଯୋଗୁଁ ପ୍ରାୟ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ନଦୀକୁ ଡେଇଁ ପ୍ରାଣ ହରାଇଥିବାବେଳେ ଅନେକ ସଂଗ୍ରାମୀ କାରାଦଣ୍ଡ ଭୋଗୁଥିବା ସମୟରେ ମୃତୁ୍ୟବରଣ କରିଥିଲେ । ତେଣୁ ଏହାକୁ ରକ୍ତତୀର୍ଥ ପାପଡ଼ାହାଣ୍ଡି ବୋଲି କୁହାଯାଏ । ଏହି ସବୁ ବଳିଦାନର କାହାଣୀ ଆଜିର ସମୟରେ ଲୋକଲୋଚନରୁ ଦୂରେଇ ଯାଉଛି । ଏଇଭଳି ସବୁ ଇତିହାସର ମହାନ ଗାଥାକୁ ଆଜିର ଯୁବପିଢ଼ି ଜାଣିବା ଆବଶ୍ୟକ । ଏହା...

ଶସ୍ୟ ଉତ୍ପାଦନ ବୃଦ୍ଧିରେ ଓୟୁଏଟିର ବଡ ଅବଦାନ

0

ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୪୮୪ ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଏହା କହିଛନ୍ତି । ଏହି ଅବସରରେ...

Ruckus In Odisha House

0

Bhubaneswar: The Odisha Legislative Assembly (OLA) witnessed ruckus by Opposition BJD and Congress for the fifth consecutive day today over the SC, ST and OBC reservation issue. Despite repeated attempts by OLA Speaker Surama Padhy to maintain the decorum of the House, the House remained stalled, leading to complete washout of the pre-lunch session. The Opposition stalled the House over reservation...

SJTA Urges ASI To Scan Ratna Bhandar

0

Bhubaneswar: After shifting all valuables and empty chests and almirahs from the Ratna Bhandar of Jagannath temple, the Shree Jagannath Temple Administration (SJTA) today wrote a letter to the Archaeological Survey of India (ASI) to start technological scanning and inspection work of the Ratna Bhandar for its preservation and restoration. Writing a letter to the ASI Director General, the SJTA...

ବରଦାନ ପାଲଟିଛି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର

0

ସିଜିମାଲି : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା ଦୂରବର୍ତି ଗ୍ରାମରେ ମୋବାଇଲ ସ୍ୱାସ୍ଥ୍ୟ ସେବା ୟୁନିଟ ଶୁଭାରମ୍ଭ ପରଠାରୁ ୧୮ଟି ଗ୍ରାମରେ ୩୩୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଁଚିଛି। କମ୍ପାନିର ଏକ ସଂପୂର୍ଣ୍ଣ ସଜ୍ଜିତ ମୋବାଇଲ ହେଳଥ ୟୁନିଟ ପ୍ରସ୍ତୁତ ହୋଇ ରହିଛି ଓ ଏହା ସଂପୃକ୍ତ ଅଂଚଳରେ ୧୨୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିସାରିଛି। ଏହି ପଦକ୍ଷେପରେ ବାସିନ୍ଦାଙ୍କୁ ସେମାନଙ୍କ ଦ୍ୱାରଦେଶରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ...

ଭାଦ୍ରବ ସତସଙ୍ଗ ସପ୍ତମ ଦିବସ

0

ଭୁବନେଶ୍ୱର : ସ୍ଥାନୀୟ ଇଷ୍ଟସେବକ ମାନଙ୍କ ସମବେତ ପ୍ରଚେଷ୍ଟାରେ ସତସଙ୍ଗ ବିହାର ପରିସରରେ ଏକ ଦିବ୍ୟ ସତସଙ୍ଗ ଆୟୋଜନ କରାଯାଇ ଯୁବକଗଣ ଶ୍ରୀ ଶୁଭ୍ରାଂଶୁ ସାହୁ, ସତ୍ୟବ୍ରତ ନାୟକ, କେଶବ ପୃଷ୍ଟି, ସିଦ୍ଧାର୍ଥ ରଞ୍ଜନ ଧଳ, କ୍ଷିତିମୋହନ ପ୍ରଧାନ, କମଳାକ୍ଷ ପରିଡ଼ା, ପ୍ରଜ୍ଞାନ ମହାଭୋଇ, ସୁଧାଂଶୁ ପାଣି, ଅମିତାଭ ସାମନ୍ତରାୟ, ନବୀନ କ୍ରିଷ୍ଣ ମହାନ୍ତି, ତପେଶ୍ୱର ସାହୁ, ଲୋକେଶ୍ୱର ସାହୁ, ହୃଦୟନାଥ ପଟ୍ଟନାୟକ, ସିତେନ୍ଦ୍ର ବିଶ୍ଵାଳ, ଋଦ୍ଧି ଅଗ୍ରୱାଲ, ଜିଶ୍ନୁ ପାତ୍ର, ଗିରିଶ ଜେନା, ଅବନୀନେନ୍ଦ୍ର ଦାସ ପ୍ରମୁଖ ଶ୍ରୀ ଶ୍ରୀ ଠାକୁରଙ୍କ...