ଦାରିଦ୍ର୍ୟ ହ୍ରାସ ସତ୍ୱେ ମାଳ ମାଳ ମାଗଣା ଯୋଜନା

0

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶାରେ ଏବେ ୩କୋଟି ୩୫ଲକ୍ଷ ରୁ ଅଧିକ ଲୋକ ଉପକୃତ ହେଉଥିବାବେଳେ ସୁଭଦ୍ରା ଯୋଜନାରେ ପ୍ରାୟ କୋଟିଏ ମହିଳାଙ୍କୁ ଆର୍ଥିକ ସହାୟତା ଦେବାପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ସଫଳ ହେଲେ ସେମାନଙ୍କ ପରିବାରର ୩କୋଟିରୁ ଅଧିକ ଲୋକ ଉପକୃତ ହେବେ । ଓଡିଶାରେ ଦାରିଦ୍ର‌୍ୟ କମିଛି ବୋଲି ସରକାରୀ ପରିସଂଖ୍ୟାନରେ କୁହାଯାଉଥିବାବେଳେ ୩କୋଟି ୩୫ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ମାଗଣା ଚାଉଳ ବ୍ୟବସ୍ଥା କରାଯାଇଥିବା ପରିପ୍ରେକ୍ଷୀରେ ଏହି ପରିସଂଖ୍ୟାନ ପ୍ରତି ଅର୍ଥନୀତି ବିଶାରଦମାନେ ସନ୍ଦେହ...

Balangir Royals Celebrate Nuakhai

0

Balangir: Setting aside their political differences, Members of Royal Family of Balangir came together at Sailashree Palace here today to celebrate Nuakhai, the biggest agrarian festival of Western Odisha. BJD Veteran Ananga Uday Singh Deo, MP Kalikesh Singh Deo along with his wife Meghna Singh Deo , daughter Amaira Singh Deo, brother Manmath Vijay Singh Deo and Deputy Chief Minister...

ଚୀନକୁ ଟପିଲା ଭାରତ

0

ନୂଆଦିଲ୍ଲୀ : ୨୦୨୪ ସେପ୍ଟେମ୍ବରରେ ଏମଏସସିଆଇ ଉଦୀୟମାନ ବଜାର ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କରେ ଭାରତ ଗୁରୁତ୍ୱ ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଦେଇଥିବା ମୋର୍ଗାନ ଷ୍ଟାନଲି ଘୋଷଣା କରିଛି । ଏମଏସସିଆଇ ଇଏମ ଆଇଏମଆଇରେ ଭାରତର ଗୁରୁତ୍ୱ ୨୨.୨୭ ପ୍ରତିଶତ ଥିବା ବେଳେ ଚୀନର ୨୧.୫୮ ପ୍ରତିଶତ ରହିଛି । ଏମଏସସିଆଇ ଆଇଏମଆଇରେ ୩,୩୫୫ ଷ୍ଟକ ରହିଛି ଏବଂ ଏଥିରେ ବଡ଼, ମଧ୍ୟମ ଏବଂ କ୍ଷୁଦ୍ର କ୍ୟାପ୍ କମ୍ପାନୀ ଅନ୍ତର୍ଭୁକ୍ତ । ଏହା ଉଦୀୟମାନ ବଜାର ରୂପେ ବିବେଚିତ ହେଉଥିବା ୨୪ଟି ଦେଶର...

SPCB On Clean Air Campaign

0

Bhubaneswar: Satyabrata Sahu, Additional Chief Secretary (ACS) Home, Forest, Environment and Climate Change has said the community is showing increasing interest in clean air. State Pollution Control Board in collaboration with Centre for Environment Studies (CES) have organized the Cycle Rally to campaign for Public Participation towards improving air quality. Addressing the gathering ACS DoFE&CC, Shri Sahu said that accordingly the...

ଜୀବନ ବଞ୍ଚାଉଛି ସ୍ୱଚ୍ଛ ଭାରତ ଅଭିଯାନ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ଦେଶରେ ବ୍ୟାପକ ଅଭ୍ୟାସଗତ ପରିବର୍ତ୍ତନ ଆଣିବା ସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱଚ୍ଛ ଭାରତ ଅଭିଯାନ ଏବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଏହି ଅଭିଯାନ ଦେଶକୁ ଖୋଲା ଶୌଚମୁକ୍ତ କରିବା ଯୋଗୁ ଭାରତରେ ବାର୍ଷିକ ପ୍ରାୟ ୬୦,୦୦୦ରୁ ୭୦,୦୦୦ ନବଜାତ ଶିଶୁଙ୍କ ମୃତ୍ୟୁକୁ ଏଡ଼ାଇ ଦିଆଯାଇ ପାରିଛି। ନିକଟରେ ନେଚର୍‌ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।...

ନୂଆଁଖାଇରୁ ସିଏମ୍‍ କିଷାନ

0

ଭୁବନେଶ୍ୱର: ନୂଆଁଖାଇ ପର୍ବ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁରରେ ଆୟୋଜିତ ଏକ ମେଗା କାର୍ଯ୍ୟକ୍ରମରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ଅନ୍ତର୍ଭୁକ୍ତ ହୋଇନଥିବା କୃଷକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪,୦୦୦ ଟଙ୍କା ସହାୟତା ଦିଆଯିବ । ପୂର୍ବ ବିଜେଡି ସରକାରଙ୍କ କାଳିଆ ବଦଳରେ ବିଜେପି ସରକାର ପ୍ରଥମ ବଜେଟରେ ପିଏମ୍ କିଷାନ ଯୋଜନା ଅନୁଯାୟୀ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଘୋଷଣା କରିଛନ୍ତି।...

ପାଠପଢା କଥା କେହି କହୁନାହାନ୍ତି

0

ଭୁବନେଶ୍ୱର : ରେଭେନ୍ସା କଲେଜର ନାମ ପରିବର୍ତ୍ତନ ବିତର୍କକୁ ନେଇ ଗଣମାଧ୍ୟମରେ ରାଜନେତାମାନଙ୍କ ବିବୃତ୍ତି ଲଢେଇ ଚାଲିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରି ଏହି ଜ୍ଞାନର ମନ୍ଦିରକୁ କିଭଳି ଅଧିକ ଗୌରବାନ୍ୱିତ କରାଯାଇ ପାରିବ ସେଥିଘେନି କିନ୍ତୁ ରାଜନେତାମାନେ ପାଟି ଖୋଲୁ ନାହାନ୍ତି । ରେଭେନ୍ସା କଲେଜ ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ ହେବାର ପାଖାପାଖି ୨୦ବର୍ଷ ବିତିଲାଣି । ଓଡିଶାର ସର୍ବ ପୁରାତନ ତଥା ଏକ ନମ୍ବର କଲେଜ ଭାବେ ଦେଶ ବିଦେଶରେ ଏକଦା ଗୌରବ ବହନ କରୁଥିବା ଏହି...

ଆଇଟିଆଇ ପାଠ ପାଇଁ ଶିକ୍ଷକ ଅଭାବ

0

ଭୁବନେଶ୍ୱର : ସରକାରୀ ଆଇଟିଆଇରେ ପଢିବାପାଇଁ ଛାତ୍ରଛାତ୍ରୀ ବେଶ୍‍ ଆଗ୍ରହ ପ୍ରକାଶ କରୁଥିବାବେଳେ ପ୍ରମୁଖ ଆଇଟିଆଇ ଶିକ୍ଷାନୁଷ୍ଠାନରେ ପଢାଇବାକୁ ଶିକ୍ଷକ ସଙ୍କଟ ଦେଖିବାକୁ ମିଳୁଛି । କଟକ ସ୍ଥିତି ଆଇଟିଆଇରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିବା ଏହାର ଏକ ଜ୍ୱଳନ୍ତ ଉଦାହରଣ । ରାଜ୍ୟରେ ରହିଛି ୭୨ଟି ସରକାରୀ ଆଇଟିଆଇ । ୨୦୨୩-୨୪ ଶିକ୍ଷାବର୍ଷରେ ଏହିସବୁ ଶିକ୍ଷାନୁଷ୍ଠାନରେ ୨୩,୧୫୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । କେବଳ ୫ଟି ଆଇଟିଆଇକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ଆଇଟିଆଇରେ ସମସ୍ତ ସ୍ଥାନ...

CM KISAN On Nuakhai

0

Bhubaneswar: On the occasion of Nuakhai, a major agrarian festival, Chief Minister Mohan Charan Majhi will launch the CM KISAN scheme at a mega event being organized at Sambalpur to celebrate Nuakhai on Sunday. The official launching will take place at Gangadhar Meher University auditorium in which farmers not covered in Pradhan Mantri Kisan Samman Nidhi will get an assistance...

Pandey New Finance Secretary

0

New Delhi: 1987 Batch IAS Tuhin Kanta Pandey has been appointed as Union Secretary Finance.Shri Pandey is now serving as Union Secretary, Department of Investment and Public Asset Management.After T V Somanathan was appointed as Cabinet Secretary, the post was vacant. Shri Pandey belongs to Odisha Cadre of IAS and he has also served as Principal Secretary Finance in the...