ଯୁକ୍ତ ଦୁଇ ପାସ୍ ହାର ୮୨.୭୭ ପ୍ରତିଶତ
ଭୁବନେଶ୍ୱର : ଆଜି ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୨.୭୭ ପ୍ରତିଶତ ରହିଛି । ଏଥିରେ ଛାତ୍ରଙ୍କ ପାସ୍ ହାର ୭୭.୮୮ ପ୍ରତିଶତ ଥିବା ବେଳେ ୮୭.୨୪ ପ୍ରତିଶତରେ ଛାତ୍ରୀ ଆଗୁଆ ରହିଛନ୍ତି । ସେହିପରି ବିଜ୍ଞାନରେ ପାସ୍...
Amitabh Kant Crowns Debrigarh India’s Eco-Tourism Gold Standard
Sambalpur: India's G20 Sherpa and the architect of "Incredible India," Amitabh Kant, has unequivocally crowned Odisha's Debrigarh Wildlife Sanctuary as the nation's premier eco-tourism destination. He hailed its community-led model as a global benchmark, asserting it's "by far the best example of the local community operating and managing the entire Ecotourism project." Shri Kant's emphatic endorsement, made during his...
ଜଳ ଯୋଗାଉଛି ବେଦାନ୍ତର ଜଳବିଭାଜିକା ପ୍ରକଳ୍ପ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି, ଯାହା ପୂର୍ବରୁ ମରୁଡ଼ି ଏବଂ ଦୁର୍ଭିକ୍ଷ ଦ୍ୱାରା ପୀଡିତ ଥିଲା। ପ୍ରଯୁକ୍ତିବିଦ୍ୟା-ସମର୍ଥିତ ପଦକ୍ଷେପ ଏବଂ ଏକ ସହଭାଗୀ ପଦ୍ଧତି ବ୍ୟବହାର କରି, ବେଦାନ୍ତର 'ସଙ୍ଗମ ଜଳବିଭାଜିକା ପ୍ରକଳ୍ପ' କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଆଖପାଖର ୪୧ଟି ଗ୍ରାମରେ ସ୍ଥାୟୀ ଜଳ ବ୍ୟବସ୍ଥା ସହିତ ପାନୀୟ ଏବଂ କୃଷି ଉଭୟ ପାଇଁ ବର୍ଷସାରା ଜଳ ଉପଲବ୍ଧତା ସୁନିଶ୍ଚିତ କରୁଛି। ସଙ୍ଗମ ଜଳବିଭାଜିକା...
BJD Fires Quota Salvo
Bhubaneswar: Odisha is witnessing a political showdown over reservation for Socially and Economically Backward Classes (SEBCs)/OBCs. The Biju Janata Dal (BJD) today intensified pressure on the BJP government, staging a Raj Bhavan protest demanding a full 27% reservation for SEBC/OBC students in all higher education and employment, including professional courses. This agitation follows the state BJP government's recent announcement of...
Vedanta Transforms Parched Lands
Bhubaneswar: Vedanta Aluminium's "Sangam Watershed Project" is radically transforming water availability and agricultural productivity across 41 villages in Odisha's drought-prone Kalahandi district. Leveraging cutting-edge technology and a strong community-driven approach, this initiative by India's largest aluminum producer is creating sustainable water assets, ensuring year-round access for both drinking and farming. Previously marked by drought and famine, the region is now...
College Union Polls Back
Bhubaneswar: A significant development is on the horizon for Odisha's Higher Education landscape: Student Union elections in public colleges and universities are highly anticipated to be held before the Dussehra Puja holidays. This positive indication came today from Higher Education Minister Suryabanshi Suraj, echoing Chief Minister Mohan Charan Majhi's commitment to restore campus democracy. "Chief Minister Mohan Charan Majhi has...
ଦୂର ହେଲା ୧୮୦ ଦିନର ମାତୃତ୍ୱ ଛୁଟି ଦ୍ୱନ୍ଦ
ଭୁବନେଶ୍ୱର : ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ...
Majhi Unlocks Maternity Leave
Bhubaneswar:In a move that promises significant relief for female government employees, Chief Minister Mohan Charan Majhi has personally intervened to untangle the complexities surrounding maternity leave (ML). Addressing widespread confusion and concern, Shri Majhi, who oversees the Finance Portfolio, has approved a comprehensive overhaul, simplifying access and providing clear guidelines for this essential benefit. Previously, female government employees faced uncertainty...
ବଢ଼ିଲା ମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ
ଭୁବନେଶ୍ୱର : ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ବନ୍ଧା ପଡ଼ିଥିବା ମନ୍ତ୍ରୀମାନଙ୍କ କ୍ଷମତା ଏବେ ବନ୍ଧନମୁକ୍ତ ହେବାକୁ ଯାଉଛି । କ୍ୟାବିନେଟ୍ ବୈଠକ ଲାଗି ଅଫିସରମାନଙ୍କର ଯେଉଁ ଦବ୍ଦବା ଥିଲା ତାହାକୁ ସଂକୁଚିତ କରି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଗଢ଼ାଯାଇଥିବା କ୍ୟାବିନେଟ୍ ନିକଟକୁ ପୁଣି ତାହା ଫେରାଇ ଅଣାଯାଉଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ନିଷ୍ପତ୍ତିକୁ ଦଳମତ ନିର୍ବିଶେଷରେ ସ୍ୱାଗତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ନୀତିଗତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...
ଯୁକ୍ତ ୩ ନାମାଙ୍କନରେ ମୂଳରୁ ବିଭ୍ରାଟ
ଭୁବନେଶ୍ୱର : ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁ ଏଥର ଡିଗ୍ରୀ କଲେଜ୍ଗୁଡ଼ିକରେ ଯୁକ୍ତ ୩ ଶ୍ରେଣୀରେ ନାମ ଲେଖା ସଂକ୍ରାନ୍ତରେ ବିଭ୍ରାଟ ଉପୁଜିଛି । ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ୨ ଫଳାଫଳ ପ୍ରକାଶ ପୂର୍ବରୁ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡର ପ୍ରକାଶିତ ଫଳାଫଳକୁ ଆଖି ଆଗରେ ରଖି ସାମ୍ସ ମାଧ୍ୟମରେ ନାମ ଲେଖା ପାଇଁ ଆବେଦନ ପତ୍ରର ଶେଷ ତାରିଖ ଗଡ଼ି ଯାଇଛି । ଏଥିଯୋଗୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ସାଧାରଣ ଲୋକଙ୍କ...