Vedanata Stall Attracts Visitors

0

Bhawanipatna: Celebrating the four-day long 27th Kalahandi Utsav – Ghumura 2025, Vedanta Lanjigarh, India’s leading producer of metallurgical-grade alumina and a subsidiary of Vedanta Aluminium, showcased the company’s transformative community development initiatives in the region right from day one by unveiling its stall. Cynosure at the Vedanta booth was the display of handcrafted marvels from Project Adikala, a transformative initiative...

ଶ୍ରୀହରିକୋଟାରେ ଇସ୍ରୋର ତୃତୀୟ ଲଞ୍ଚ ପ୍ୟାଡ୍

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଇସ୍ରୋର ପରବର୍ତ୍ତୀ ପିଢ଼ି ଉତକ୍ଷେପଣ ଯାନ ପାଇଁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାଠାରେ ଉତକ୍ଷେପଣ ଭିତ୍ତିଭୂମି ପ୍ରତିଷ୍ଠା ଉଦ୍ଦେଶ୍ୟରେ ତୃତୀୟ ଲଞ୍ଚ୍ ପ୍ୟାଡ୍ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଶ୍ରୀହରିକୋଟା ଠାରେ ଥିବା ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ସହାୟକ ଲଞ୍ଚ୍‌ ପ୍ୟାଡ୍ ଭାବରେ ଏହାକୁ...

ଘୁମୁରା ଉତ୍ସବରେ ଆକର୍ଷିତ କରୁଛି ବେଦାନ୍ତ ଷ୍ଟଲ

0

କଳାହାଣ୍ଡି : ଚାରି ଦିନ ଧରି ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ- ଘୁମୁରା ୨୦୨୫ ପାଳନ ଅବସରରେ ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ଏହାର ଷ୍ଟଲରେ କମ୍ପାନିଏହି ଅଞ୍ଚଳରେ ଚଳାଇଥିବା ପରିବର୍ତନଶୀଳ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିଛି। ବେଦାନ୍ତ ଷ୍ଟଲରେ ପ୍ରୋଜେକ୍ଟ ଆଦିକଳାର ହାତତିଆରି ସାମଗୀର ଚମତ୍କାର ପ୍ରଦର୍ଶନ କରାଯାଇଥିଲା, ଯାହା ଭାରତର ସର୍ବପୁରାତନ କଳା - ସଉରା ଏବଂ ଢୋକ୍ରାକୁ ପୁନରୁଦ୍ଧାର କରିବା ସହିତ ସ୍ଥାୟୀ ଜୀବିକା ମାଧ୍ୟମରେ ୨୦୦ରୁ ଅଧିକ ଗ୍ରାମୀଣ...

ସିବିଆଇ ତଦନ୍ତ ଦାବି କଲେ ଦୀପାଲି

0

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦିପାଲି ଦାସ ତାଙ୍କ ପିତାଙ୍କ ହତ୍ୟାଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ଦାବି କରିଛନ୍ତି। ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରି ଦୀପାଲି ତଦନ୍ତରେ ସ୍ପଷ୍ଟତା ନ ମିଳିବା ଏବଂ ତାଙ୍କ ପରିବାର ପ୍ରତି ହେଉଥିବା ଅଭିଯୋଗକୁ ନେଇ ଉଦ୍ ବେଗ ପ୍ରକାଶ କରିଛନ୍ତି। ଗତ ବିଧାନସଭା ଅଧିବେଶନରେ ଦୁଇ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ମୁଁ କାହିଁକି ସିବିଆଇ ତଦନ୍ତ ଦାବି କରୁନାହିଁ ବୋଲି...

ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଚାପ ବଢୁଛି

0

ଭୁବନେଶ୍ୱର : ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡ଼ିକର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହିତ ଆଧୁନିକୀକରଣ କରାଯାଇପାରିଲେ ଚିକିତ୍ସା ସେବାରେ ଉନ୍ନତି ଆସିବା ସହିତ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ଆର୍ôଥକ ଚାପ ଢେର କମିଯିବ ବୋଲି ଚିକିତ୍ସା ବିଜ୍ଞାନୀମାନେ ମତବ୍ୟକ୍ତ କରୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଳାରେ ଥିବା କ୍ଷେତ୍ର ଡାକ୍ତରଖାନାଗୁଡ଼ିକ ପାଇଁ ୧୫,୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ସେଥିରୁ ୫୦୦୦ରୁ ଊର୍ଦ୍ଧ୍ୱ ପଦବୀ ଖାଲି ପଡିଛି । ହୋମିଓପ୍ୟାଥିକ ଡାକ୍ତରଖାନାଗୁଡ଼ିକରେ ୧୩୫ଟି ଓ ଆୟୁର୍ବେଦିକ ଡାକ୍ତରଖାନାରେ ୧୭୧ଟି...

ଧାନ ବେପାରୀଙ୍କ ଉପରେ ଚଢଉ

0

ଭୁବନେଶ୍ୱର : ଗାଁ ଗହଳରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଥିବା ବ୍ୟବସାୟୀଙ୍କ ଉପରେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଚଢଉ କରିବାପରେ ଏବେ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ନିଜର ଆବଶ୍ୟକତା ପୂରଣ ପାଇଁ ସେମାନେ ଧାନ ବିକ୍ରି କରିବାର ଯେଉଁ ସୁଯୋଗ ପାଉଥିଲେ ତାହା ବନ୍ଦ ହୋଇଯାଇଛି । ବିଶେଷକରି ମଣ୍ଡିରେ ଧାନ ବିକିବାର ସୁଯୋଗପାଉନଥିବା ଭାଗଚାଷୀ ଓ ଅଧିକ ଧାନ ଅମଳ କରୁଥିବା ଚାଷୀମାନେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଥିଲେ । ଚଳିତବର୍ଷ ଗୋଟିଏ କୁଇଣ୍ଟାଲ ଧାନ ଉପରେ...

ହ୍ୱାଟ୍ସଆପ୍ ଚାର୍ଟବୋଟରେ ସମସ୍ୟାର ସମାଧାନ

0

ଭୁବନେଶ୍ୱର : ନାଗରିକମାନଙ୍କ ସମସ୍ତ ସମସ୍ୟାର ସମାଧାନ ହାତ ପାଆନ୍ତାରେ କରିବା ପାଇଁ ଭୁବନେଶ୍ୱର ଆପଣେଇବ ନୂତନ ପଦ୍ଧତି । ମୋବାଇଲ ହ୍ୱାଟ୍ସ ଆପ୍ ଚାର୍ଟବୋଟ୍ ଜରିଆରେ ଏଣିକି ନାଗରିକମାନେ ହୋଲ୍ଟି ଟାକ୍ସ, ଘର ଭଡା, ଦୋକାନ ଘର ଭଡା, ଆଦି ସମସ୍ତ ଟାସ୍କ ପୈଠ କରିବା ସହ ବିଭିନ୍ନ ସମସ୍ୟା ମଧ୍ୟ ଉପସ୍ଥାପନ କରିପାରିବେ । ଏଥିପାଇଁ ଆଜି ଇଣ୍ଡସଇଣ୍ଡ ବ୍ୟାଙ୍କ ସହ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ହ୍ୱାଟ୍ସଆପ୍ ଚାର୍ଟବୋଟ୍ ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟଓ୍ୱେୟାରରେ ନାଗରିକମାନେ...

Dipali Demands CBI Probe

0

Jharsuguda: Dipali Das, daughter of former Minister Health & Family Welfare Naba Kishore Das, has demanded a Central Bureau of Investigation (CBI) probe into her father’s murder. Speaking to the media persons here today, Dipali expressed concerns over the lack of clarity in the investigation and the accusations being directed toward her family. “In the last Assembly session, two MLAs raised...

2,039 CR Input Support

0

Bhubaneswar: The State Government has so far distributed Rs 2,039 crore input assistance to farmers selling paddy to the government in additional to the MSP worth Rs 5862 crore.   According to official sources, the amount is being credited to the farmers' bank accounts on DBT mode within 48 hours. At present, paddy procurement is going on in 27 districts. Till...

ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

0
School and Mass Education

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି-୨୦୨୦ । ଉଚ୍ଚ ଶିକ୍ଷା ପରେ ଏବେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ଧ୍ୟାନରେ ରଖି ନୀତି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିବାବେଳେ, ଏନଇପି-୨୦୨୦ ଲାଗୁ ପୂର୍ବରୁ ପାଠ୍ୟ ଖସଡ଼ା ପ୍ରସ୍ତୁତିବେଳେ ଆଞ୍ଚଳିକ...