୫ହଜାର ଅନୁକମ୍ପା ନିଯୁକ୍ତି ହୋଇପାରୁନି

ଭୁବନେଶ୍ୱର : ରାଜ୍ୟରେ ୧ଲକ୍ଷ ୪୦ହଜାରରୁ ଅଧିକ ତୃତୀୟ ଓ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ ପଦବୀ ଖାଲି ପଡିଥିବାବେଳେ ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରିଥିବା ପ୍ରାୟ ୫ହଜାର କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରୁନାହିଁ । ଏଥିଘେନି ପ୍ରଚଳିତ ଆଇନ୍‍ରେ ସଂଶୋଧନ ଆଣିବାଲାଗି ବାରମ୍ବାର ଦାବି ହେଉଥିଲେ ମଧ୍ୟ ତାହା ଉପରେ ଗୁରୁତ୍ୱ ନଦେଇ ଅଦାଲତଙ୍କ ରାୟ ଆଧାରରେ ଚାକିରି ଦିଆଯାଉଥିବାରୁ ମାମଲା ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରର ଆର୍ଥିକ ଦୁଃସ୍ଥିତିକୁ ବିଚାରକୁ...

ମିଟର ବୋଝ ବୋହି ଚାଲିଛନ୍ତି ହିତାଧିକାରୀ

0

ଭୁବନେଶ୍ୱର : ରାଜ୍ୟରେ ବିଜୁଳି ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ନିଜ ସୁବିଧା ମୁତାବକ ବିଦ୍ୟୁତ୍‍ ମିଟର ବଦଳାଉଥିବାରୁ ହିତାଧିକାରୀମାନେ ଏବେ ନିୟମିତ ଭାବେ ମିଟରବାବଦୀୟ ଅର୍ଥ ଗଣିବାରେ ଲାଗିଛନ୍ତି । ମାସକୁ ମାସ ମିଟର ଭଡା ଆଦାୟ କରୁଥିବା ବିତରଣ କମ୍ପାନୀ ଏକକାଳୀନ ଭାବେ ମିଟର ବାବଦ ଦେୟ ନେବାକୁ ରାଜି ହେଉନାହାନ୍ତି । ବିଜୁଳି ବଣ୍ଟନ ଦାୟିତ୍ୱରେ ସରକାରୀ ସଂସ୍ଥା ସେସୁ ଥିବାବେଳେ ହିତାଧିକାରୀଙ୍କ ଘରେ ପରୀକ୍ଷିତ ମିଟର ଲଗାଇବା ସହ ଏ ବାବଦରେ ଅର୍ଥ ଆଦାୟ କରିଥିଲା ।...

ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ପାଳନ ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ଦ୍ୱାରା ଆୟୋଜିତ ତ୍ରିଦିବସୀୟ ଚିତ୍ର କର୍ମଶାଳା ଉଦଯାପିତ ହୋଇଯାଇଛି । ଉଦଯାପନ ସମାରୋହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ...

କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟିତ

0

ଭୁବନେଶ୍ୱର : ରାଜ୍ୟ ଔଷଧୀୟ ଗୁଳ୍ମଲତା ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆଜି ପ୍ରଦର୍ଶନୀ ପଡ଼ିଆ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଲେ ଯେ, ଆମର ଜୀବନଶୈଳୀ କ୍ରମଶଃ ଅତ୍ୟାଧୁନିକ ହେବାରେ ଲାଗିଛି । ଆମେ ଯନ୍ତ୍ର ଉପରେ ଅଧିକରୁ ଅଧିକ ନିର୍ଭର କରୁଛୁ । ପ୍ରକୃତି ଓ ପ୍ରକୃତିଦତ୍ତ ସମ୍ପଦର ଉପଯୋଗରୁ ଆମେ ଧୀରେ ଧୀରେ ଦୂରେଇ...

Sethi Lauds Birsa Munda

Bhubaneswar: To celebrate the 150th birth anniversary of Birsa Munda, a three days painting workshop organized by the Scheduled Castes and Scheduled Tribes Research and Training Institute (SCSTRTI) has been concluded. Bishnupada Sethi, Principal Secretary, STSC Development, M&BCW Department attended and felicitated the artists. Shri Sethi expressed his happiness and expressed his gratitude for this effort to remember the lost revolutionaries...

Kalinga Herbal Fair Kick Starts

0

Bhubaneswar: Ayurvedic system of medicine is an integral part of the age-old Shree Jagannath culture. This system of medicine is closely associated with Odia culture and tradition. Odisha has ample opportunities for Ayurvedic treatment. Because there is continuous forest growth in Odisha, for this, the State Government is taking various steps through the Odisha State Medicinal Plant Board (SMPB). At...

ଆରମ୍ଭ ହେଲା ଆରଡିସି ତଦନ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମଣ୍ଡିପଙ୍କା ଗ୍ରାମର ଦୁଇ ଜଣଙ୍କ ମୃତ୍ୟୁ ଓ ଚିକିତ୍ସା ବ୍ୟବସ୍ଥା ନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆରଡିସି) ରୂପା ରୋଶନ ସାହୁ ତଦନ୍ତ ଆରମ୍ଭ କରିଛନ୍ତି। ଶ୍ରୀମତି ସାହୁ ଆଜି ମଣ୍ଡିପଙ୍କା ଗ୍ରାମ ଗସ୍ତ କରି କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ପରିବାର ସଦସ୍ୟ, ୱାର୍ଡ ମେମ୍ବର, ସମ୍ପ୍ରଦାୟ ଓ ନାଗରିକ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରି ଘଟଣାର ଗଭୀର ତଦନ୍ତ କରିଛନ୍ତି। ଆରଡିସି...

ପିଏମ୍‌-ବିଦ୍ୟାଲକ୍ଷ୍ମୀକୁ କ୍ୟାବିନେଟ୍ ମଞ୍ଜୁରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯାହାଫଳରେ ଆର୍ଥିକ ଅଭାବ କାରଣରୁ କେହି ଜଣେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ନାହିଁ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଜାତୀୟ ଶିକ୍ଷା ନୀତି, ୨୦୨୦ ଅଧୀନରେ ଗ୍ରହଣ କରାଯାଇଥିବା ଅନ୍ୟତମ ପ୍ରମୁଖ ପଦକ୍ଷେପ। ଉଭୟ ସରକାରୀ...

Odisha Tourism Shines In WTM

0

London: Odisha Tourism marked an important step forward at World Travel Market (WTM) London 2024 by showcasing the State’s tourism potential to the UK and European source markets. Deputy Chief Minister Pravati Parida, who is in official visit to WTM, has inaugurated Odisha’s pavilion at ExCel Center, alongside High Commissioner of India to UK, Vikram Doraiswami in presence of Tourism...

RDC Probe Begins

Bhubaneswar: Acting swiftly after Chief Minister Mohan Charan Majhi’s order, Revenue Divisional Commissioner (RDC) Southern Division, Roopa Roshan Sahoo on Wednesday began inquiry into the alleged death of two persons and medical complicacies among the villagers of Mandipanka village of Daringbadi block in Kandhamal district. Shrimati Sahoo today visited the Kandhamal village and interacted with the family members, ward members,...