Kernel Death Due To Food Poisoning
Bhubaneswar: Odisha Government today rejected the allegation made by opposition BJD and Congress that three tribal women at Mandipanka village in Kandhamal district died due to lack of food. While participating in a debate on an adjournment motion over the alleged mango kernel death cases, Opposition MLAs have alleged that the tribal women were forced to eat mango kernel as...
ସରକାର ଅଧିକ ଧାନ କିଣନ୍ତୁ
ଭୁବନେଶ୍ୱର : ସରକାର ଧାର୍ଯ୍ୟ କରିଥିବା ପରିମାଣ ତୁଳନାରେ ଚାଷୀମାନେ ଅଧିକ ଧାନ ଉତ୍ପାଦନ କରୁଥିବାରୁ ସରକାର ଅଧିକ ପରିମାଣର ଧାନ କିଣିବାକୁ ବିଧାନସଭାରେ ଦାବି କରିଛନ୍ତି ବିଧାୟକ ସାରଦା ପ୍ରସାଦ ପ୍ରଧାନ । ପ୍ରଶ୍ନକାଳରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାର ଜଳସେଚିତ ଜମିରୁ ଏକର ପିଛା ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଧାନ କିଣିବାକୁ ସ୍ଥିର କରିଛନ୍ତି । ହେଲେ ଉପକୂଳ ଜିଲ୍ଲାର ଚାଷୀମାନେ ଏହାଠାରୁ ଅଧିକ ଧାନ ଫଳାଉଛନ୍ତି । ତେଣୁ...
ସୋଆ ମହିଳା ଶକ୍ତିକୁ ଫେମିନା ଆଚିଭର୍ସ ସମ୍ମାନ
ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ଶ୍ରମଶକ୍ତିକୁ ନିକଟରେ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ଭୂଷିତ କରାଯାଇଛି । ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ‘ସୋଆ ୱିମେନ୍ ୱାର୍କଫୋର୍ସ’ କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କୋଲକାତା ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳା ଓ ମହିଳା କାର୍ଯ୍ୟକାରୀ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା...
Dubai Hosts Sai Satsang
Duabi : For the first time in Dubai, a special Sai Satsang was organized to honor the spirit of Shirdi Saibaba, bringing together devotees from all walks of life. The evening was graced by the presence of Gurujee Chandra Bhanu Satpathy, a spiritual master who has spearheaded the global Sai movement for over four decades. As the chief guest of the...
ନିମୟମିତଙ୍କ ଠାରୁ ଅଧିକ ଆଉଟସୋର୍ସିଂ କର୍ମଚାରୀ
ଭୁବନେଶ୍ୱର : ଲାଭରେ ଚାଲୁଥିବା ନିଗମଗୁଡିକରେ ଯେତିକି ନିୟମିତ କର୍ମଚାରୀ ଅଛନ୍ତି ତାହାଠାରୁ ଅଧିକ ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରୁଛନ୍ତି । କାଁ ଭାଁ କେତୋଟି ନିଗମକୁ ବାଦ ଦେଲେ ପ୍ରାୟତଃ ଅଧିକାଂଶ ନିଗମରେ ଏଭଳି ଅବସ୍ଥା । ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ୩୧ଟି ସରକାରୀ ଉଦ୍ୟୋଗ ଥିବାବେଳେ ଏଥିରୁ...
ପଛୁଆବର୍ଗଙ୍କ ସ୍ଥାନ ସଂରକ୍ଷଣ ବିବାଦ
ଭୁବନେଶ୍ୱର : ଆଇନ୍ ଅଦାଲତରେ ଗଡ଼ୁଥିବା ମାମଲର ଫଇସଲା ସହ କେନ୍ଦ୍ର ସରକାର ସମ୍ବିଧାନର ନବମ ଅନୁଚ୍ଛେଦରେ ଓଡ଼ିଶାର ସ୍ଥାନ ସଂରକ୍ଷଣ ପ୍ରସଂଗ ସ୍ଥାନିତ ନକରିବା ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ସମ୍ବବପର ହେବନାହିଁ । ଯେଉଁମାନେ ଏ ପ୍ରସଂଗ ଉଠାଉଛନ୍ତି ସେମାନେ ଏହି ମାମଲାରେ ପକ୍ଷଭୁକ୍ତ ହୋଇ ଯୁକ୍ତି ବାଢ଼ିବା ସହ କେନ୍ଦ୍ର ସରକାରଙ୍କ ଉପରେ ନିର୍ଦ୍ଦିଷ୍ଟ ଫୋରମ୍ରେ ଚାପ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଆଇନଜ୍ଞମାନେ ମତବ୍ୟକ୍ତ କରୁଛନ୍ତି...
UCCI Chief Urges For MSME Care
Bhubaneswar: Presenting the issues faced by MSME units to address environment concerns while balancing for a profitable business, UCCI President and Managing Director of SNM Group Dr.Prabodh Mohanty has appealed to the State Government to address the issues by giving proper incentives. Dr.Mohanty made this appeal before the government while addressing at the 4th Climate Change Conference organized by the...
Kalikesh Asks PMGSY Progress
Bhubaneswar: Senior BJD Lawmaker Kalikesh Narayan Singh Deo asked Minister for Rural Development about the physical and financial progress of projects sanctioned under PMGSY in Odisha for 2023-24. Kalikesh has asked this question through an unstarred question in the State Legislative Assembly today. In his written reply, Rural Development Minister Rabi Narayan Naik said there was a provision of Rs 2000...
୨୭ବର୍ଷ ତଳେ ହୋଇଥିଲା ଶିଶୁ ଶ୍ରମିକ ସର୍ଭେ
ଭୁବନେଶ୍ୱର : ରାଜ୍ୟ ସରକାର ଶେଷ ଥର ପାଇଁ ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ସର୍ଭେ କରିଥିଲେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ ଶେଷଥର ପାଇଁ ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ସର୍ଭେ ହୋଇଥିଲା । ଏହି ସର୍ଭେରେ ୨,୧୫,୨୨୨ ଜଣ ଶିଶୁ ଶ୍ରମିକ...
Supplementary Budget Presented
Bhubaneswar: Chief Minister Mohan Charan Majhi on 26 November presented a Supplementary Budget of Rs 12,156 crore for the 2024-25 Financial Year in the Odisha Legislative Assembly. Shri Majhi, who also holds the Finance portfolio, said this Budget is aimed at fulfilling the requirement of funds for public welfare and developmental activities, mainly through reallocation of available resources and receipt...










