Intl’ Millet Meet On 10 NOV

0

Bhubaneswar: The Department of Agriculture and Farmers' Empowerment is going to organize an International Symposium on Shree Anna & Forgotten Foods (ISSFF) here at Lok Seva Bhavan on November 10 and 11. The theme of the event is "Celebrating Shree Anna & Agricultural Heritage of Odisha". Chief Minister Mohan Charan Majhi will inaugurate the two-day event set to highlight the important...

ଆରଡିସି କରିବେ ଆମ୍ବଟାକୁଆ ତଦନ୍ତ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାରେ ଆମ୍ବଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ଜଣ ମୃତ୍ୟୁବରଣ କରିବାର ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ଦକ୍ଷିଣାଞ୍ଚଳ ଆରଡିସି ରୁପା ରୋଶନ ସାହୁ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିର ମାଣ୍ଡିପଡା ଗାଁରେ ଦୁଇଜଣଙ୍କ ମୃତ୍ୟୁ ଆମ୍ବଟାକୁଆରୁ ପ୍ରସ୍ତୁତ ଜାଉ ଖାଇବା ପରେ ହୋଇଛି । ଏହାକୁ ଖାଇଥିବା ଆଉ ଚାରିଜଣ ଗୁରୁତର ହେବାକୁ ସେମାନଙ୍କୁ ଏମଜେସିଜିରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ...

Gajapati Slams ISKCON

0

Puri: Puri King Gajapati Maharaja Dibyasingha Deb has strongly condemned the International Society for Krishna Consciousness (ISKCON)’s plan to hold untimely Rath Jatra for Lord Jagannath in Houston, Texas. The ISKCON in Houston has decided to hold Rath Jatra on November 9, ahead of the traditional festival period in June or July. Addressing a press conference here today, the Puri King...

Bullets Fired In Train

0

Bhubaneswar: In a shocking incident, two bullets were allegedly fired at the moving Nandan Kanan Express train in Bhadrak district by unknown persons this morning, prompting the GRP to launch an investigation. However, no one was injured in the incident that took place near Charampa station. Railway Protection Force (RPF) personnel secured Nandan Kanan Express and escorted it till Puri, Railway...

Probe On Mango Kernel Deaths

Bhubaneswar: Chief Minister Mohan Charan Majhi today ordered an RDC-level inquiry into the death of two women after allegedly consuming gruel made of mango kernel at Mandipanka village under Kandhamal district’s Daringbadi block. The Chief Minister’s order came in the aftermath of a high-level delegation of Odisha Pradesh Congress Committee (OPCC) meeting Governor Raghubar Das in this issue. The OPCC delegation...

ବୌଦ୍ଧ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପ୍ରତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ନଭେମ୍ବର ୨୦୨୪) ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ( ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ହେଉଛି ଧର୍ମର ଭୂମି । ପ୍ରତ୍ୟେକ ଯୁଗରେ, ଭାରତରେ ମହାନ ଗୁରୁ ଏବଂ ରହସ୍ୟବାଦୀ, ଦର୍ଶକ ଏବଂ ସାଧକ ରହିଆସିଛନ୍ତି, ଯେଉଁମାନେ ମାନବିକତା ଭିତରେ ଶାନ୍ତି ଏବଂ ବାହାରେ...

ଭାରତ ଅଟା ଏବଂ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ବିକ୍ରି ଆରମ୍ଭ

0

ନୂଆଦିଲ୍ଲୀ : କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଜ୍ୟମନ୍ତ୍ରୀ ଶ୍ରୀ ବିଏଲ ବର୍ମାଙ୍କ ଉପସ୍ଥିତିରେ ଏନସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାହକଙ୍କୁ କିଲୋ ପିଛା ସର୍ବାଧିକ ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋ ପିଛା ସର୍ବାଧିକ ୩୪...

ଧର୍ମ ମାସରେ ଲୁଟୁ ଛନ୍ତି

0

ଭୁବନେଶ୍ୱର : ଧର୍ମମାସ କାର୍ତ୍ତିକରେ ବିଭିନ୍ନ ଶୈବପୀଠ ଓ ଦେବାଳୟକୁ ଲୋକଙ୍କ ସୁଅ ଛୁଟୁଥିବାବେଳେ ଏହିସବୁ ମନ୍ଦିର ଓ ଆଖପାଖର ବ୍ୟବସାୟୀମାନେ ଲୋକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି । ବିଶେଷକରି ସେହିସବୁ ସ୍ଥାନରେ ନିରାମିଷ ଖାଦ୍ୟ ପସରା ଖୋଲିଥିବା ବ୍ୟବସାୟୀମାନେ ମନଇଚ୍ଛା ଦର କଷିବା ସହିତ ଖାଦ୍ୟର ମାନପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । କାର୍ତ୍ତିକମାସ ଯୋଗୁଁ ଲୋକେ ଦେବାଳୟଗୁଡିକୁ ଯିବା ସହିତ ସେହିଠାରେ ପ୍ରସାଦ ସେବନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଲୋକଙ୍କ ଆଗ୍ରହକୁ ଦେଖି ମନ୍ଦିରଗୁଡିକରେ ପ୍ରସାଦ...

ଶତ ପ୍ରତିଶତ ସାକ୍ଷରତା ଲକ୍ଷ୍ୟ

0

ଭୁବନେଶ୍ୱର : ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବାର ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ରାଜ୍ୟ ସରକାର ଓଡିଶାକୁ ପୂର୍ଣ୍ଣ ସାକ୍ଷର କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଖସଡା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ୨୦୧୧ ମସିହାରେ ଶେଷଥର ପାଇଁ ହୋଇଥିବା ଜନଗଣନା ସମୟରେ ରାଜ୍ୟରେ ସାକ୍ଷରତା ହାର ପାଖାପାଖି ୭୩ପ୍ରତିଶତ ରହିଥିଲା । ସେତେବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସାକ୍ଷରତା କ୍ଷେତ୍ରରେ ବଡ ଫରକ ଥିବାବେଳେ...

100% Literacy By 2036

0

Bhubaneswar: The new BJP government has started preparations to make Odisha 100 percent literate by 2036, when Odisha will complete 100 years of its formation.   For this, both the School and Mass Education and the Higher Education Departments are preparing action plans to achieve the ambitious target. During the last Census conducted in 2011, the literacy rate in the State...