Odisha Eyes UP Potato
Bhubaneswar: As the West Bengal government has imposed restrictions on supply of potatoes to Odisha, the State government has decided to bring the vegetable from Uttar Pradesh. In the first lot, 300 trucks loaded with potatoes are expected to reach Odisha on Monday, informed Food Supplies and Consumer Welfare Minister Krushna Chandra Patra here today. Speaking to media persons, shri Patra said,...
Minor Mineral Revenue Up
Bhubaneswar: The revenue collection from minor mineral resources like sand, stone, and sairat sources witnessed an upward trend during the last five years. According to data submitted in the Assembly during the ongoing winter session, the minor mineral revenue was increased by 118 percent during the past five financial years. The state has collected revenue worth Rs 680.6 crore during the...
Murugesan New PCCF(Nodal)
Bhubaneswar: Veteran IFS Officer, Dr.K Murugesan has been given additional charge of Principal Chief Conservator of Forests (Nodal). Dr.Murugesan is now serving Member Secretary Odisha State Pollution Control Board (OSPCB) has been assigned the crucial charge of PCCF(Nodal) Dr.Murugesan, an ace environmentalist has been serving the OSPCB assignment successfully and has been given the charge of PCCF(Nodal), which is an important...
୧୨ହଜାର କିଲୋ ପ୍ଲାଷ୍ଟିକ ଜବତ
ଭୁବନେଶ୍ୱର : ଓଡିଶାରେ ଗତ ଚାରିମାସ ମଧ୍ୟରେ ୧୨ହଜାର କିଲୋ ଏକକ ବ୍ୟବହୃତ ପ୍ଲାଷ୍ଟିକ ଜବତ ହେଲାଣି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ଏହି ସୂଚନାକୁ ରାଜ୍ୟସଭାରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ । ବିଜେଡି ସାଂସଦ ଦେବାଶିଷ ସାମନ୍ତ ରାୟଙ୍କ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ ଅନୁଯାୟୀ କଟକ, ଭୁବନେଶ୍ୱର ସମେତ ରାଜ୍ୟରୁ ବାର୍ଷିକ ୫୧,୨୬୯...
ଗାନ୍ଧୀ ପ୍ରକଳ୍ପରେ ବିକୃତ ଓ ଫଟାମୂର୍ତ୍ତି ନିର୍ମାଣ
ଭୁବନେଶ୍ୱର : ଗାନ୍ଧୀ ସ୍ମୃତି ପ୍ରକଳ୍ପ ଲାଗି ରାଜ୍ୟ ସରକାର ବରାଦ କରିଥିବା ଲକ୍ଷଲକ୍ଷ ଟଙ୍କା ବରବାଦ କରି ନିମ୍ନମାନର ଓ ବିକୃତ ଗାନ୍ଧୀ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ଦୁଇବର୍ଷ ଧରି ଘୋଡ଼ାଇ ରଖାଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ପୂର୍ବରୁ ଏଥିରେ ପାଟ ସୃଷ୍ଟି ହୋଇଛି । ପ୍ରତିୂମର୍ତ୍ତି ନିକଟ ଦେଇ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ଆସିବା କରୁଥିବା ଯୋଗୁ ଏହି ପ୍ରତିମୂର୍ତ୍ତି କେତେବେଳେ ଭୁଶୁଡ଼ି କି ପ୍ରକାର ସମସ୍ୟା ସୃଷ୍ଟି କରିବ ସେଥିଘେନି ଡେଲାଙ୍ଗ-ବେରବୋଇ ଅଞ୍ଚଳର...
Innovative Bridges Enhance Connect
Bhubaneswar: In an innovative effort, the Rural Development Department is implementing a project called Bridge-cum-Bandhara to enhance rural connectivity, improve water availability, and strengthen the rural economy and livelihoods. The Bridge-cum-Bandhara projects, constructed across various locations in the State by the Department are proving beneficial for the State's holistic development. From June 2024 to November 2024, 18 such projects have been...
କର୍ମଯୋଗୀ ମଡେଲରେ ଆଗଉଛି ଓଡିଶା ଶାସନ
ଭୁବନେଶ୍ଵର :"କର୍ମଚାରୀରୁ କର୍ମଯୋଗୀ ପର୍ଯ୍ୟନ୍ତ" ଟ୍ୟାଗ୍ ଲାଇନରେ କଏଦ ହୋଇଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣ ରାଜ୍ୟରେ ମିଶନ କର୍ମଯୋଗୀ କାର୍ଯ୍ୟକଳାପରେ ଓଡ଼ିଶାର ସକ୍ରିୟ ଅଂଶଗ୍ରହଣ ସହିତ ଗଭୀର ଭାବରେ ପ୍ରତିଫଳିତ ହୋଇଛି । ୨୦୨୪ ନଭେମ୍ବର ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ପ୍ରାୟ ୫୦ ହଜାର କର୍ମଚାରୀ ଓ ପ୍ରାୟ ସମସ୍ତ ବିଭାଗ ଆଇ-ଜିଓଟି (ସମନ୍ବିତ ସରକାରୀ ଅନ୍ଲାଇନ୍ ଟ୍ରେନିଂ) ପ୍ଲାଟଫର୍ମରେ ସାମିଲ ହୋଇଥିବା ଜଣାପଡ଼ିଛି। ଆଇଜିଓଟି ପ୍ଲାଟଫର୍ମ ବ୍ୟକ୍ତିଗତ ଶିକ୍ଷଣ ଯାତ୍ରା ପାଇଁ ଏକ ଦୃଢ଼ ଡିଜିଟାଲ ଢାଞ୍ଚା ପ୍ରଦାନ କରେ,...
ଧାନକିଣା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଧିକାରୀ
ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ଚାଷୀମାନଙ୍କ ନିମନ୍ତେ ସରକାର ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି l କୃଷକମାନଙ୍କ ଧାନ ବିକ୍ରୟ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗର ତ୍ବରିତ ସମାଧାନ ପାଇଁ ସମସ୍ତ ଜିଲ୍ଲାରେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି l କୃଷକମାନେ ଘରେ ବସି ସେମାନଙ୍କ ଟୋକନ ନମ୍ବର, ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରାପ୍ୟ ଆଦି ସଂପର୍କରେ ଜାଣିପାରିବେ l ଏଥି ସହ ଇଣ୍ଟରଆକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି, ଯାହାଦ୍ୱାରା ଅଭିଯୋଗ...
Metro Phase I by DEC27′
Bhubaneswar: The first phase of Odisha's much-awaited metro rail project will be completed by December 2027. Bhubaneswar MP Aparajita Sarangi said this after a review meeting at the Metro project office on Saturday. The work on the project started after the DPR approval in November 2023. In the first phase, 26 km of work will be done, including a...
୨୦୨୭ରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ
ଭୁବନେଶ୍ୱର : ଆସନ୍ତା ୨୦୨୭ ଡିସେମ୍ବର ମାସ ସୁଦ୍ଧା ସରିବ ଓଡିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ। ଏ ନେଇ ଶନିବାର ଦିନ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟ ରେ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ପ୍ରକଳ୍ପ ନଭେମ୍ବର ୨୦୨୩ ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ଷ୍ଟେସନ୍ ସମେତ ୨୬ କିମି କାମ ହେବା ସହିତ ରୁଟ୍ ରେ ୧୩...









