ଅଧାରେ ରହିଗଲା ହାଟ ସ୍ଥାନାନ୍ତର

0

ଭୁବନେଶ୍ୱର : ରାଜଧାନୀର ପ୍ରମୁଖ ହାଟଗୁଡିକର ସ୍ଥାନାନ୍ତର ଯୋଜନା ଅଧାରେ ରହିଯାଇଛି । ଏକ ନମ୍ବର ପାଇକାରୀ ପରିବା ହାଟକୁ ଭଗବାନପୁର ଉଠାଇନେବାକୁ ଯୋଜନା ହୋଇଥିବାବେଳେ ଚାରି ନମ୍ବର ପାଇକାରୀ ମାଛ ହାଟକୁ କୁଆଖାଇ ନଦୀପଠା ନିକଟକୁ ନେବାପାଇଁ ସ୍ଥିର କରାଯାଇଥିଲା । ସହରର କେନ୍ଦ୍ରସ୍ଥଳ ଏକ ନମ୍ବର ଅଞ୍ଚଳରେ ରହିଛି ରାଜଧାନୀର ସର୍ବବୃହତ୍‍ ପାଇକାରୀ ପରିବା ହାଟ । ରାଜଧାନୀର ଆଖପାଖ ଅଞ୍ଚଳ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏପରିକି ରାଜ୍ୟ ବାହାରୁ ଦୈନିକ ଏଠାରୁ ଟ୍ରକ ଟ୍ରକ ପରିବା ଆସୁଛି ।...

ରାଜ୍ୟ ଯୋଜନା ବୋର୍ଡ ଅଚଳ

0

ଭୁବନେଶ୍ୱର : ସତର ବର୍ଷ ଧରି ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇନାହିଁ । ଯୋଜନା ବୋର୍ଡର ଅଧ୍ୟକ୍ଷ ନିଜେ ମୁଖ୍ୟମନ୍ତ୍ରୀ ରହିଆସୁଥିବା ବେଳେ ରାଜନୈତିକ ଥଇଥାନ ପାଇଁ ବରିଷ୍ଠ ରାଜନେତାମାନଙ୍କୁ ଏଠାରେ ଉପାଧ୍ୟକ୍ଷ ଓ ସଦସ୍ୟ ଭାବେ ସରକାର ନିଯୁକ୍ତି କରିଥାନ୍ତି । ତେବେ ଓଡ଼ିଶାରେ ବିଜେପି ସରକାର ଗଠିତ ହେବା ପରେ ଅଧାଖଣ୍ଡିଆ ଅବସ୍ଥାରେ ଥିବା ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ଆଉ ନୂଆ ଯୋଜନା ବୋର୍ଡ ଗଢ଼ାଯାଇ ନାହିଁ । ଓଡ଼ିଶାରେ ବିଜେଡି-ବିଜେପିର ମିଳିତ...

Odisha Pavilion Opens

0

New Delhi: In 2036, we will celebrate the centenary of the formation of a separate State of Odisha and in 2047, the centenary of independence will also be celebrated all over India. These two historic events have brought us unparalleled opportunities to accelerate the growth of our State," said Deputy Chief Minister Pravati Parida while inaugurating the grand pavilion...

ଓଡିଶା ପାଭିଲିୟନ ଉଦଘାଟିତ

0

ନୂଆଦିଲ୍ଲୀ : ୨୦୩୬ରେ ଆମେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକ ପାଳନ କରିବା ଏବଂ ୨୦୪୭ରେ ସମଗ୍ର ଭାରତବର୍ଷରେ ମଧ୍ୟ ସ୍ଵାଧୀନତାର ଶତବାର୍ଷିକ ପାଳନ କରାଯିବ । ଆମ ରାଜ୍ୟର ଅଭିବୃଦ୍ଧିକୁ ତ୍ଵରାନ୍ଵିତ କରିବା ଲାଗି ଏହି ଦୁଇଟି ଐତିହାସିକ ଘଟଣା ଆମ ପାଇଁ ଅବିକଳ୍ପ ସୁଯୋଗ ଆଣିଦେଇଛି ବୋଲି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ରେ ଓଡିଶା ପାଭିଲିୟନର ଭବ୍ୟ ମଣ୍ଡପକୁ ଆଜି ଅପରାହ୍ନରେ ଉଦଘାଟନ କରି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିବା ସହିତ ୨୦୩୬ ମସିହା ସୁଦ୍ଧା ଓଡିଶାର...

Push For KYM App

0

New Delhi: Union Minister for Youth Affairs & Sports, Dr. Mansukh Mandaviya, has launched a nationwide appeal to strengthen the fight against doping in sports, urging athletes, coaches, and the entire sporting community to embrace the National Anti-Doping Agency (NADA) India's ‘Know Your Medicine (KYM)’ app. This innovative tool aims to empower athletes with critical information, helping them avoid...

PM On Tribal Care

0

New Delhi: On the occasion of Janjatiya Gaurav Diwas, Hon’ble Prime Minister Narendra Modi will visit Jamui, Bihar, on 15 November 2024, marking the commencement of the 150th Birth Anniversary Year celebrations of Dharti Aaba Bhagwan Birsa Munda, a towering figure in the freedom struggle and an iconic leader for tribal empowerment. In this regard, Union Tribal Affairs Minister Jual...

Garg Seeks States’ Co-operation

0

New Delhi: The Ministry of Statistics and Program Implementation (MoSPI), being the nodal agency for planning an integrated development of the statistical system in the country, coordinates the statistical work in respect of the Central Ministries/Departments and State/UT Governments. With this mandate and in order to strengthen the statistical coordination between MoSPI and State Governments/UT Administration, this Ministry organized...

Road Map For PSPs

0

Bhubaneswar: Principal Secretary Energy and E&IT Vishal Kumar Dev welcomed Prashant Kumar Singh, Union Secretary Ministry of New & Renewable Energy. Shri Singh is on a two days long visit to Odisha to attend Chintan Sivir- 2024 organized by Ministry of New & Renewable Energy on 14-15 at the Welcome Hotel in Bhubaneswar. Shri Dev presented him artifact of Trinity-Lord Balabhadra,...

State Announces Film Awards

0

Bhubaneswar: The State Government today announced the recipients of State Film Awards for the years 2020, 2021 and 2022.  Odia Language, Literature and Culture Minister Suryabanshi Suraj announced the recipients of State Film Awards here in presence of Principal Secretary Odia Language, Literature and Culture, STSC Development and SSEPD, Bishnupada Sethi. The recipients of the State Film Awards in 33 categories...

ଅକ୍ଷୟ ଶକ୍ତି ପାଇଁ ୨୨ ଲକ୍ଷ କୋଟି

0

ଭୁବନେଶ୍ୱର : ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଦୁଇଦିନିଆ ଚିନ୍ତନ ଶିବିର-୨୦୨୪ର ଆୟୋଜନ କରାଯାଇଥିଲା । ଏହି ଶିବିରରେ କେନ୍ଦ୍ରମନ୍ତ୍ରୀ, ନୂତନ ଓ ଅକ୍ଷୟ ଶକ୍ତି ଶ୍ରୀ ପ୍ରହ୍ଲାଦ ଯୋଶୀ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ଯଶୋ ନାୟକ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ଶକ୍ତି ବିଭାଗ ସଚିବ ଶ୍ରୀ ପଙ୍କଜ ଅଗ୍ରୱାଲ, ଓଡ଼ିଶାର ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର ।...