ଡାଟା ଏକ ଅମୂଲ୍ୟ ସମ୍ପଦ

0

ଭୁବନେଶ୍ୱର :ପରସ୍ପର ସହ ଜଡ଼ିତ ଦୁନିଆରେ ତଥ୍ୟ ଭିତ୍ତିକ  ନିଷ୍ପତ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ନୀତି ନିର୍ମାତା, ନିବେଶକ, ଗବେଷକ ଏବଂ ନାଗରିକମାନଙ୍କୁ ଜଟିଳ ଆହ୍ୱାନଗୁଡିକୁ ଅନୁଧ୍ୟାନ କରି ପ୍ରଭାବଶାଳୀ ଯୋଜନା ଏବଂ ନୀତି ନିର୍ଦ୍ଧାରଣକୁ ପ୍ରୋତ୍ସାହିତ କରିଥାଏ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଅର୍ଥନୀତି କିମ୍ବା ପରିବେଶ ସ୍ଥାୟିତ୍ୱ କ୍ଷେତ୍ରରେ, ବିଶ୍ୱସନୀୟ, ବ୍ୟାପକ ଏବଂ ସମୟୋପଯୋଗୀ ତଥ୍ୟର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଆଜି ଏହି ପରିପ୍ରେକ୍ଷୀରେ ଅତିଥି ଓ ବକ୍ତାମାନେ ପ୍ରକାଶ କରିଛନ୍ତି । ଆଜି ସ୍ଥାନୀୟ...

ହରେକୃଷ୍ଣ ମହତାବଙ୍କ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ

0

ନୂଆଦିଲ୍ଲୀ : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ସ୍ୱତନ୍ତ୍ର ସ୍ମୃତିଚାରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ବର୍ଷ ବ୍ୟାପୀ ଚାଲିବାକୁ ଥିବା ଏହି ସ୍ମରଣୋତ୍ସବରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ...

ବେଦାନ୍ତର ‘ସ୍ୱର୍ଣ୍ଣ ପ୍ରାସନ୍ନ’ ଅଭିଯାନ ସମ୍ପ୍ରସାରିତ

0

ଭୁବନେଶ୍‌ର : ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟର ୬୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ “ସ୍ୱର୍ଣ୍ଣ ପ୍ରାସନ୍ନ' ଅଭିଯାନକୁ ବିସ୍ତାର କରିଛି । ରାୟଗଡ଼ା ଜିସିଡି ଜିଲ୍ଲା ଉଚ୍ଚ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଅତିରିକ୍ତ ଡିଇଓ ଭଜନ ଲାଲ ମାଝୀ, ବ୍ଲକ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ,...

ଇଲେକ୍ଟ୍ରି ଡ୍ୟୁଟି ୮୦୦କୋଟି ପରେ ବି ସିକ୍ୟୁରିଟି ବୋଝ

0

ଭୁବନେଶ୍ୱର : ଇଲେକ୍ଟ୍ରି ଡ୍ୟୁଟି ବାବଦରେ ବର୍ଷକୁ ପାଖପାଖି ୮୦୦ କୋଟି ଟଙ୍କା ଆଦାୟ କରୁଥିବା ବିଦ୍ୟୁତ୍‍ ବିତରଣ କମ୍ପାନୀ ଏବେ ପୁଣି ସିକ୍ୟୁରିଟୀ ଡିପୋଜିଟ ବୋଝ ଲଦିବା ଆରମ୍ଭ କରିଛି । ତେବେ ଏହି ସିକ୍ୟୁରିଟି ଡିପୋଜିଟ ଅର୍ଥ କେଉଁ ବାବଦରେ ବ୍ୟୟ ହେବ ଏବଂ ଗ୍ରାହକମାନଙ୍କ କେଉଁ କାମରେ ଲାଗିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ । ରାଜ୍ୟରେ ଏବେ ୮୫ଲକ୍ଷ ୨୯ହଜାର ଘରୋଇ ବିଦ୍ୟୁତ୍‍ ଗ୍ରାହକ ରହିଥିବାବେଳେ ସେମାନଙ୍କ ଠାରୁ ପ୍ରତି ମାସରେ ମିଟର ରିଡିଂ ଅନୁଯାୟୀ...

ଏଥର ସ୍ଥାୟୀ ବ୍ୟାରିକେଡ୍‍

0

ଭୁବନେଶ୍ୱର : ବିଶିଷ୍ଟ ବ୍ୟକ୍ତିମାନଙ୍କ ଗସ୍ତବେଳେ ନିରାପତ୍ତା ପାଇଁ ରାଜଧାନୀର ରାସ୍ତାଘାଟରେ ପୂର୍ବରୁ ଯେଭଳି କାଠ ଓ ବାଉଁଶର ବାଡ ଦିଆଯାଉଥିଲା ଏବେ ତାହାକୁ ବଦଳାଇ ସ୍ଥାୟୀ ଲୁହାବାଡର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ଫୁଟ୍‍ପାଥ୍‍ର ଟାଇଲ୍‍ ଭାଙ୍ଗି ବ୍ୟାପକ କାମ ଚାଲିଛି । ଗତ ସରକାର ସମୟରେ ଜୟଦେବଭବନ ସମେତ କେତେକ ଅଞ୍ଚଳରେ ନିରାପତ୍ତା ପାଇଁ ରାସ୍ତାରେ ସୁଉଚ୍ଚ ଲୁହା ଗ୍ରିଲ୍‍ମାନ ବସାଯାଇଥିଲା । ମହାତ୍ମାଗାନ୍ଧୀ ମାର୍ଗରେ ମଧ୍ୟ ଲୁହା ଗ୍ରିଲ୍‍ କେତେକ ସ୍ଥାନରେ ବସିଥିଲା ।...

Ostracize Tiger Eaters; Nanda

0

Bhubaneswar: Ace Nature and Wildlife Conservator, Susanta Nanda is aghast over people killing and eating leopard. Principal Chief Conservator of Forst (PCCF), Wildlife, Susanta Nanda said people who kill leopard and consume its meat should be ostracised. The two and their associates laid a trap to hunt wild boars near the forest in Deodhara village. However, a leopard fell into the...

Central Team Visit On 24 Nov

0

Bhubaneswar: A inter-ministerial high-level Central team led by Joint Secretary of the Home Ministry, P.K. Rai to visit Odisha from November 24 to assess damages caused by cyclone Dana, Revenue and Disaster Management Minister Suresh Pujari said here today. The Severe Cyclonic Storm Dana hit the Odisha coast on October 25 and affected several parts of 14 districts of the...

ମହତାବଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ଉଚ୍ଚସ୍ତରୀୟ କମିଟି

0

ନୂଆଦିଲ୍ଲୀ : ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉତ୍ସବ ସହକାରେ ପାଳନ କରିବା ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଗୃହ ଓ ସମବାୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଭାବରେ ରହିଛନ୍ତି। କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ଭିତରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳବାଇ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ...

Urge For Forest & Wildlife Protection

0

Bhubaneswar: Forest resources are a major natural resource. Forests are essential for the survival of humans and all living things on earth. The vast forest resources available in Odisha are a blessing of mother nature. The responsibility of Divisional Forest Officer(DFO)s who provide services for the protection and growth of forests, which provide oxygen not only to humans but also...

Sahu On Elephant Care

0

Bhubaneswar: Additional Chief Secretary, Home, Forest, Environment and Climate Change,  Satyabrata Sahu has directed Divisional Forest Officers to take utmost care to protect the wildlife in the Forest Zones of the State. Expressing concern over death of elephants, ACS Shri Sahu advised the Forest Officials to make efforts to save the elephants and reduce the death cases. Shri Sahu was addressing...