ବେଦାନ୍ତର ସ୍ୱର୍ଣ୍ଣ ପ୍ରାଶନରେ ୧୭ ହଜାର ପିଲା ସାମିଲ

0

ଭୁବନେଶ୍ୱର : ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହାର ‘ସ୍ୱର୍ଣ୍ଣ ପ୍ରାଶନ' ଅଭିଯାନର ଚତୁର୍ଥ ପର୍ଯ୍ୟାୟ ସଫଳତାର ସହ ଶେଷ କରିଛି, ଯାହା ୧୭ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଛି ।  ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହି ଆୟୁର୍ବେଦିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସ୍ମୃତି ଶକ୍ତି ବୃଦ୍ଧି କରିବା ଏବଂ ପିଲାମାନଙ୍କର ପ୍ରାରମ୍ଭିକ ସମୟରେ ସାମଗ୍ରିକ ବିକାଶକୁ ସମର୍ଥନ କରିବା ପାଇଁ...

ନାହାନ୍ତି ଓଡିଆ ବିଚାରପତି

0

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ଏବେ ୧ଲକ୍ଷ ୪୭ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଅନ୍ୟୁନ ୧୪ଟି ବିଚାରପତି ପଦବୀ ଖାଲିପଡିଛି । ସୁପ୍ରିମ୍‍କୋର୍ଟରେ ଦୀର୍ଘଦିନ ଧରି କେହି ଓଡିଆ ବିଚାରପତି ନଥିବାବେଳେ ଦେଶର କୌଣସି ହାଇକୋର୍ଟରେ ବି ଏବେ ଓଡିଆ ବିଚାରପତି ନାହାନ୍ତି । ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଡକ୍ଟର ବିଦ୍ୟୁତ୍‍ ରଞ୍ଜନ ଷଡଙ୍ଗୀ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗଦେଇ ଅଳ୍ପଦିନ ଭିତରେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ପରେ ପରେ ଅନ୍ୟତମ ବିଚାରପତି ଦେବବ୍ରତ...

ସୁଭଦ୍ରା ଯୋଜନାର ପଞ୍ଜିକରଣ ଅର୍ଥ ମିଳୁନି

0

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ମହିଳା ପ୍ରଥମ କିସ୍ତି ଅର୍ଥ ପାଇଥିବାବେଳେ ଏମାନଙ୍କର ନାମ ପଞ୍ଜିକରଣ କରିଥିବା ମୋ ସେବା କେନ୍ଦ୍ରର ହିତାଧିକାରୀମାନେ କିନ୍ତୁ ସେମାନଙ୍କ ପାଉଣା ପାଇପାରୁ ନାହାନ୍ତି । ପଞ୍ଜିକରଣ କରିଥିବା ଜନସେବା କେନ୍ଦ୍ରର ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ଠାରୁ ସେମାନଙ୍କ ପାଉଣା ପାଇଥିବାବେଳେ ରାଜ୍ୟ ସରକାରଙ୍କ ମୋ ସେବା କେନ୍ଦ୍ର କର୍ତ୍ତୃପକ୍ଷ କିନ୍ତୁ ସମୟ ଗଡାଇ ଚାଲିଛନ୍ତି । ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳା ପଞ୍ଜିକରଣ କରିଛନ୍ତି । ଏହି ପଞ୍ଜିକରଣ କାର୍ଯ୍ୟ ଏବେ...

Good Wishes Flow For Guruji

0

Bhubaneswar: 24 December marks the birthday of Gurujee Chandra Bhanu Satpathy, a revered spiritual leader and humanitarian whose wisdom and teachings have inspired millions worldwide. On this special occasion, Odisha Governor Raghubar Das and Chief Minister Mohan Charan Majhi extended their heartfelt birthday wishes, highlighting Gurujee's profound contributions to spirituality, culture, and humanitarian efforts. Governor Raghubar Das, in his message,...

Rourkela One On Track

0

Bhubaneswar: The 28th Board of Directors meeting of Rourkela Smart City Ltd., was held today, chaired by Development Commissioner, Anu Garg. Usha Padhee, Principal Secretary, Housing and Urban Development Department along with the District Magistrate of Sundargarh, Manoj Satyawan Mahajan and Ashutosh Kulkarni, CEO of Rourkela Smart City Limited were also present. The Board reviewed the progress of ongoing projects, addressed...

STA Pacts With IIT-M

0

Bhubaneswar: In a transformative move towards enhancing road safety, the State Transport Authority (STA) has partnered with IIT Madras to implement innovative Information, Education, and Communication (IEC) strategies and road safety measures aimed at improving road safety across the State. This significant initiative was formalized through the signing of a Memorandum of Understanding (MoU) in the presence of Commerce &...

ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନରେ ଆତ୍ମନିର୍ଭର

0

ପାରୀଦୀପ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାର ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟରେ ସୋମବାର ପାରାଦୀପ ପ୍ଲାଷ୍ଟିକ ପାର୍କ ପରିସରରେ  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନ କାରଖାନା’ ଉଦଘାଟିତ ହୋଇଯାଇଛି । ଏହି ପଦକ୍ଷେପ ଦ୍ୱାରା ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଏ ସମ୍ପର୍କରେ ବିସ୍ତୁତ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାରାଦୀପ ପ୍ଲାଷ୍ଟିକ ପାର୍କ ଧୀରେ ଧୀରେ ସମ୍ପ୍ରସାରିତ...

ହାଇଡ୍ରୋଜେନ ବସ୍‌ ଚଳାଚଳ ପାଇଁ ରାଜିନାମା

0

ଭୁବନେଶ୍ୱର : ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଶକ୍ତି ବିଭାଗର ଗ୍ରିଡ଼୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ଼୍ (ଗ୍ରିଡ଼୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ...

ଶ୍ରବଣବାଧିତ ବିଜୟୀ କ୍ରିକେଟ ଦଳକୁ ଶୁଭେଚ୍ଛା

0

ଭୁବନେଶ୍ୱର : ଆଇଡିସିଏ ୧୯ବର୍ଷରୁ କମ୍ ଶ୍ରବଣବାଧିତ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ଚାମ୍ପିୟନ । ବିଭିନ୍ନ ପ୍ରତିକୂଳତା ଏବଂ ଆହ୍ୱାନ ସତ୍ତ୍ୱେ ଭିନ୍ନକ୍ଷମ ଖେଳାଳୀମାନେ ଉଲ୍ଲେଖନୀୟ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରି ଏହି ଚାମ୍ପିୟନ କପ୍ ହାସଲ କରିଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଖୋଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।  ଏହା ଅତ୍ୟନ୍ତ ଗୌରବର ବିଷୟ ଯେ, ଆନ୍ତର୍ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଥିବା ଓଡିଆ ଖେଳାଳିମାନେ ହେଉଛନ୍ତି ଶ୍ରୀ ସାଗରକାନ୍ତ ସେନାପତି...

ଶିଶୁଶ୍ରମର ବିଲୋପ ସମ୍ଭବ 

0

ଖୋର୍ଦ୍ଧା : ସଚେତନତା, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ସମନ୍ଵୟ ମାଧ୍ୟମରେ ସମାଜରୁ ଶିଶୁଶ୍ରମର ବିଲୋପ ସମ୍ଭବ  ବୋଲି ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଥିବା ଏକ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳାର ରେ ଭାଗନେଇ ବିଶିଷ୍ଟ ବକ୍ତା ମାନେ ମତଦେଇଥିଲେ । ଏହି କର୍ମଶାଳାର ଆୟୋଜନସ୍ଵେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ୍ କଲଚରାଲ୍ ସେଣ୍ଟର (ପିକକ୍), ଖୋର୍ଦ୍ଧାର ଶିଶୁ ସୁରକ୍ଷା ୟୁନିଟର ସହାୟତାରେ ଓ  ଆଡପସନସେଣ୍ଟ୍ରମର ସହଯୋଗ ରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା...