ଜଳ ଯୋଗାଉଛି ବେଦାନ୍ତର ଜଳବିଭାଜିକା ପ୍ରକଳ୍ପ

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି, ଯାହା ପୂର୍ବରୁ ମରୁଡ଼ି ଏବଂ ଦୁର୍ଭିକ୍ଷ ଦ୍ୱାରା ପୀଡିତ ଥିଲା। ପ୍ରଯୁକ୍ତିବିଦ୍ୟା-ସମର୍ଥିତ ପଦକ୍ଷେପ ଏବଂ ଏକ ସହଭାଗୀ ପଦ୍ଧତି ବ୍ୟବହାର କରି, ବେଦାନ୍ତର 'ସଙ୍ଗମ ଜଳବିଭାଜିକା ପ୍ରକଳ୍ପ' କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଆଖପାଖର ୪୧ଟି ଗ୍ରାମରେ ସ୍ଥାୟୀ ଜଳ ବ୍ୟବସ୍ଥା ସହିତ ପାନୀୟ ଏବଂ କୃଷି ଉଭୟ ପାଇଁ ବର୍ଷସାରା ଜଳ ଉପଲବ୍ଧତା ସୁନିଶ୍ଚିତ କରୁଛି। ସଙ୍ଗମ ଜଳବିଭାଜିକା...

BJD Fires Quota Salvo

Bhubaneswar: Odisha is witnessing a political showdown over reservation for Socially and Economically Backward Classes (SEBCs)/OBCs. The Biju Janata Dal (BJD) today intensified pressure on the BJP government, staging a Raj Bhavan protest demanding a full 27% reservation for SEBC/OBC students in all higher education and employment, including professional courses. This agitation follows the state BJP government's recent announcement of...

Vedanta Transforms Parched Lands

Bhubaneswar: Vedanta Aluminium's "Sangam Watershed Project" is radically transforming water availability and agricultural productivity across 41 villages in Odisha's drought-prone Kalahandi district. Leveraging cutting-edge technology and a strong community-driven approach, this initiative by India's largest aluminum producer is creating sustainable water assets, ensuring year-round access for both drinking and farming. Previously marked by drought and famine, the region is now...

College Union Polls Back

Bhubaneswar: A significant development is on the horizon for Odisha's Higher Education landscape: Student Union elections in public colleges and universities are highly anticipated to be held before the Dussehra Puja holidays. This positive indication came today from Higher Education Minister Suryabanshi Suraj, echoing Chief Minister Mohan Charan Majhi's commitment to restore campus democracy. "Chief Minister Mohan Charan Majhi has...

ଦୂର ହେଲା ୧୮୦ ଦିନର  ମାତୃତ୍ୱ ଛୁଟି ଦ୍ୱନ୍ଦ

0

ଭୁବନେଶ୍ୱର : ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି।  କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ...

Majhi Unlocks Maternity Leave

0

Bhubaneswar:In a move that promises significant relief for female government employees, Chief Minister Mohan Charan Majhi has personally intervened to untangle the complexities surrounding maternity leave (ML). Addressing widespread confusion and concern, Shri Majhi, who oversees the Finance Portfolio, has approved a comprehensive overhaul, simplifying access and providing clear guidelines for this essential benefit. Previously, female government employees faced uncertainty...

ବଢ଼ିଲା ମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ

ଭୁବନେଶ୍ୱର : ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ବନ୍ଧା ପଡ଼ିଥିବା ମନ୍ତ୍ରୀମାନଙ୍କ କ୍ଷମତା ଏବେ ବନ୍ଧନମୁକ୍ତ ହେବାକୁ ଯାଉଛି । କ୍ୟାବିନେଟ୍‍ ବୈଠକ ଲାଗି ଅଫିସରମାନଙ୍କର ଯେଉଁ ଦବ୍‍ଦବା ଥିଲା ତାହାକୁ ସଂକୁଚିତ କରି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଗଢ଼ାଯାଇଥିବା କ୍ୟାବିନେଟ୍‍ ନିକଟକୁ ପୁଣି ତାହା ଫେରାଇ ଅଣାଯାଉଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ନିଷ୍ପତ୍ତିକୁ ଦଳମତ ନିର୍ବିଶେଷରେ ସ୍ୱାଗତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ରାଜ୍ୟ କ୍ୟାବିନେଟ୍‍ ବୈଠକରେ ବହୁ ନୀତିଗତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

ଯୁକ୍ତ ୩ ନାମାଙ୍କନରେ ମୂଳରୁ ବିଭ୍ରାଟ

ଭୁବନେଶ୍ୱର : ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁ ଏଥର ଡିଗ୍ରୀ କଲେଜ୍‍ଗୁଡ଼ିକରେ ଯୁକ୍ତ ୩ ଶ୍ରେଣୀରେ ନାମ ଲେଖା ସଂକ୍ରାନ୍ତରେ ବିଭ୍ରାଟ ଉପୁଜିଛି । ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ୨ ଫଳାଫଳ ପ୍ରକାଶ ପୂର୍ବରୁ ସିବିଏସ୍‍ଇ ଓ ଆଇସିଏସ୍‍ଇ ବୋର୍ଡର ପ୍ରକାଶିତ ଫଳାଫଳକୁ ଆଖି ଆଗରେ ରଖି ସାମ୍‍ସ ମାଧ୍ୟମରେ ନାମ ଲେଖା ପାଇଁ ଆବେଦନ ପତ୍ରର ଶେଷ ତାରିଖ ଗଡ଼ି ଯାଇଛି । ଏଥିଯୋଗୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ସାଧାରଣ ଲୋକଙ୍କ...

ମାଳଦ୍ଵୀପ ଏକ୍ସ ପୋରେ ଝଲସିବ ଓଡ଼ିଶା ପଟ୍ଟଚିତ୍ର

0

ଭୁବନେଶ୍ୱର : ଚଳିତ ବର୍ଷ ମାଳଦ୍ଵୀପ ସାରସ ୱାର୍ଲଡ ଏକ୍ସ ପୋ ୨୦୨୫ ରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏକ ଜିଲ୍ଲା ଏକ ଉତ୍ପାଦ(ଓଡିଓପି) ଅଧୀନରେ ଭାରତର ବିଶେଷ ଉତ୍ପାଦଗୁଡିକ ସ୍ଥାନ ପାଇବାକୁ ଯାଉଛି । ସମଗ୍ର ଦେଶରୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଏକ ଜିଲ୍ଲା ଏକ ଉତ୍ପାଦ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯିବ । ଏହି ପରିପ୍ରେକ୍ଷୀରେ  ଓଡ଼ିଶାର ପାଞ୍ଚୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଏକ ଜିଲ୍ଲା ଏକ ଉତ୍ପାଦ ଅଧୀନରେ ସାତୋଟି...

ଓଡିଶା ହେବ ଦୁଃସାହସିକ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫କୁ ଚୁଡାନ୍ତ କରାଯାଇଛି । ଅନ୍ୟାନ୍ୟ କ୍ଷେତ୍ର ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡିଶାରେ ପର୍ଯ୍ୟଟନ ପ୍ରକଳ୍ପ ଗୁଡିକର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରକୁ ଏପରି ଆକର୍ଷଣୀୟ କରାଯିବ, ଯେପରି ଲୋକ ଭାରତକୁ ଆସିବା କଥା ଚିନ୍ତା କଲେ, ପ୍ରଥମେ ଓଡିଶା କଥା ତାଙ୍କ ମନକୁ ଆସିବ ବୋଲି ମୁଖ୍ୟମନ୍ତ୍ରୀ...